ଖୁସି ଖବର ! ହୋଲି ପର୍ବକୁ ଆଖି ଆଗରେ ରଖି ସୁନା ଦରରେ ହେଲା ଏମିତି ପରିବର୍ତ୍ତନ ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଜାଣନ୍ତୁ ଆଜିର ଦାମ କେତେ ଅଛି…..
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଦରକାର କାରଣ କେତେବେଳେ କଣ ଘଟୁଛି ତାହାର ସଠିକ ତଥ୍ୟ ଆପଣ ମାନଙ୍କ ପାଖରେ ରହିବା ନିତାନ୍ତ ଆବଶ୍ୟକ , ଯାହା ଫଳରେ ଆପଣ ମାନେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ସୁନାର ଦର ସମ୍ବଦ୍ଧରେ କିଛି କହିବୁ କି ସୁନାର ଦରରେ ବୃଦ୍ଧି ଘଟିଛି ନା ହ୍ରାସ , ଯେଉଁ ତଥ୍ୟ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ ।
ଆପଣ ମାନେ ତ ଜାଣିଛନ୍ତି କି ଏହି ଗତ କିଛି ମାସ ହେବ ସୁନାର ଦରରେ ବହୁତ ମାତ୍ରାରେ ବୃଦ୍ଧି ଘଟିଥିଲା । ସୁନାର ମୂଲ୍ୟ ଏତେ ମାତ୍ରାରେ ବଢିଥିଲା କି ସାଧାରଣ ଲୋକମାନଙ୍କ ପାଇଁ ତାହା ଆକାଶ ଛୁଆଁ ଭଲି ପାଲଟି ଯାଇଥିଲା । ତେବେ ଏହି ସମୟରେ ବହୁତ ଲୋକମାନେ ଅସୁବିଧାର ସାମ୍ନା କରିଛନ୍ତି ।
ମାତ୍ର ଧୀରେ ଧୀରେ ସେହି ଦରରେ ହ୍ରାସ ହେବାରେ ଲାଗିଲା , ପ୍ରତ୍ୟେକ ଦିନ ଏମିତି ସୁନାର ମୂଲ୍ୟ ହ୍ରାସ ବୃଦ୍ଧି ହେବାରେ ଲାଗିଛି । ଯାହା ଦ୍ୱାରା କି ଏହା ଲୋକମାନେ ଏହା ପାଇଁ ବହୁତ ଅସୁବିଧାର ସାମ୍ନା କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏବେକା ସମୟରେ ସୁନାର ଏବଂ ରୂପାର ଦରରେ କଣ ହୋଇଛି ।
ସୂଚନା ମୁତାବକ ଏବେକା ସମୟରେ ସୁନାର ମବଲ୍ୟ ହ୍ରାସ ହୋଇଥିବା ସମୟରେ ରୂପାର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଦେଶରେ ବୁଧବାର ଦିନ ସୁନାର ମୂଲ୍ୟ 1,020 ରେ ବୃଦ୍ଧି ଘଟିଥିଲା ମାତ୍ର ଗୁରୁବାର ଦିନ 10 ଗ୍ରାସ ସୁନାର ମୂଲ୍ୟରେ 100 ଟଙ୍କା ହ୍ରାସ ପରିଲକ୍ଷିତ ହୋଇଛି
ଯାହା ଦ୍ୱାରା ଏବେକା ସମୟରେ 10 ଗ୍ରାମ ସୁନା ମୂଲ୍ୟ 44,920 ଟଙ୍କାରେ ପହଞ୍ଚିଛି , ସେହିପରି 22 କ୍ୟାରେଟ ସୁନାର ମୂଲ୍ୟରେ 10 ଗ୍ରାମ ସୁନାର ମୂଲ୍ୟ 43,920 ଟଙ୍କା ରହିଛି ଯେତେବେଲେ ବୁଧବାର ଦିନ ଏହାର ମୂଲ୍ୟ 44, 020 ରହିଥିଲା ।
ସୁନାର ମୂଲ୍ୟରେ ହ୍ରାସ ଘଟିଥିବା ବେଲେ ଗୁରୁବାର ଦିନ ରୂପାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି । କାରଣ ବୁଧବାର ଦିନ ରୂପାର ମୂଲ୍ୟରେ 700 ଟଙ୍କା ହ୍ରାସ ହୋଇଥିବା ସମୟରେ ଗୁରୁବାର ଦିନ 400 ଟଙ୍କା ବୃଦ୍ଧି ହୋଇଛି । ଯାହା ଦ୍ୱାରା କି ବୁଧବାର ଦିନ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 65,300 ଟଙ୍କା ଥିଲା ବେଳେ ଗୁରୁବାର ଦିନ ତାହା 65,700 କୁ ପହଞ୍ଚିଛି । ସେହିପରି 100 ଗ୍ରାମ ରୂପାର ମୂଲ୍ୟ ବୁଧବାର ଦିନ 6530 ଥିବା ସମୟରେ ଗୁରୁବାର ଦିନ ତାହା 6570 ଟଙ୍କା ରହିଛି ।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସୁନାର ଦରରେ କିଛି ପରିବର୍ତ୍ତନ ହୋଇଥିବା ବେଲେ ଗୁରୁବାର ଦିନ ସୁନାର ମୂଲ୍ୟରେ ବୃଦ୍ଧି ହୋଇ 10 ଗ୍ରାମ ସୁନାର ମୂଲ୍ୟ 120 ଟଙ୍କା ବଢିଛି । ଯାହା ଦ୍ୱାରା ଭୁବନେସ୍ୱରରେ 24 କ୍ୟାରେଟ 10 ଗ୍ରାମ ସୁନା ମୂଲ୍ୟ 45,820 ଟଙ୍କାରେ ପହଞ୍ଚିଛି । ଏହା ସହିତ 22 କ୍ୟାରେଟ 10 ଗ୍ରା ସୁନାର ମୂଲ୍ୟ 42,000 ରହିଛି ।