ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମାଲିକାଣି ଓ ଗାଡି ଡ୍ରାଇଭର ଙ୍କର ଅଶ୍ଳୀଳ ଭିଡିଓ, ତା’ ପରେ ଯାହା ହେଲା…..

ବାସ୍ତବିକ ଭାବରେ ଏବେର କିଛି ମଣିଷ ମାନଙ୍କ ଭିତରେ ଲୋଭ, କ୍ରୋଧ,ହିଂସା ଆଦି ଅନେକ ମାତ୍ରାରେ ଭରି ରହିଛି। ଯେଉଁ କାରଣରୁ ସମାଜ ରେ ଅନେକ ଅନ୍ୟାୟ , ଅନୀତି ଓ ଅତ୍ୟାଚାର ଦେଖିବାକୁ ମିଳୁଛି। ତେବେ ଏସବୁ ଭିତରେ ବେଳେ ବେଳେ ଆମ ଜୀବନ କୁ ଏମିତି କେହି ଦୁଷ୍ଟ ପ୍ରକୃତିର ଲୋକ ଆସି ଯାଇଥାନ୍ତି, ଯେଉଁ ମାନଙ୍କୁ ଆମେ ବହୁତ ବିଶ୍ୱାସ କରି ଥାଉ। ଭୁଲ୍ ଠିକ୍ ର ଉଚିତ୍ ବିଚାର କରି ପାରି ନଥାଉ।

ଆଉ ସେହି ଅତ୍ୟଧିକ ବିଶ୍ୱାସ ଯୋଗୁଁ ଆମକୁ ଏଥିପାଇଁ ଏମିତି କିଛି କରିବାକୁ ପଡ଼ିଥାଏ ଯାହା ଆମ ପାଇଁ ପରବର୍ତ୍ତୀ ସମୟରେ ବହୁତ ସମସ୍ୟା ଆଣି ଦେଇ ଥାଏ।ବେଳେବେଳେ ଏହା ବହୁତ ଭୟଙ୍କର ମଧ୍ୟ ହୋଇ ଥାଏ।

କାରଣ ନିଜର ସରଲତା ଏବଂ ଉଦାରତା ର ଫାଇଦା ଓ ବିଶ୍ୱାସ କରିବାର ସୁଯୋଗ ଉଠାଇ ଥାଆନ୍ତି ଏହିଭଳି ମନ୍ଦ ପ୍ରକୃତିର ଲୋକ। ତେବେ ଏହି ସବୁ ସମସ୍ୟା ରେ ସମାଧାନ ହୋଇ ନ ଥାଏ। ଏଥିପାଇଁ ଆମକୁ ଅନେକ ଖରାପ୍ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ।ତେବେ ଆପଣ ତ ଜାଣିଛନ୍ତି ପ୍ରାୟତଃ ମଣିଷ ଭିତରେ କାମନା ଓ ବାସନା ର ଭାବନା ଭରି ରହିଛି। ଯାହା ସମୟ ସମୟରେ ଅନ୍ୟ ପ୍ରତି ଏତେ ମାତ୍ରାରେ ଆକୃଷ୍ଟ କରିଦିଏ ଯେ ଆମେ ସମସ୍ତ ନୈତିକତା କୁ ଭୁଲି କିଛି ଅନୈତିକ କାର୍ଯ୍ୟକଳାପ କରିବାକୁ ଅଜାଣତରେ ଚାଲି ଯାଇଥାଉ ଯାହାର କରୁଣ ପରିଣତି ଅତି ଭୟଙ୍କର ହୋଇଥାଏ।

ଯେମିତି ନିକଟରେ ଘଟିଥିବା ଏହି ଘଟଣାରେ ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଯେଉଁ ଘଟଣା ହେଉଛି ଭୁବନେଶ୍ଵର ର ଲିଙ୍ଗରାଜ ର। ଏଠାରେ ଜଣେ ଡ୍ରାଇଭର ତାର ମାଲିକାଣୀ କୁ ବ୍ଲାକମେଲ୍ କରିବାର ଅଭିଯୋଗ ହୋଇଛି।ଏହି ଡ୍ରାଇଭର ଜଣଙ୍କ ହେଉଛନ୍ତି ଲିଙ୍ଗରାଜ୍ ଥାନା ଅନ୍ତର୍ଗତ ମହତାବ ରୋଡ଼ ନିକଟର।ସେ ଏଠାରେ ଜଣେ ମାଲିକ ଙ୍କ ଘରେ କାମ କରୁଥିଲେ ଏବଂ ତାଙ୍କର ମାଲିକାଣୀ ଙ୍କୁ ଗାଡ଼ିରେ ନେବା ଆଣିବା କରୁଥିଲେ। ଆଉ ଏହି ସମୟରେ ସେମାନଙ୍କ ମଧ୍ୟରୁ ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ।

ଏହାପରେ ଡ୍ରାଇଭର ମାଲିକାଣୀ କୁ ଅଶ୍ଳୀଳ ଭିଡିଓ ପଠାଇବା ସହିତ ଭିଡିଓ କଲ୍ ରେ ତାଙ୍କ ସହିତ ବାର୍ତ୍ତାଳାପ କରିବା ଆଦି ଅାରମ୍ଭ କରି ଦେଇଥିଲେ।ପରେ ଏହି ସମ୍ପର୍କ ଆଗକୁ ଯିବା ପରେ ଡ୍ରାଇଭର ଜଣଙ୍କ ଶାରୀରିକ ସମ୍ପର୍କ ପାଇଁ ମାଲିକାଣୀ ଙ୍କୁ କହିଥିଲେ।ପରେ ମାଲିକାଣୀ ଏଥିରେ ରାଜି ନହେବା କାରଣରୁ ସେ ତାଙ୍କୁ ତାଙ୍କର ଅନ୍ତରଙ୍ଗ ଭିଡିଓ ପଠାଇ ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ।ପରେ ଏହା ଆଗକୁ ଯାଇ ଏକ ଭୟଙ୍କର ପରିଣତି ସ୍ୱରୂପ ମହିଳାଙ୍କୁ ବ୍ଲାକ ମେଲ୍ କରିବା ପର୍ଯ୍ୟନ୍ତ କଥା ପହଞ୍ଚିଲା।

ତାପରେ ମହିଳା ସାହସର ସହିତ ଏହାକୁ ସାମ୍ନା କରି ପୋଲିସ୍ ରେ ଅଭିଯୋଗ କରିବା ପରେ ପୋଲିସ୍ ଏହାର ତଦନ୍ତ କରୁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।