ଯାତ୍ରା କୋଣାର୍କ ଗଣନାଟ୍ୟ ରେ ଷ୍ଟେଜ୍ ରେ ଅର୍ଚ୍ଚିତା ଙ୍କ ଧୁମ ନାଚ ଗୀତ କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ | ତେବେ ସେମିତି କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ନିଆରା ଷ୍ଟାଇଲ ରେ ଦର୍ଶକ ମାନଙ୍କୁ ଏଣ୍ଟଟେଣ୍ଟ କରାଉଛନ୍ତି ଅଲିଉଡ ଜଗତର ବେଶ ଜଣା ଶୁଣା ଅଭିନେତ୍ରୀ ସମସ୍ତଙ୍କର ଅତି ପ୍ରିୟ, ଆଉ ଓଡିଶା ର ଘରେ ଘରେ ପରିଚିତ ଅର୍ଚ୍ଚିତା | ଆଉ ଷ୍ଟେଜ ଉପରେ ଧମାଲ ଦେଖାଇ ଗୀତ ଆଉ ଅଭିନୟ ରେ ସମସ୍ତଙ୍କୁ ଆକୃଷ୍ଟ କରିଥିବା ନାୟିକା ଅର୍ଚ୍ଚିତା ଙ୍କର ଏହି ଭାଇରାଲ ଭିଡିଓ ବିଷୟରେ ଆସନ୍ତୁ ଜାଣିବା |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଅଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା | ଆଉ ଅର୍ଚ୍ଚିତା ଙ୍କ କଥା କହିବାର ଷ୍ଟାଇଲ ହେଉ କି ନାଚ କି ଅଭିନୟ ସବୁ ରେ ରହିଛି ଏକ ସ୍ୱତନ୍ତ୍ର କଥା | ଆଉ ଏହି ସ୍ୱତନ୍ତ୍ର ତାକୁ ଯିଏ ଥରେ ଦେଖିଛି ସିଏ ତାଙ୍କର ସେହି ଯାଦୁ ରେ ଦିୱାନୀ ହୋଇ ଯାଇଛନ୍ତି |

ଆଉ ଏଠାରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଅର୍ଚ୍ଚିତା ତାଙ୍କର କଥା ଆଉ ଗୀତ ର କୁହୁକ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକର୍ଷିତ କରିବାରେ ଲାଗିଛନ୍ତି ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଅଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା |

ଆଉ ଅର୍ଚ୍ଚିତା ଙ୍କ କଥା କହିବାର ଷ୍ଟାଇଲ ହେଉ କି ନାଚ କି ଅଭିନୟ ସବୁ ରେ ରହିଛି ଏକ ସ୍ୱତନ୍ତ୍ର କଥା | ଆଉ ଏହି ସ୍ୱତନ୍ତ୍ର ତାକୁ ଯିଏ ଥରେ ଦେଖିଛି ସିଏ ତାଙ୍କର ସେହି ଯାଦୁ ରେ ଦିୱାନୀ ହୋଇ ଯାଇଛନ୍ତି | ଆଉ ଏଠାରେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଅର୍ଚ୍ଚିତା ତାଙ୍କର କଥା ଆଉ ଗୀତ ର କୁହୁକ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକର୍ଷିତ କରିବାରେ ଲାଗିଛନ୍ତି |


ଆଉ ଯାହା ଦେଖିବାକୁ ମିଳିଛି କି କଳିଙ୍ଗ ଗଣନାଟ୍ୟ ର ଏହି ଷ୍ଟେଜ ଉପରେ ନିଜର ଜଲୱା ଦେଖିବା ସହିତ ଦର୍ଶକ ମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବାକୁ ଲାଗି ପଡିଛନ୍ତି ଅର୍ଚ୍ଚିତା |

ଆଉ ସେ ପ୍ରଥମେ ତାଙ୍କର ଗୋଟିଏ ଓଡ଼ିଆ ଫ୍ଲିମ ର ଡାଇଲଗ କହିବାକୁ ଲାଗିଥିଲେ, ଆଉ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବାକୁ ଲାଗିଛନ୍ତି | ତାହା ବ୍ୟତୀତ ଅର୍ଚ୍ଚିତା ମଧ୍ୟ ଦର୍ଶକ ମାନଙ୍କୁ ସେମାନେ କେମିତି ଅଛନ୍ତି ବୋଲି ପଚାରିବା ସହିତ ତାଙ୍କର ଚୁଳ ବୁଲି ଅନ୍ଦାଜ ରେ ସେମାନଙ୍କ ସହିତ ମଜା ଆଉ ମସ୍ତି କରିବାକୁ ଲାଗିଛନ୍ତି |

ଆଉ ତାହା ପରେ ଅର୍ଚ୍ଚିତା ତାଙ୍କର ଗୋଟିଏ ଫ୍ଲିମ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଥିଲା, ଆଉ ଯେଉଁ ଗୀତ ଟି ହେଉଛି “ତୋ ଆଖିରେ ମୁଁ ମୋ ଆଖିରେ ତୁ ” ଆଉ ଏହିଭଳି ଭାବରେ ଦମଦାର ଗୀତ ଗାଇବା ପରେ ଦର୍ଶକ ମାନେ ମଧ୍ୟ ଖୁସି ହୋଇ ଯାଇଥିବେ ଆଉ ଅର୍ଚ୍ଚିତା ଙ୍କ ସହିତ ସେମାନେ ମଧ୍ୟ ତାଳ ଦେଇ ଗୀତ ଗାଇବାକୁ ଲାଗୁଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।