Ajira Anuchinta – ସ୍ତ୍ରୀ ର ଏହି 3 ଟି କାମ ଯାହାକୁ କଲେ ତାଙ୍କର ସ୍ୱାମୀ ହୋଇଯିବେ କୋଟିପତି

ଆମ ସମାଜରେ ପୁରୁଷ ଏବଂ ନାରୀ ହେଉଛନ୍ତି ଦୁଇଟି ଅଙ୍ଗ କିନ୍ତୁ ଏମାନଙ୍କୁ ମଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ l କାରଣ ପୁରୁଷ କିମ୍ବା ନାରୀ ବିନା ଏ ସଂସାର ର କଳ୍ପନା କରିବା ଅସମ୍ଭବ l ଏହି ପୁରୁଷ ନାରୀ ମାନେ ନିଜର ପବିତ୍ର ମିଳନ ଦ୍ୱାରା ହିଁ ଏ ସଂସାର କୁ ଆଗେଇ ନେଇ ଥାନ୍ତି l ଆମ ସଂସ୍କୃତି ଏବଂ ଆମର ସମାଜ ସମ୍ପୂର୍ଣ ରୂପେ ଶାସ୍ତ୍ର ପୁରାଣ ଆଧାରିତ ଅଟେ l ତେଣୁ ସମ୍ପୂର୍ଣ ମାନବ ଜାତି ଏହାର ଅନୁସରଣ କରିବା ଉଚିତ l

ଆମ ସମାଜରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଅନୁସାରେ ନିଜର ଜୀବନ ଜାପନ ମଧ୍ୟ କରିଥାନ୍ତି l କିନ୍ତୁ ସମସ୍ତ ବ୍ୟକ୍ତି ନିଜର ପରିବାର ର ସୁଖ ପ୍ରତି ଧ୍ୟାନ ଦେବା ଉଚିତ l କଣ କଲେ ଆମର ଘରେ ବାସ୍ତୁ ଦୋଷ ରହିବ ନାହିଁ l ଆଉ କଣ ସବୁ କାମ କଲେ ଆମ ଘରର ଅମଙ୍ଗଳ ହେବ ଏସବୁ ବିଷୟରେ ବର୍ଣ୍ଣନା ହୋଇଛି ଏହା ସହିତ ଏହାର ପ୍ରତିକାର ମଧ୍ୟ ଆମର ପୁରାଣ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି l

ଆମର ପୂର୍ବଜ ମୁନି ଋଷି ମାନେ ନିଜର ତପସ୍ୟା ଶକ୍ତି ବଳରେ ସମସ୍ତ ଜ୍ଞାନ ଆହରଣ କରିଥିଲେ l ଆଉ ସେମାନେ ସାମଗ୍ର ଜଗତର କଲ୍ୟାଣ ପାଇଁ ଏସବୁକୁ ଆମର ପୁରାଣରେ ଲେଖି ଯାଇଛନ୍ତି l ଯାହାକୁ ସମସ୍ତ ମାନବ ଜଗତ ଏହାକୁ ଅନୁସରଣ କରିବା ନିହାତି ଆବଶ୍ୟକ l ଯଦି ଜଣେ ବ୍ୟକ୍ତି ନିଜର କଲ୍ୟାଣ ସହିତ ନିଜର ପରିବାରର ସୁଖ ଏହା ସହିତ ନିଜର ସମାଜର କଲ୍ୟାଣ ଚାହୁଁଛନ୍ତିl ତେବେ ଏସବୁ ନିୟମକୁ ନିଜ ଜୀବନରେ ପାଳନ କରି ନିଜର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ l

ଆଜି ଆମେ ଚାଲନ୍ତୁ ଜାଣିବା ସ୍ତ୍ରୀ ର ଏମିତି ଏହି 3 କାମ କହିବୁ ଯାହାକୁ କଲେ ତାଙ୍କର ସ୍ୱାମୀ ହୋଇ ଯିବେ କୋଟିପତି l

1. ମହିଳା ମାନେ ସୂର୍ଯ୍ୟ ବାହାରିବା ଆଗରୁ ବିଛଣା ଛଡାନ୍ତି l ସମସ୍ତେ ଉଠିବା ଆଗରୁ ସମସ୍ତ କାମ ସାରି ସ୍ୱାମୀ କୁ ସନ୍ତୁଷ୍ଟ କରନ୍ତି କାମ ରେ l

2. ରେ ସ୍ତ୍ରୀ ମାନେ କେବେ ବି କଳି ଝଗଡା କରୁ ନ ଥିବେ l ସମସ୍ତ ଙ୍କ ମନ ଜାଣି କାର୍ଯ୍ୟ କରୁ ଥିବେ l ସ୍ୱାମୀ ସହିତ ଭଲ ରେ ରହୁ ଥିବେ l

3.ତୃତୀୟ ରେ ଆୟ ଅନୁସାରେ ବ୍ୟୟ କରୁ ଥିବେ l ସବୁବେଳେ ଅଯଥା ଖର୍ଚ୍ଚ କରୁ ନ ଥିବେ l ସ୍ୱାମୀ ର ଆୟ ଅନୁସାରେ ବ୍ୟୟ କରୁ ଥିବେ l ଆବଶ୍ୟକ ଅନୁସାରେ ପଇସା ଖର୍ଚ୍ଚ କରୁ ଥିବେ l ଏହି ମହିଳ ମାନେ ଲକ୍ଷ୍ମୀ ହୋଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।