ସ୍ୱାମୀଙ୍କ ସହ ହନିମୁନ ରେ କେମିତି ମସ୍ତି କରୁଛନ୍ତି ହିରୋଇନ ଲିପ୍ସା |

ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯାହାକି ଏହି କିଛି ଦିନ ତଳେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ତାଙ୍କର ବାହାଘର ବହୁତ ଧୂମଧାମ ରେ ହୋଇ ଥିଲା ଯେଉଁଥିରେ ଓଲିଓଡ଼ ଜଗତ ର ଅନେକ ବଡ଼ ବଡ଼ ଷ୍ଟାର ସେଥିରେ ଯୋଗ ଦେଇ ଥିଲେ | ତେବେ ଲିପ୍ସା ମିଶ୍ର ରିଲ ରେ ଆପଣ ଅନେକ ଥର ଦେଖି ଥିବେ କି ସେ ବିବାହ କରିଛନ୍ତି କି କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କର ରିୟଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |

ତେବେ ଲିପ୍ସା ମିଶ୍ର 2013 ମସିହା ରେ ପ୍ରଥମ ଥର ପାଇଁ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରି ଥିଲେ ଆଉ ସେ ଓଡ଼ିଆ ଫିଲ୍ମ ମାଧ୍ୟମ ରେ ଓଲିଓଡ଼ ଜଗତ କୁ ପାଦ ଦେଇ ଥିଲେ |

ଆଉ ଏହାପରେ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି, ଓଡ଼ିଆ ସିନେମା ସହିତ ସେ ଓଡ଼ିଆ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କ ନିଜ ସୁନ୍ଦର ଓ ଚୁଲବୁଲି ଅଭିନୟ କାରଣ ରୁ ଅନେକ ଜାଗାରୁ ତାଙ୍କୁ ବେସ ଭଲ ପାଇବା ମିଳି ଆସିଛି |

ଖାଲି ଓଡ଼ିଆ ସିରିଏଲ ନୁହେଁ ଓଡ଼ିଆ ଯାତ୍ରା, ଓଡ଼ିଆ ଆଲବମ ଓ ଓଡ଼ିଆ ୱେବ ସିରିଜ ରେ ମଧ୍ୟ ଲିପ୍ସା ମିଶ୍ର ବେସ ସୁନ୍ଦର ଭାବରେ ଅଭିନୟ କରିଛନ୍ତି | ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ରହି କିଛି ମାସ ହେବ ଏବେ ଏବେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଇଛନ୍ତି | ଆଉ ବିବାହ ପରେ ସେ ତାଙ୍କ ଶାଶୁ ଘରେ ଖୁବ ଖୁସିରେ ମଧ୍ୟ ଅଛନ୍ତି ଯାହାକୁ ନେଇ ସେ ଅନେକ ଭିଡ଼ିଓ ନିଜ ସୋସିଆଲ ଆକାଉଣ୍ଟ ରେ ଉପଲୋଡ କରି ଥାଆନ୍ତି |


ତେବେ ଏବେ ଏବେ ତାଙ୍କ ସ୍ୱାମୀ ଙ୍କ ସହ ସେ ପୁଣି ନିଜ ଆସିଛନ୍ତି ଯାହାକି ସେ ବିବାହ ପରେ ତାଙ୍କ ସ୍ୱାମୀ ଙ୍କ ସହିତ ହନିମୁନ ରେ ମାଲଦୀପ ଯାଇଛନ୍ତି ଆଉ ସେଠାକାର କିଛି ସୁନ୍ଦର ଦୃଶ୍ୟ କୁ ସେ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି |

ଏଥିରେ ଦେଖିବା ପାଇଁ ମିଳିଛି କି ଲିପ୍ସା ଓ ତାଙ୍କ ସ୍ୱାମୀ ଆକାଶ ଉଭୟ ମିଶି ସେଠାକାର ସିବିଚ ରେ ଅନେକ ମସ୍ତି କରୁଛନ୍ତି ଏବଂ ରୋମାଣ୍ଟିକ ପୋଜ ରେ ଫଟୋ ଓ ଭିଡ଼ିଓ କରି ତାହାକୁ ନିଜ ଇନଷ୍ଟା ଆକାଉଣ୍ଟ ରେ ସେୟାର କରିଛନ୍ତି | ଉଭୟ ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଯାହାକି କପୁଲ ରୂପରେ ବେସ ସୁନ୍ଦର ଦେଖା ଯାଉଛନ୍ତି | ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଅନେକ ଏହାକୁ ପସନ୍ଦ କରି ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |