ଦେଖନ୍ତୁ Exclusive ଭିଡିଓ ! ଷ୍ଟେଜ୍ ଉପରେ ଗୀତ ଗାଇ କମାଲ୍ କଲେ comedy କିଙ୍ଗ୍ ଚନ୍ଦନ ବିଶ୍ଵାଳ …36 ମିଲିୟନ୍ ରୁ ଅଧିକ ଲୋକ ପସନ୍ଦ କରିସାରିଲେଣି ଏହି ଗୀତ କୁ…
ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।
ତେବେ ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।
ତେବେ ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଚନ୍ଦନ ବିଶ୍ୱାଳ ।ନାଁ ତାଙ୍କର କମେଡ଼ିଆନ୍ ଚନ୍ଦନ ବିଶ୍ୱାଳ ଭାବରେ ସେ ବେଶ ପରିଚିତ। ୟୁଟ୍ୟୁବରୁ ନିଜର ପରିଚୟ ସୃଷ୍ଟି କରିଥିବା ଚନ୍ଦନ ବିଶ୍ୱାଳ ଏବେ ଓଡ଼ିଶାର ଘରେ ଘରେ ପରିଚିତ।
ୟୁଟ୍ୟୁବରେ ତାଙ୍କର ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଭିଡିଓକୁ ଦେଖିଥାନ୍ତି। ଆଉ ତାଙ୍କ ଭିଡିଓରେ ଏତେ ହାସ୍ୟରସ ଭରି ରହିଥାଏ କି ଯିଏ ତାଙ୍କର ଭିଡିଓ ଦେଖିବ ହସି ହସି ତାଙ୍କ ପେଟ ଦରଜ ହୋଇ ଯିବ।
ତେବେ ଚନ୍ଦନ ବିଶ୍ୱାଳ ଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓରେ ଚନ୍ଦନ ବିଶ୍ୱାଳ ଙ୍କୁ ଷ୍ଟେଜ ଉପରେ କମେଡି କରୁଥିବାର ଦେଖିବା ପାଇଁ ମିଳିଛି। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ବାଲିଯାତ୍ରାର ମହାସମାଗମ ଆରମ୍ଭ ହୋଇ ଯାଇଛି। ଆଉ ସବୁଠି ମୋଲୋଡ଼ିର ମହାଲ ଦେଖିବା ପାଇଁ ମିଳିଛି।
ତେବେ ଚେଳିତୋଳ ବାଲିଯାତ୍ରାର ଏକ ପ୍ରୋଗ୍ରାମରେ ଚନ୍ଦନ ବିଶ୍ୱାଳ ଙ୍କୁ କମେଡି କରୁଥିବାର ଦେଖିବା ପାଇଁ ମିଳିଛି। ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ଷ୍ଟେଜରେ ସେ ଖୁବ୍ ସୁନ୍ଦର ଭାବେ କମେଡି କରିଛନ୍ତି ଏହା ସହିତ ଫ୍ୟାନ ମାନଙ୍କ ସହ କିଛି ସମୟ ବିତାଇଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଏତେ ମଜାମସ୍ତି ଭରି ରହିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।