ଦେଖନ୍ତୁ ଭିଡିଓ ..ବିବାହ ପରେ ଅଶ୍ବନୀଙ୍କ ଘରେ ପ୍ରେରଣାଙ୍କ ପ୍ରଥମ ରୋଷେଇ …
ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଅନେକ ସମୟରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅଲିଉଡ ର ନୂଆ ନୂଆ ବାହା ହୋଇଥିବା ଷ୍ଟାର କପୁଲ ମାନଙ୍କର ଏକ ଭାଇରାଲ ଭିଡ଼ିଓ । ଆଉ ସେହି ରୋମାଣ୍ଟିକ ଯୋଡ଼ି ହେଉଛନ୍ତି ଅଶ୍ୱିନୀ ଓ ପ୍ରେରଣା ।
ଯାହା ଦେଖିବାକୁ ମିଳିଛି କି ସେହି ଭିଡିଓ ରେ ଅଶ୍ୱିନ ଓ ପ୍ରେରଣା ସାଙ୍ଗ ହୋଇକି ବୁଲିବା ପାଇଁ ଯାଇଛନ୍ତି ପୁରୀ ସମୁଦ୍ର କୂଳ କୁ । ଆଉ ସେଠାରେ ବେଶ ଖୁସି ରେ ଏନଜୟ କରୁଥିବାର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅଲିଉଡ ର ଜଣେ ବେଶ ଜଣା ଶୁଣା ହ୍ୟାଣ୍ଡସମ ଅଭିନେତା ହେଉଛନ୍ତି ଅଶ୍ୱିନ ଯିଏକି ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ପ୍ରକାଶ କରିଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁକି ।
ଆଉ ତାହା ସହିତ ଚୁଲବୁଲି ଅଭିନେତ୍ରୀ ଆଉ ଜଣେ ଭଲ ଏଙ୍କର ଭାବ ରେ ଓଡିଶା ର ଘରେ ଘରେ ସଂମ୍ମାନ ର ଅଧିକାରୀ ହୋଇଥିବା ପ୍ରେରଣା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଆଉ ଯାହା କୁହାଯାଉଛି କି ପ୍ରଥମେ ଅଭିନୟ ଦୁନିଆରେ ପାଦ ଦେବା ପରେ ଜଣା ଶୁଣା ଓ ପରେ ଫ୍ରେଣ୍ଡ ସିପ ଓ ପରେ ତାହା ଲଭ ରେ ପରିବର୍ତ୍ତନ ହୋଇଥିଲା ବୋଲି ।
ଆଉ ଯାହା ଦେଖିବାକୁ ମିଳିଛି କି ସେହି ଦୁଇ ଜଣ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯାଇଛନ୍ତି ଧର୍ମ ସ୍ଥାନ ଅର୍ଥାତ ଜଗନ୍ନାଥ ଙ୍କର ପବିତ୍ର ଧାମ କୁ ଯାହାର ନାଁ ହେଉଛି ପୁରୀ ।ଆଉ ପୁରୀ କୁ ସାଙ୍ଗ ହେଇକି ଗଲା ପରେ ଦୁଇଜଣ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କର ଦର୍ଶନ କରିଛନ୍ତି ଆଉ ଜଗନ୍ନାଥ ଙ୍କର ଠାରୁ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ତାଙ୍କର ବୌବାହିକ ଜୀବନ କୁ ଆଗକୁ ବଢାଇବା ପାଇଁ ।
ତାହା ପରେ ସେମାନେ ଦୁଇଜଣ ଯାଇଛନ୍ତି ସାଙ୍ଗ ହେଇକି ପୁରୀ ସମୁଦ୍ର କୂଳ କୁ ଆଉ ସେଠାରେ ସମୁଦ୍ର କୂଳ ରେ ଦୁଇଜଣ ମନୋଭରି ଉପଭୋଗ କରିବା ସହିତ ଏନଜୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ । ଆଉ ତାହା ସହିତ ଦେଖିବାକୁ ମିଳି ଥିଲା କି ପ୍ରେରଣା ବାହାଘର ପରେ ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି । ଆଉ ଅଶ୍ୱିନ ଓ ପ୍ରେରଣା ଙ୍କର ଏହିଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।