ଦେଖନ୍ତୁ Shocking ଭିଡ଼ିଓ – ସ୍ବାମୀ ଜୁଇରୁ ନିଆଁ ଲିଭିନି..ପ୍ରେମିକ ସହ ସ୍ତ୍ରୀ ଫେରାର ପୁଅ ଝିଅଙ୍କ ଆଗରେ ପ୍ରେମିକ ସହ ଫେରାର ହେଇଗଲା ମାଆ ଆଉ ତା ପରେ…ଛିଃ ଛିଃ
ମୁଁ ରଙ୍ଗାଧର ପ୍ରେତାତ୍ମା କହୁଛି ନିଜ ସ୍ତ୍ରୀ ଆଉ ତା ପ୍ରେମିକ ଦ୍ୱାରା ହତ୍ୟା ହୋଇ ଥିବା ଏକ ହତଭାଗା ଆତ୍ମା ଆଉ ଆଜି ଆତ୍ମା ହୋଇ ବି ମୁଁ କାନ୍ଦୁଛି | ସ୍ତ୍ରୀ ର ପାପ କର୍ମ କୁ ମନେ ପକାଇ କହୁଛି, ଏ କୁନି ତୁ ପରା ମୋର ସ୍ତ୍ରୀ ଥିଲୁ ଦେବୀ ଦେବତା ଙ୍କୁ ସାକ୍ଷୀ ରଖି ମୋର ହାତ ଧରି ଥିଲୁ ପୁଣି ସେହି ହାତ ଧରି ଗୋଟିଏ ପର ପୁରୁଷ ସହ ମିଶି ମତେ କେମିତି ମାରି ଦେଲୁ |
ବେଦୀ ରେ ବସି ପରା ମତେ ସାତ ଜନ୍ମ ପାଇଁ ନିଜର କରି ଥିଲୁ ଆଜି ନିଜ ହାତରେ ସାତ ପର କେମିତି କରି ଦେଲୁ | ଆଉ ତୋ ପାଇଁ କଣ କରି ଥିଲେ ତୁ ଖୁସି ହୋଇ ଥାଆନ୍ତୁ ମୋ ପରି ତୋ ମନକୁ ବୁଝୁ ଥିବା ସ୍ୱାମୀ ତ ତତେ ଆଉ କେଉଁଠି ମିଳିବେ ନାହିଁ |
ମତେ ଧୋକା ଦେଇ ଗୋଟେ ପର ପୁରୁଷ ସହ ପ୍ରେମ କଲା ପରେ ବି ମୁଁ ତତେ କିଛି ବି କହିନି ଆଉ ତୋର ସେ ପ୍ରେମିକ କୁ ଘରକୁ ଡାକିଲା ବେଳେ ମୁଁ ବାରଣ ବି କରି ନାହିଁ ତୁ କହ କୋଉ ସ୍ୱାମୀ ଏମିତି କରି ପାରିବ |
ତାପରେ ବି ତ ମନ ମାନିଲା ନାହିଁ ଯେ ସବୁଦିନ ପାଇଁ ତୁ ମତେ ତୋ ରାସ୍ତାରୁ ହଟେଇ ଦେଲୁ ତୋ ପରି ସ୍ୱାମୀ ହତ୍ୟା ସ୍ତ୍ରୀ ଆଉ କାହାକୁ ନ ମିଳୁ | ତତେ ପ୍ରେମ କରି ବାହା ହୋଇ ଚାରୋଟି ପିଲାର ତତେ ମୁଁ ମାଆ କରିଛି ଆଉ ତୋର କେଉଁ ଅଭାବ ରହି ଗଲା ଯେ ତୁ ଗୋଟେ ପର ପୁରୁଷ କୁ ପ୍ରେମ କଲୁ | ଏତେ ସବୁ କାମ କରି ସାରିବା ପରେ ତୋ ପାପିନୀ ମନ ସନ୍ତୁଷ୍ଟ ହେଲା ନାହିଁ ଯେ ଶେଷରେ ସବୁଦିନ ପାଇଁ ତୁ ମତେ ଜୀବନରୁ ମାରି ଦେଲୁ |
ହଁ ଦର୍ଶକବନ୍ଧୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମରେ ନିଜ ସ୍ତ୍ରୀ ଦ୍ୱାରା ହତ୍ୟା ର ଶିକାର ହୋଇଥିବା ରଙ୍ଗାଧର ର ଆତ୍ମା ଆଜି ଗୁମୁରି ଗୁମୁରି କାନ୍ଦୁଛି | ତେବେ ସବୁ ବିବାହିତା ନାରୀ ମାନଙ୍କୁ ଏତିକି ଅନୁରୋଧ ସବୁ ସ୍ୱାମୀ ହେଉଛନ୍ତି ନାରୀ ର ଦେବତା ତେଣୁ ତାଙ୍କର କୌଣସି ଅମଙ୍ଗଳ ଚିନ୍ତା କରିବା ନିଜ ପାଇଁ ଗାତ ଖୋଳିବା ହୋଇଥାଏ |
ଗୋଟିଏ ଘରେ ସୁଖ ସମୃଦ୍ଧି ସବୁ ନାରୀ ଉପରେ ହିଁ ନିର୍ଭର କରିଥାଏ ତେଣୁ ପ୍ରତି ଘରେ ମା ମାନଙ୍କର କାର୍ଯ୍ୟ ଭଲ ହେବା ଦରକାର | ମା ଙ୍କ ଠାରୁ ହିଁ ପିଲା ମାନେ ଶିକ୍ଷା ଗ୍ରହଣ କରିଥାନ୍ତି ତେଣୁ ବିବାହ ପରେ ଅନ୍ୟ କୌଣସି କଥାରେ ଧ୍ୟାନ ନ ଦେଇ କେବଳ ନିଜ ପରିବାର କଥା ନିଜେ ଚିନ୍ତା କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।