ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ମାଲିକାଣୀ ଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ଗାଡି ଡ୍ରାଇଭର ତାପରେ ଯାହା ହେଲା…..
ଆଜିର ସମାଜ ରେ ରହୁ ଥିବା ଲୋକ ମାନେ ବହୁତ ତଳ ସ୍ତରକୁ ଖସି ଗଲେଣି । ଏବେ ମଣିଷ ମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜ ରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି । ଆଜିର ମଣିଷ ପାଖରେ ଆଉ ମାନବିକତା ନାହିଁ କି ମଣିଷପଣିଆ ମଧ୍ୟ ନାହିଁ । ଆଜିର ମଣିଷ କେବଳ କାମନା , ବାସନାରେ ସବୁବେଳେ ମଜି ରହିଛନ୍ତି ଆଉ ଏହି କାରଣରୁ ବିଭିନ୍ନ ସମସ୍ୟା ମାନ ମଧ୍ୟ ଉପୁଜୁଛି ।
ବେଳେ ବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ପାଇଁ ଆମକୁ ବହୁତ ଅପଦସ୍ତ ହେବା ମଧ୍ୟ ପଡିଥାଏ । ଆମ ଜାବନରେ ବେଳେବେଳେ ଏମିତି କେହି ଆସିଯାଏ ଯାହା ଉପରେ ଆମେ ଦରକାରଠୁ ମଧ୍ୟ ଅଧିକ ବିଶ୍ବାସ କରିଯାଉ । ଆଉ ,ସେହି ବିଶ୍ବାସ ହିଁ ଆମ ପାଇଁ କାଳ ପାଲଟି ଯାଏ । ଆମେ ଏମିତି ସମସ୍ୟା ରେ ପଡିଯାଉ ଯେ ଯ।ହାର ସମାଧାନ ହୋଇ ପାରିନଥାଏ ଏବଂ ତାହା ବହୁତ ଭୟଙ୍କର ରୂପ ମଧ୍ୟ ନେଇ ଯାଇଥାଏ ।
ଏମିତି ଘଟଣା ବହୁତ ଲୋକଙ୍କ ସହ ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଶୁଣିବା ପରେ ଆପଣଙ୍କର ମଧ୍ୟ ନିଜ ଉପରୁ ଏବଂ କାହାକୁ ନିଜ ଠାରୁ ଅଧିକା ଭରଷା କରିବା ଉପରୁ ଉଠିଯିବ ।
ଘଟଣାଟି ହେଉଛି ଜଣେ ଡ୍ରାଇଭର ତାର ମାଲିକାଣିକୁ ବ୍ଲାକମେଲ କରୁଚି ବୋଲି ଅଭିଯୋଗ ଦେଖିବାକୁ ମିଳିଛି। ଏହି ଡ୍ରାଇଭର ଜଣକ ହେଉଛନ୍ତି ଲିଙ୍ଗରଜ୍ ଥାନ ଅନ୍ତର୍ଗତ ମହତାବ ରୋଡ଼ରେ ରହୁଥିବା ଅତନୁ ଦାସ । ଅତନୁ ଜଣେ ଲୋକଙ୍କ ଘରେ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିଲେ ।
ସେହି ଘରେ ମାଲିକାଣିଙ୍କୁ ନେବା ଆଣିବା କରୁ ଥିଲେ,ଆଉ ମାଲିକାଣିଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଲା। ଏହାପରେ ସେହି ଡ୍ରାଇଭର ଜଣକ ମାଲିକାଣି କୁ ଅଶୀଲ୍ଲ ଭିଡିଓ ପଠାଉ ଥିଲେ,ଆଉ ଭିଡିଓ କଲରେ ମଧ୍ୟ କଥା ବାର୍ତାକରୁ ଥିଲେ । କିନ୍ତୁ ଦିନେ କୌଣସି କାରଣରୁ ଅତନୁ ଚାକିରୀ ଛାଡି ଦେଲେ , ହେଲେ ଦୁହିଁଙ୍କ ସଂପର୍କରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଅତନୁ ସେମିତି ଅଶୀଲ୍ଲ୍ ଭିଡିଓ ପଠାଉ ଥିଲେ ଆଉ ଭିଡିଓ କଲ ମଧ୍ୟ କରୁ ଥିଲେ ।
କିନ୍ତୁ ଏସବୁ ପରେ ଦିନେ ଅତନୁ ମାଲିକାଣୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହି ଥିଲ,କିନ୍ତୁ ମାଲିକାଣି ମନା କରି ବାରୁ ଏହାକୁ ନେଇ ଅତନୁ ତାଙ୍କୁ ଧମକ ଦେବାରେ ଲାଗିଲେ । କିନ୍ତୁ ଏସବୁକୁ ଖାତିର କରୁ ନ ଥିଲେ ସେହି ମହିଳା । ଏହାପରେ ଏସବୁ ଜାଣି ପାରି ଅତନୁ ଦୁଇ ଜଣଙ୍କର କିଛି ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀ ପାଖକୁ ପଠାଇ ଦେଲେ। ଆଉ କଥା ଆଗକୁ ବଢିବ ଦେଖି ମାଲିକାଣି ଜଣକ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଲେ । ଆଉ ଏବେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।