ଦେଖନ୍ତୁ ଭିଡ଼ିଓ । ଓଡ଼ିଶାରେ ଲଜ୍ୟା । ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କଲା ସ୍ୱାମୀ, ଆଉ ତା’ ପରେ…..

ସୋସିଆଲ ମିଡ଼ିଆ ରେ ଅଶ୍ଳିଳ ଫଟୋ । ସୋସିଆଲ ମିଡିଆ ରେ ସ୍ତ୍ରୀ ର ଅଶ୍ଳିଳ ଫଟୋ ଓ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟୋ ସେୟାର ହୋଇ ଥିଲା। ଏହା ପୁଣି ଆଉ କେହି ପର ପୁରୁଷ କରି ନଥିଲେ କରି ଥିଲେ ଖୋଦ୍ ସ୍ବାମୀ ।ଏହା ସହିତ ନିଜ ସ୍ତ୍ରୀ ପାଖ କୁ ମଧ୍ୟ ଏହି ସବୁ ଫଟୋ ପଠାଇ ଥିଲେ । ସୋସିଆଲ ମିଡ଼ିଆ ରେ ନିଜର ଏମିତି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ସ୍ତ୍ରୀ ।

ପରେ ସ୍ବାମୀ ଙ୍କ ନା ର ଏଫେୟର ଦେଇ ପୋଲିସ୍ ହାତ ରେ ଧରାଇ ଥିଲେ ସ୍ବାମୀ ଙ୍କୁ । ତେବେ ଏହି ଘଟଣା ଟି ଘଟିଛି ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ଅଞ୍ଚଳ ରେ ।

ଏହି ଘଟଣା ରେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଅଭିଯୁକ୍ତ ଜି ସତିଶ ପେଶା ରେ ଜଣେ ଶିକ୍ଷକ ଅଟନ୍ତି । ଯିଏ ସର୍ବଦା ଅନ୍ୟ ମାନଙ୍କୁ ପଥ ପ୍ରଦର୍ଶନ କରି ଥାଏ ନିଜ ଶିକ୍ଷା ଜରିଆ ରେ ସେ ଆଜି ପଥ ଭ୍ରଷ୍ଟ ହୋଇ ଯାଇ ଅଛି ନିଜେ । କିଛି ବର୍ଷ ପୂର୍ବେ ସତିଶ ଙ୍କ ବିବାହ ହୋଇ ଥିଲା କିନ୍ତୁ ବିବାହ ର କିଛି ଦିନ ଜାଏ ନିଜ ପତ୍ନୀ ଙ୍କ ସହିତ ପଡୁ ନଥିଲା ସତିଶ ଙ୍କ ର । ତେବେ ନିଜ ସ୍ତ୍ରୀ ସହିତ ଭଲ ସମ୍ପର୍କ ନଥିବା ରୁ ସତିଶ ଓ ତାଙ୍କ ସ୍ତ୍ରୀ ର ଡିଭସ୍ ହୋଇ ଯାଇ ଥିଲା।

ପରେ ସତିଶ ଅନ୍ୟ ଜଣଙ୍କୁ ବିବାହ କରି ଘର ସଂସାର କରି ଥିଲେ । କିନ୍ତୁ ମୁଣ୍ଡ ରେ ଯୁଟି ଥିଲା ସୈତାନି ବୁଦ୍ଧି । ନିଜ ପ୍ରଥମ ସ୍ତ୍ରୀ କୁ କିପରି ବଦନାମ୍ କରିବେ ଏହି ଯୋଜନା ରେ ଥିଲେ ସତିଶ । ତେଣୁ ଫେସବୁକ୍ ରେ ଏକ ଫେକ୍ ଆକାଉଣ୍ଟ୍ ଖୋଲି ପୂର୍ବ ପତ୍ନୀ ସହିତ ଥିବା ଫଟୋ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିବା କୁ ଲାଗି ଥିଲେ ।

ନିଜ ପ୍ରଥମ ସ୍ତ୍ରୀ ସହିତ ଥିବା ଅନେକ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସବୁ ସୋସିଆଲ ମିଡ଼ିଆ ରେ ଛାଡି ଥିଲେ । ଏହା ସହିତ ଏହି ସବୁ ଫଟୋ କୁ ମଧ୍ୟ ନିଜ ପ୍ରଥମ ସ୍ତ୍ରୀ ପାଖକୁ ପଠାଇ ଥିଲେ ।କିନ୍ତୁ ଏଥର ବର୍ତ୍ତି ନଥିଲେ ସତିଶ । ସୋସିଆଲ ମିଡ଼ିଆ ରେ ନିଜର ଏମିତି ଅଶ୍ଳିଳ ଫଟୋ ଦେଖି ସ୍ବାମୀ ଙ୍କ ନାମ ରେ ପାରଳାଖେମୁଣ୍ଡି ଥାନା ରେ ଅଭିଯୋଗ କରି ଥିଲେ ସତିଶ ଙ୍କ ପ୍ରଥମ ପତ୍ନୀ ।

ତେବେ ପତ୍ନୀ ଜଣଙ୍କ ନିଜର ଏନିତି ଅଶ୍ଳିଳ ଫଟୋ ଓ ଭିଡିଓ ଦେଖି ସୋସିଆଲ ମିଡ଼ିଆ ରେ ପୋଲିସ୍ ରେ ଅଭିଯୋଗ କରି ଥିଲେ ପୋଲିସ୍ ଫେସବୁକ୍ ସାଇଟ୍ ରେ ତଦନ୍ତ କରି ଥିଲା ଏହା ତାଙ୍କ ପୂର୍ବ ସ୍ବାମୀ ସତିଶ ଙ୍କ କାମ । ଏହା ପରେ ପୋଲିସ୍ ତାଙ୍କୁ ଆରେସ୍ତ୍ କରି ଥିଲେ । ତେବେ ଯୁବ ସମାଜ କୁ ପଥ ପ୍ରଦର୍ଶନ କରାଇ ଥିବା ଏହି ଶିକ୍ଷକ ଜଣଙ୍କ ଆଜି ନିଜେ ପଥ ହୁଡି ଜେଲ୍ ରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।