ଶ୍ରୀଚରଣଙ୍କ ” ନୟନ ପିତୁଳି ମୋ ସୁନା ଶଙ୍ଖାଳି ” ଗୀତରେ ଝୁମିଲେ ଦର୍ଶକ… ଦେଖନ୍ତୁ Video

ତେବେ ସଙ୍ଗୀତ ଏମିତି ଏକ କଳା ଯାହାକୁ ଶୁଣି ଦେଲେ ବହୁତ ଖୁସି ଅନୁଭବ ହେବା ସହିତ ଆମର କିଛି ଟେନ୍ସନ ମଧ୍ୟ ଦୂର ହୋଇ ଯାଇଁ ଥାଏ | ସଙ୍ଗୀତ ଭିନ୍ନ ପ୍ରକାର ର ରହିଛି ଯେମିତି କି, ଭଜନ, ଆଲବମ ଗୀତ, ରୋମାଣ୍ଟିକ ଗୀତ, ଦୁଃଖ ଗୀତ ଏଭଳି ଅନେକ ପ୍ରକାର ର ଗୀତ ରହିଛି | ଏହି ସଙ୍ଗୀତ ଭିନ୍ନ ଭିନ୍ନ ପ୍ରକାର ର ହୋଇ ଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଶୋଭା ପାଇଥାଏ |

ଆମ ଓଡ଼ିଆ ଜଗତ ରେ ମଧ୍ୟ ଅନେକ ପ୍ରସିଦ୍ଧ ପ୍ରସିଦ୍ଧ କଳାକାର ଭରି ରହିଛନ୍ତି ଯେଉଁ ମାନେ ତାଙ୍କ ମଧୁର କଣ୍ଠ ରେ ଗୀତ ଗାଇ ଆମର ଖୁବ ମନରଞ୍ଜନ କରାଇ ଥାଆନ୍ତି | ଏହି ସଙ୍ଗୀତ ମନରେ ଶାନ୍ତି ଆଣିବା ସହିତ ମନରେ ଏକ ନିଆଁରା ଉଲ୍ଲାସ ମଧ୍ୟ ଖେଳାଇ ଥାଏ | ଏହା ସହିତ ଅନେକ ଓଡ଼ିଆ ଭଜନ ମଧ୍ୟ ରହିଛି ଯାହାକୁ ଅନେକ ବଡ଼ ବଡ଼ ଗାୟକ ଗାୟିକା ମାନେ କଣ୍ଠ ଦାନ କରିଛନ୍ତି | ଆଉ କେଉଁଠି ପୂଜା ପାଠ ଚାଲୁ ଥିଲେ ଯଦି ଆମେ ସୁନ୍ଦର ଭଜନ ଟି ଶୁଣି ଥାଉ ତେବେ ସେଠାରେ ଆହୁରି ଅଧିକ ଭକ୍ତି ଚାଲି ଆସି ଥାଏ ଏବଂ ମନକୁ ଖୁବ ଆନନ୍ଦ ଦେବା ସହିତ ଶାନ୍ତି ମଧ୍ୟ ଦେଇଥାଏ |

ତେବେ ସେଭଳି ଏକ ଭଜନ ସୁପ୍ରସିଦ୍ଧ ଗାୟକ ଶ୍ରୀଚରଣ ଙ୍କୁ ଟ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ଓଡ଼ିଆ ସୁନ୍ଦର ସୁନ୍ଦର ଭଜନ ଦେଇ ସାରିଲେଣି | ଶ୍ରୀଚରଣ ଙ୍କ କଣ୍ଠ ରେ ଯେଉଁ ସ୍ୱର ଆସିଥାଏ ତାହା ହୁଏତ ଆଉ କେଉଁଠି ଖୋଜିଲେ ମଧ୍ୟ ମିଳିବେ ନାହିଁ କାରଣ ତାଙ୍କ ଗୀତ ରେ ଏକ ନିଆଁରା ପ୍ରକାର ସ୍ୱର ରହିଥାଏ ଯାହା ବେସ ସୁନ୍ଦର ଲାଗିବା ସହିତ ବେଳେ ବେଳେ ଖୁବ ଖୁସି ମଧ୍ୟ ଦେଇ ଥାଏ | ସେ ଯେଉଁ ବି ଷ୍ଟେଜ ପ୍ରଗ୍ରାମ କୁ ଯାଇ ଥାଆନ୍ତି ସେହି ଷ୍ଟେଜ ରେ ଗୀତ ଗାଇ ସେ ମାହଲ ଟିକୁ ବଦଳାଇ ଦେଇ ଥାଆନ୍ତି | ଆଉ ବର୍ତ୍ତମାନ ସମୟରେ ସେହିଭଳି ଭାବେ ତାଙ୍କର ଏକ ଷ୍ଟେଜ ପ୍ରଗ୍ରାମ ଭଜନ ଆସି ପହଁଚିଛି |

ତେବେ ସେ ସେହି ପ୍ରଗ୍ରାମ ରେ ଗାଇଥିବା ଭଜନ ଟି ହେଉଛି “ସେନେହ ଶିକୁଳି ମୋ କଳାର ମାଳି ମାଗୁ ନାହିଁ ଧନ ରତନ ଝୁରେ ମନ ତୋ ଦର୍ଶନ” | ଏହି ଗୀତ ଟିକୁ ଶ୍ରୀଚରଣ ଏମିତି ଶୈଳୀ ରେ ଗାଇ ଥିଲେ ଯାହାକି ତାଙ୍କର ଗୀତ ଶୁଣି ସେଠାରେ ଯେମିତି ତାଳି ରେ ପୁରା କମ୍ପି ଉଠି ଥିଲା | ତାଙ୍କର ଏହି ଗୀତ ଟି ଖୁବ ଦମଦାର ହୋଇ ଥିଲା ଯାହାକି ଏବେ ସୋସିଆଲ ମିଡ଼ିଆ ଖୁବ ନାଁ କମାଇଛି | ଗୀତ ଏତେ ସୁନ୍ଦର ଥିଲା ଯେ ସେଠାକାର ମାହଲ ବଦଳି ଯାଇଥିଲା ଏବଂ ଦର୍ଶକ ମାନେ ମଧ୍ୟ ଏହି ଗୀତ ଟିକୁ ଖୁବ ଭଲ ପାଇବା ଦେଇ ଥିଲେ |