ସ୍ତ୍ରୀ ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ୪ ଟି ଜିନିଷ ସ୍ୱାମୀ ହୋଇଯିବେ ଦାଣ୍ଡର ଭିକାରୀ
ଆପଣ ମାନେ ଜାଣି ଥିବେ ଯେ ଭାରତୀୟ ପୁରାଣ ଶାସ୍ତ୍ର ଆଦିରେ ନାରୀ ମାନଙ୍କର ଚରିତ୍ର ବର୍ଣନା କରାଯାଇଛି l ପୁରୁଷ ମାନଙ୍କର ମଧ୍ୟ ବର୍ଣ୍ଣନା କରା ଯାଇଛି, କିନ୍ତୁ ମହିଳା ମାନଙ୍କର ଚରିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଏ l କାରଣ ହିନ୍ଦୁ ପରମ୍ପରା ରେ ମହିଳା ମାନଙ୍କୁ ଘରର ମହାଲକ୍ଷ୍ମୀ କହନ୍ତି l ଶାସ୍ତ୍ର ରେ ଅଧିକ ମହିଳା ମାନଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି l
ଶାସ୍ତ୍ର ରେ ବର୍ଣିତ ନିୟମ ଅନୁସାରେ ଯଦି ନକରି କେହି ମହିଳା ତାର ବିପରୀତ କରେ ତାହାଲେ ତାହା ଅଲକ୍ଷ୍ମୀ କୁହାଯାଏ l
ଯେମିତି ମଣିଷ ଯାହା ବି କାର୍ଯ୍ୟ କରୁ ଯେତେ ବେଳେ ପାପ, ପୁଣ୍ୟ ର କଥା ଆସେ ସେତେ ବେଳେ ମଣିଷ ପୁଣ୍ୟ ର ପଥ ଚୟନ କରେ l ସଂସାରରେ ଯେତେ ବେଳେ ଆମ ର ପାପ ପୁଣ୍ୟ ସମାନ ଥାଏ ଆମେ ସେତେ ବେଳେ ଆମେ ସମାନ ରୂପରେ ଜୀବନ ଚାଲିଥାଏ l ଆମେ ଆମ ଜୀବନ ରେ ଯାହା ବି କରେ ତାହା ଏ ଜୀବନ ହେଉ ଅଥବା ଆର ଜନ୍ମ ହେଉ ଆମେ ଆମର କର୍ମ ଫଳ ରୂପେ ଭୋଗ କରି ଥାଉ l
ଯଦି ଜଣେ ମଣିଷ ଭଲ କର୍ମ କରେ ଅଥବା ଜୀବନ ଯାକ ପୁଣ୍ୟ କରିଥାଏ ତାହାଲେ ସେ ଭଲ ଫଳ ପାଇ ଥାଏ l ଆଉ ଜୀବନ ଯାକ ତାକୁ କେବେ ବି ଜୀବନ ର କଷ୍ଟ ଅନୁଭବ ହୁଏ ନାହିଁ l
ଆଉ ଯଦି ଜଣେ ମଣିଷ ତl ଜୀବନରେ ସବୁବେଳେ ଖରାପ କର୍ମ କରେ ତଥା ସବୁବେଳେ ପାପ ଆଚରଣ କରେ ତାହାଲେ ସେ ଯାହା ବି ହେଉ ଜୀବନ ରେ ଅନେକ କଷ୍ଟ ଭୋଗ କରିବାକୁ ନିଶ୍ଚିତ ରୂପେ ପଡି ଥାଏ l ତେଣୁ କୁହା ଯାଏ ଯେ ଭଲ କର୍ମ କଲେ ଭଲ ଫଳ ମିଳିବ ଆଉ ଯଦି ଖରାପ କର୍ମ କରିଥାଏ ତାହାଲେ ଖରାପ ଫଳ ମିଳିବ l
ତେବେ ଚାଲନ୍ତୁ ମହିଳା ମାନେ କେଉଁ ଭଳି ଆଚରଣ କଲେ ଘରେ କେଉଁ ଭଳି ଆଚରଣ କଲେ, କେମିତି ବ୍ୟବହାର କଲେ ସେମାନଙ୍କ ଠାରୁ ମହାଲକ୍ଷ୍ମୀ ଦୁରେଇ ଯାଆନ୍ତି l ସେ ଗୁଡିକ ନିମ୍ନରେ ବର୍ଣନା କରାଯାଇଛି l
ପ୍ରଥମେ-ସ୍ତ୍ରୀ ମାନେ ସୁନାର ପାଉଁଜି କିମ୍ବା ଝୁଣ୍ଟିଆ, ଦ୍ୱିତୀୟ ରେ ସ୍ତ୍ରୀ ମାନେ ଧଳା ଶାଢ଼ୀ ପିନ୍ଧିଲେ ଦ୍ୱିତୀୟରେ ମଙ୍ଗଳସୂତ୍ର କୁ ବାରମ୍ବାର ହାତରେ ଧରିଲେ ତୃତୀୟ ରେ ସିନ୍ଦୁର କୁ ଲୁଚେଇ କିମ୍ବା ଶାଢ଼ୀ ର ରଙ୍ଗ ଅନୁସାରେ ସିନ୍ଦୂର ପିନ୍ଧିଲେ l ଏହି ଭଳି କାମ ସ୍ତ୍ରୀ ମାନେ କଲେ ତାଙ୍କର ସ୍ୱାମୀ ମାନେ ଦାଣ୍ଡ ରେ ଭିକାରୀ ହୋଇ ଯାଇଥାନ୍ତି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।