JYOTISHA SHASTRA – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଏହାର ଗୋଟିଏ କାରଣ ହେଉଛି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଝିଅ ଚାହୁଁ ନାହାଁନ୍ତି, ଯାହା ଫଳରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ତାକୁ ସେମାନେ ଗର୍ଭରୁ ହିଁ ମାରି ଦେଉଛନ୍ତି | ଏହା ବହୁତ ବଡ଼ ପାପ ଅଟେ କାରଣ ଝିଅ ହେଉ କି ପୁଅ ହେଉ ସେ ଆମ ସନ୍ତାନ ତେଣୁ ଏମିତି ଭାବିବା ବିଲକୁଲ ବି ଠିକ ନୁହେଁ ଏବଂ ଏହା ଆଇନ ଗତ ଅପରାଧ ଅଟେ | ପ୍ରାୟ ଲୋକ ଅଛନ୍ତି ଯେଉଁ ମାନେ ପୁଅ ହେଉ କି ଝିଅ ହେଉ ତାହାର ଦୋଷ କେବଳ ମହିଳା ମାନଙ୍କୁ ହିଁ ଦେଇ ଥାଆନ୍ତି |3. 1982 – 1985 ମସିହା :-
ଆସନ୍ତୁ ଜାଣିବା 1980-2000 ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-

1.1980 – 1983 ମସିହା :-ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଧନି ହେବା ସହିତ ସେମାନଙ୍କର ବହୁତ ସାଙ୍ଗ ରହିଥାନ୍ତି ଆଉ ଯେଉଁମାନେ ଅସୁବିଧା ରେ ପଡିଲେ ମଧ୍ୟ ପରିସ୍ଥିତି ର ସାମ୍ନା କରିଥାନ୍ତି

1987 -1989 ମସିହା :-
ତେବେ କୁହାଯାଉଛି କି କେଉଁ ବ୍ୟକ୍ତି ମାନେ ଏହି ମସିହା ମାନଙ୍କରେ ଜନ୍ମ ହୋଇଥାନ୍ତି ସେମାନଙ୍କ ପାଖରେ ଅଧିକ ଚୁମ୍ବକୀୟ ଗୁଣ ରହିଥାଏ ବୋଲି କୁହାଯାଉଛି |

1986 -1988 ମସିହା :-
ବ୍ୟକ୍ତି ସ୍ୱତନ୍ତ୍ର ବିଚାର ପ୍ରକୃତି ର ହୋଇଥାନ୍ତି | ତାହା ବ୍ୟତୀତ ସେହି ବ୍ୟକ୍ତି ଭଲ ପାଇବା କ୍ଷେତ୍ରରେ ଆଗୁଆ ଆଉ ଯାହାକୁ ଭଲ ପାଇଥାନ୍ତି ତାକୁ କେବେ ଧୋକା ଦିଅନ୍ତିନି |
7.1991 – 1993 ମସିହା :-
ଏହି ମସିହା ମାନଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଭାବନା ଉପରେ ଧ୍ୟାନ ଦେଉଥିବା ବ୍ୟକ୍ତି ର ସ୍ଵଭାଵ ହୋଇଥିବା ବେଳେ ସେହି ବ୍ୟକ୍ତି ମାନେ ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି |

1995 – 1997 ମସିହା :-ଏହି ସବୁ ମସିହା ରେ ଜନ୍ମିତ ବ୍ୟକ୍ତି ମାନେ ମସ୍ତି କରିବା ସହିତ ଓ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି | ସେହିଭଳି ଏହି ବ୍ୟକ୍ତି ମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିଜେ ସମାଧାନ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି

1990 – 1992 ମସିହା :-

ଏହା ବ୍ୟତୀତ ସେହି ବ୍ୟକ୍ତି ବହୁତ ପଜିଟିଭ ସ୍ଵଭାଵ ର ହୋଇଥାନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଓ ସବୁବେଳେ ମନ ଅନୁସାରେ କାମ କରନ୍ତି ସେହିଭଳି ଏହି ବ୍ୟକ୍ତି ମାନେ ଦୟାଳୁ ଓ ଭଲ ହେବା ସହିତ ସମସ୍ତ ଙ୍କ ସହିତ ଭଲ ମିସିଥାନ୍ତି ଓ ବିଶ୍ୱାସ ଜନ୍ମେଇଥାନ୍ତି |

1982 – 1985 ମସିହା :-ମନରେ ବିଶ୍ୱାସ ଜନ୍ମଇବା ଭଳି ସ୍ଵଭାଵ ହୋଇଥାଏ | ତେବେ ମାଇଣ୍ଡ ତୀବ୍ର ହେବା ସହିତ ସମସ୍ତଙ୍କର ପସନ୍ଦ ଆସିବା ଭଳି ସ୍ଵଭାଵ ର ବ୍ୟକ୍ତି ରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି | ତାହା ବ୍ୟତୀତ ସମସ୍ତଙ୍କର ମନ କୁ କିଣି ନେଇଥାନ୍ତି |

1998 -1999 ମସିହା :- ବ୍ୟକ୍ତି ବହୁତ ଭଲ ଆଉ ଜୀବନରେ ସାହସର ସହିତ ସବୁବେଳେ ଆଗେଇଥାନ୍ତି ବୋଲି କୁହାଯାଉଛି | ତାହା ବ୍ୟତୀତ ସେମାନେ ସମ୍ବେଦନ ଶିଳ ସ୍ଵଭାଵ ର ମଧ୍ୟ ହୋଇଥାନ୍ତି
1981 -1984 ମସିହା :-ଜନ୍ମ ହୋଇଥିବା ବ୍ୟକ୍ତି ସ୍ମାଟ ହୋଇଥାନ୍ତି ଓ ସେମାନେ ସମସ୍ତ ପରିସ୍ଥିତି କୁ ସହଜରେ ହେଣ୍ଡେଲ କରି ନେବାର କ୍ଷମତା ମଧ୍ୟ ସେମାନଙ୍କ ପାଖରେ ରହିଛି | | ଏହା ବ୍ୟତୀତ ସେହି ବ୍ୟକ୍ତି ବହୁତ ପଜିଟିଭ ସ୍ଵଭାଵ ର ହୋଇଥାନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଓ ସବୁବେଳେ ମନ ଅନୁସାରେ କାମ କରନ୍ତି

2000 ମସିହା ବ୍ୟକ୍ତି ମାନେ ଜନ୍ମ ନେଇଥାନ୍ତି ଓ ତାହା ଛଡା ଏହି ମସିହା ମାନଙ୍କ ରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ଆଉ ଶାନ୍ତ ପ୍ରକୃତର ହୋଇଥିବା ବେଳେ ସହିତ ଓ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି | ସେହିଭଳି ଏହି ବ୍ୟକ୍ତି ମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିଜେ ସମାଧାନ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି |