ଶୁଣନ୍ତୁ ଭାଇରାଲ Audio Call ମୁଁ ଦେହ ସୁଖ ଦେବି ସାର ମତେ ପରୀକ୍ଷାରେ ପାସ କରାଇ ଦିଅନ୍ତୁ | ..plz ସାର୍ ଥରେ ମାତ୍ର…. ନିଆଁ ପରି ଭାଇରାଲ ହେଉଛି ଏହି video

ଆପଣ ତ ଜାଣିଛନ୍ତି ଗୁରୁ ଓ ଶିଷ୍ୟ ର ସମ୍ପର୍କ କେତେ ପବିତ୍ର ଓ କେତେ ସମ୍ମାନନୀୟ ହୋଇ ଥାଏ, କିନ୍ତୁ ଆଜିକାଲି ର ଯୁଗରେ ନିଜ ସ୍ୱାର୍ଥ ପାଇଁ ଏହି ସମ୍ପର୍କ କୁ ମଧ୍ୟ ଆଜିର କିଛି ଯୁବ ପିଢ଼ି ଆଉ ଅଧ୍ୟାପକ ମାନେ ଖରାପ କରି ସାରିଲେଣି | ତେବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ଯେଉଁଠି ଏକ ଛାତ୍ରୀ ଓ ଅଧ୍ୟାପକ ଙ୍କର ଅଶ୍ଳୀଳ ଅଡ଼ିଓ କ୍ଲିପ ଭାଇରାଲ ହେବାରେ ଲାଗିଛି | ଯେଉଁଠି ଏକ ଛାତ୍ରୀ ଜଣଙ୍କ ତାଙ୍କ ନମ୍ବର ବଢାଇବା ପାଇଁ ଏକ ଅଧ୍ୟାପକ ଙ୍କୁ ଶାରୀରିକ ସମ୍ପର୍କ ରଖିବେ ବୋଲି ଅଫର କରୁଛନ୍ତି |

ତେବେ ପ୍ରଥମେ ଛାତ୍ରୀ ଜଣଙ୍କ ରାତି ଅଧରେ ସାର ଙ୍କୁ କଲ କରୁଛନ୍ତି ଆଉ କହୁଛନ୍ତି କି ସାର ମୋର ସବୁ ପେପର କ୍ଲିୟର ଅଛି କିନ୍ତୁ ମତେ ଵୟୋଲୋଜି ରେ ଟିକେ ଡାଉଟ ଲାଗୁଛି, ନମ୍ବର କମ ଆସିଲେ ଘରେ ବି ଗାଳି ଦେବେ |

ତାପରେ ସାର କହୁଛନ୍ତି କି ହଉ ଠିକ ଅଛି ଏସବୁ ବିଷୟରେ ଆମେ କ୍ଲାସ ରେ କଥା ହେବା ଏତେ ରାତିରେ କାହିଁକି କଲ କରିଛ | ଏହାପରେ ଛାତ୍ରୀ ଜଣଙ୍କ କହୁଛନ୍ତି କି ନାଇଁ ସାର ଆପଣ ଟିକେ ଦେଖନ୍ତୁ, ସାର କହୁଛନ୍ତି କି ପେପର ଚେକିଂ ହେଲା ପରେ ନମ୍ବର ଆସିଯିବ ତୁମେ ବ୍ୟସ୍ତ ହୁଅନି |


ଏହାପରେ ଛାତ୍ରୀ ଜଣଙ୍କ କହିଛନ୍ତି ସାର ଆପଣ ତ ସେଥିରେ ନମ୍ବର ଦେବେ ପ୍ଲିଜ଼ କିଛି କରନ୍ତୁ, ତାପରେ ସାର କହୁଛନ୍ତି ହଉ ଠିକ ଅଛି ଦେଖା ହେଲେ ଏ ବିଷୟରେ କଥା ହେବା | ଆଉ ଉତ୍ତର ରେ ଛାତ୍ରୀ ଜଣଙ୍କ କହୁଛନ୍ତି କି ମୁଁ ଏବେ ବି ଫ୍ରି ଅଛି ଏବେ ବି ଦେଖା କରିକି କଥା ହୋଇ ପାରିବା |

ଏହାପରେ ସାର କହୁଛନ୍ତି କି କାଲି ଦେଖା କରିକି ଟିକେ ବୁଲାବୁଲି କରିବା କିଛି ଟାଇମ ସ୍ପେଣ୍ଡ କରିବା ଆଜି ତ ଆଉ ଦେଖା କରି ହେବ ନାହିଁ ମୋ ସ୍ତ୍ରୀ ଅଛି ଘରେ | ଏହାପରେ ଛାତ୍ରୀ ଜଣଙ୍କ କହୁଛନ୍ତି କି ସାର ଆପଣ ବାହା ହେଇ ସାରିଲେଣି ଆପଣ ତ ବହୁତ ୟଙ୍ଗ ଦେଖା ଯାଉଛନ୍ତି ଜମା ଜଣା ପଡ଼ୁ ନାହାଁନ୍ତି |

ମୁଁ ଶୁଣି ଥିଲି କି ଆପଣ ବିବାହିତ କିନ୍ତୁ ମତେ ଲାଗୁ ନଥିଲା ଆପଣ ବିବାହିତ ଅଟନ୍ତି ବୋଲି | ଏହାପରେ ସାର କହୁଛନ୍ତି କି ତମ ଘରର ଲକେସନ ପଠାଅ ସମ୍ଭବ ହେବ ତ ମୁଁ ଦେଖା କରିବା ପାଇଁ ତମ ଘରକୁ ଯିବି ଏହାପରେ ଛାତ୍ରୀ ଜଣଙ୍କ ସାରଙ୍କ ପାଖକୁ ନିଜ ଘରର ଲକେସନ ପଠାଇ ଦେଉଛନ୍ତି | ତେବେ ଛାତ୍ରୀ ଓ ଅଧ୍ୟାପକ ଏଭଳି କିଛି କଥା ହେଉ ଥିବାର ଅଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଶୁଣୁଛି ସେ କେବଳ ନିନ୍ଦା ହିଁ କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।