ଭିଡ଼ିଓ ହେଲା ଭାଇରଲ…- ୱାର୍କଆଉଟ ବାହାନାରେ ଜିମ ଟ୍ରେନର ଏମିତି ଉଠାଇଲେ Shraddha Kapoorଙ୍କର ଫାଇଦା, ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ ଜିମ୍ ଯିବା ଆଗରୁ ଶହେଥର ଚିନ୍ତା କରିବେ ?
ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଜଣେ ଅଭିନେତ୍ରୀଙ୍କର ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ପସନ୍ଦ କରୁଥବେ । ତେବେ ବଲିଉଡର ଅଭିନେତ୍ରୀ ମାନଙ୍କର ବିଶ୍ୱର ଲୋକମାନେ ଅନୁସରଣ କରନ୍ତି ଏପରିକି ହଲିଉଡର କେତେ ଅଭିନେତା ବା ଅଭିନେତ୍ରୀ ମାନେ ମଧ୍ୟ ବଲିଉଢ ଅଭିନେତ୍ରୀ ମାନଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କର କିଛି କାମକୁ ମଧ୍ୟ ଅନୁସରଣ କରନ୍ତି । ତେବେ ଏଥିପାଇଁ ବଲିଉଡର ଅଭିନେତ୍ରୀ ମାନେ ଚାରିଆଡେ ପ୍ରସିଦ୍ଧି ଲାଭ କରିଛନ୍ତି ଏବଂ ନିଜର ସୁନ୍ଦରତା ଏବଂ ସ୍ଲିମ ପିଗର ପାଇଁ ଅନକ ଦର୍ଶକଙ୍କ ମନ ମୋହି ନେଇଛନ୍ତି ।
ତେବେ ଆଜି ଆମେ ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଶ୍ରଦ୍ଧା କପୁରଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ପସନ୍ଦ କରନ୍ତି । ଏହା ସହିତ ତାଙ୍କର ଷ୍ଟାଇଲ , ଡ୍ୟାନସିଙ୍ଗ ଏବଂ ଆକ୍ଟିଙ୍ଗକୁ ମଧ୍ୟ ବହୁତ ଭଲ ପାଇବା ଦେଇଥାନ୍ତି ।
ଯେଉଁଥିପାଇଁ କି ଏବେକା ସମୟରେ ସେ ଅନେକ ସୁପରିହିଟ ଫିଲ୍ମ ଦେଇକରି ଦର୍ଶକଙ୍କର ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଶ୍ରଦ୍ଧା କପୁର ନିଜର ଫିଲ୍ମର ପାଷ୍ଟ କ୍ୟାରିୟର ଆସିକ 2 ରୁ ଆରମ୍ଭ କରିଥିଲେ ଏହା ପରେ ସେ ଫେମସ ହୋଇଯାଇଥିଲେ ।
ଆପଣ ମାନେ ତ ଜାଣନ୍ତି କି ଶ୍ରଦ୍ଧା କପୁର ହେଉଛନ୍ତି ବଲିଉଡ ଅଭିନେତା ଶକ୍ତି କପୁରଙ୍କର ଝିଅ ଅଟନ୍ତି । ମାତ୍ର ଏବେକା ସମୟରେ ଶ୍ରଦ୍ଧା ମଧ୍ୟ ବଲିଉଡରେ ନିଜର ନାମ କମାଇ ପାରିଛନ୍ତି । ତେହେ ନିଜର ସୁନ୍ଦରତା ଏବଂ ସ୍ଲିମ ଫିଗର ପାଇଁ ସେ ବହୁତ ଆକ୍ଟିଭ ରହନ୍ତି ।
ନିଜକୁ ସର୍ବଦା ଫିଟ ରଖିବା ପାଇଁ ସେ ନିଜର ଡାଏଟକୁ ଅନୁସରଣ କରନ୍ତି ଏପରିକି ଦିନକୁ 4 ଘଣ୍ଟା ସେ କସରତ ଏବଂ ଯୋଗ ଭ୍ୟାସ ମଧ୍ୟ କରନ୍ତି । କାରଣ ଆପଣ ମାନେ ଜାଣିଛନ୍ତି କି ଏହି କସରତ ଏବଂ ଯୋଗାଭ୍ୟାସ ଆମ ଶରୀର ପ୍ରତି ବହୁତ ଲାଭ ଦାୟକ ହୋଇଥାଏ ।
ଏହି ସମୟରେ ଶ୍ରଦ୍ଧା କପୁରଙ୍କର କସରତ କରିବାର ଏକ ଭିଡିଓ ବାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜକୁ ସ୍ଲିମ ଏବଂ ଫିଟ ରଖିବା ପାଇଁ ବହୁତ କଷ୍ଟ କରୁଛନ୍ତି । ଶ୍ରଦ୍ଧା ଜିନ୍ସ ଏବଂ ଟପ ପିନ୍ଧିଛନ୍ତି ତେବେ ଏହି ସମୟରେ ସେ ସ୍ଟ୍ରେଚିଂ କରୁଥିବାର ଦେଖିବାକୁ ମିଳିଛି ଏବଂ ତାଙ୍କର ଟ୍ରେନର ତାଙ୍କର ପିଠି ଉପରେ ହାତ ରଖି ତାଙ୍କୁ ସ୍ଟ୍ରେଚିଂ କରିବାରେ ସାହାର୍ଯ୍ୟ କରୁଛନ୍ତି ।
ଏହା ବ୍ୟତୀତ ମଧ୍ୟ ଶ୍ରଦ୍ଧାଙ୍କର ଅହୁରି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖାଦେଇଛି କି ଶ୍ରଦ୍ଧା ୱାର୍କାଉଟ କରୁଛନ୍ତି ଏବଂ ନିଜର ସୁଟିଂ ପାଇଁ ସେ ନିଜକୁ ସର୍ବଦା ଫିଟ ରଖିବା ପାଇଁ ଚାହାନ୍ତି ଯେଉଁଥିପାଇଁ ଦିନକୁ 4 ଘଣ୍ଟ ଏପରି କଠିନ ପରିଶ୍ରମ କରନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।