ସୋସିଆଲ ମିଡ଼ିଆରେ ଲାଇଭ ଆସି ଏମିତି କହିଲେ ଛାତ୍ରୀ । ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ଆମେ ସବୁ ବେଳେ ଆମ ଆଖ ପାଖରେ ଘଟୁ ଥିବା ଅନେକ ଘଟଣା ରୁ ଅନେକ ପ୍ରକାର ର ଶିକ୍ଷା ଗ୍ରହଣ କରି ଥାଉ ।ଏମିତିକି ଛୋଟ ପିଲାଙ୍କ ପାଖରୁ ମଧ୍ୟ ଆମକୁ ଅନେକ କଥା ଶିଖିବା ପାଇଁ ମିଳି ଥାଏ।

ବେଳେ ବେଳେ ଛୋଟ ପିଲାମାନେ ତାଙ୍କ ନିରୀହ ଓ ନିଷ୍ପାପ ମନରେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖି ବଡ଼ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ବେଳେ ବେଳେ ଏମିତି କିଛି ଘଟଣା ଘଟି ଥାଏ କିମ୍ବା କିଛି ପିଲା ଏମିତି କିଛି କାର୍ଯ୍ୟ କରି ଥାନ୍ତି ଯାହା ଆମ କୁ ଏକ ଚିରଦିନ ପାଇଁ ଶିକ୍ଷା ଦେଇ ଯାଇ ଥାଏ। ସେମିତି କିଛି ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଯେଉଁ ଘଟଣା ବିଷୟ ରେ ଆମେ ବର୍ତ୍ତମାନ ଆଲୋଚନା କରିବା ପାଇଁ ଯାଉଛୁ ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ।ଏହି ଭିଡିଓ ଟି ରେ ଏକ ଛୋଟ ପିଲା ଟି ର ମହାନତା ଓ ସାହାସିକତା କାର୍ଯ୍ୟ ସ୍ପଷ୍ଟ ଭାବେ ଦେଖା ଯାଇଛି।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

ଭିଡିଓ ଟି କୁ ଲୋକ ମାନେ ଖୁବ୍ ମାତ୍ରା ରେ ପସନ୍ଦ କରୁ ଅଛନ୍ତି ଓ ଏହି ଭିଡିଓ ଟି ବର୍ତ୍ତମାନ ପ୍ରବଳ ମାତ୍ରା ରେ ସେୟାର ହେବା ରେ ଲାଗିଛି । କାରଣ ଭିଡିଓ ଟିକୁ ଦେଖିବା ପରେ ସମସ୍ତେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଭିଡିଓ ରେ । ତେବେ ଭିଡିଓ ଟିରେ କୌଣସି ଏକ ସ୍କୁଲ୍ ର ଜଣେ ଛାତ୍ରୀଙ୍କୁ ଭାଷଣ ଦେଉ ଥିବାର ଦେଖିବା ପାଇଁ ମିଳୁଛି।

ଛାତ୍ରୀଙ୍କ ନାମ ପ୍ରତିକ୍ଷା ସିଂହ ବୋଲି ସେ କହିଛନ୍ତି।ଛାତ୍ରୀ ଜଣଙ୍କ ସୋସିଆଲ ମିଡ଼ିଆରେ ଲାଇଭ ଆସି ଏମିତି ଏକ ଜ୍ଞାନ ପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି।ଆତ୍ମନିର୍ଭରଶୀଳ ଭାରତ ବିଷୟରେ ସେ ନିଜର ଅତି ଚମତ୍କାର ଭାଷଣ ରଖିଛନ୍ତି।

ସେ କହିଛନ୍ତି କି ୧୯୦୫ ମସିହାରେ ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ସ୍ବଦେଶୀ ଆନ୍ଦୋଳନ ର ଆହ୍ୱାନ ଦେଇ ଥିଲେ।୧୯୨୦ ମସିହାରେ ଭାରତୀୟ ମାନେ ସ୍ବଦେଶୀ ଜିନିଷ କୁ ଆପଣେଇ ବିଦେଶୀ ଦ୍ରବ୍ୟକୁ ବର୍ଜନ କରି ଥିଲେ।ସେ ଓଡ଼ିଶା ଓ ଭାରତରେ ଥିବା ଖଣିଜ ସଂପଦ କୁ ନେଇ ଅନ୍ୟଦେଶ ମାନେ କିପରି ଭାବରେ ବ୍ୟବହାର କରୁଛନ୍ତି ଓ ପୁଣି ଥରେ ଆମକୁ ହିଁ ଅଧିକ ଦାମରେ ବିକ୍ରି କରୁଛନ୍ତି ତାହା ଖୁବ ସୁନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି।

କେବଳ ଏତିକି ନୁହେଁ ଓଡ଼ିଶା ଓ ଭାରତର ବିକାଶ ବିଷୟରେ ମଧ୍ୟ କହିଛନ୍ତି।କିପରି ଭାବରେ ଆମ ଦେଶ ଅତି କମ ମୂଲ୍ୟରେ କରୋନା ଟୀକା ପ୍ରସ୍ତୁତ କରି ସାରା ବିଶ୍ୱରେ ପ୍ରଶଂସିତ ହୋଇ ପାରିଛି ତାହା ମଧ୍ୟ ସେ କହି ଥିଲେ।

ମହାକାଶ ଗବେଷଣା ରେ ମଧ୍ୟ ବହୁତ ଆଗକୁ ଯାଇଛି ଇସ୍ରୋ।ଚନ୍ଦ୍ର ଠାରୁ ଆରମ୍ଭ କରି ମଙ୍ଗଳ ପର୍ଯ୍ୟନ୍ତ ସବୁଠାରେ ଆଜି ଭାରତୀୟ ସେଟେଲାଇଟ ପହଁଚିଛି।ତେବେ ଛାତ୍ରୀ ଜଣଙ୍କର ଏହି ସୁନ୍ଦର ଭାଷଣ କୁ ସମସ୍ତେ ଖୁବ ପ୍ରସଂଶା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।