ଆଜି ଜାଗର ମହାଜାଗର |Namita Agrawal | ସୁନ୍ଦର ଭଜନ ଟି ଦେଖନ୍ତୁ ମାତ୍ର 4 ଘଣ୍ଟାର 50 milion ରୁ ଅଧିକ ଲୋକ ଦେଖି ସାରିଲେଣି…..

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆସନ୍ତା କାଲି ହେଉଛି ପବିତ୍ର ମହା ଶିବରାତ୍ରି, ଏଭଳି ଏକ ଦିନରେ ଶିବ ଓ ପାର୍ବତୀ ଙ୍କର ବିବାହ ହୋଇ ଥିଲା | ଅନେକ କଠିନ ତପସ୍ୟା କରି ଜାଗର ବ୍ରତ କରି ପାର୍ବତୀ ମା ମହାଦେବ ଙ୍କୁ ସ୍ୱାମୀ ରୂପରେ ପାଇ ଥିଲେ |

ଏଣୁ କଥାରେ ମଧ୍ୟ ଅଛି ଯେଉଁ ନାରୀ ଅତି ନିଷ୍ଠା ର ସହ ଏହି ଜାଗର ରହି ଦୀପ ଜାଳେ ସେ ଶିବ ଙ୍କ ଭଳି ଏକ ବର ପ୍ରାପ୍ତ କରେ | ତେଣୁ ମହାଦେବ ଙ୍କର ଅନେକ ଭକ୍ତ ଶିବ ରାତ୍ରି ରେ ଅତି ଭକ୍ତି ସହକାରେ ମହାଦେବ ଙ୍କର ଆରାଧନା କରି ଥାଆନ୍ତି | ଭଗବାନ ମହାଦେବ ଙ୍କୁ ଦେବର ଦେବ ମହାଦେବ, ଭୋଳାନାଥ, ଶଙ୍କର, ନୀଳକଣ୍ଠ, ଭୋଳାବାବା, ଭୋଳା ଭଣ୍ଡାରୀ, ବିଶ୍ୱନାଥ, ମହେଶ୍ୱର ଏଭଳି ଅନେକ ନାମରେ ଜଣାଯାଏ |

କୁହାଯାଏ କି ମନ, ଶରୀର ଏବଂ ପୁରା ଶ୍ରଦ୍ଧା ରେ ଯିଏ ବି ପୂଜା ଆରାଧନା କରିଥାଏ ତାଙ୍କୁ ମନ ବାଂଛିତ ଫଳ ପ୍ରାପ୍ତି ହୋଇଥାଏ | ତେବେ ଭକ୍ତ ମାନଙ୍କର ଭକ୍ତି ଜାଗ୍ରତ କରିବା ଅନେକ ସୁନ୍ଦର ସୁନ୍ଦର ଭଜନ ମଧ୍ୟ ରହିଛି ଯାହାକି ଆପଣ ମାନେ ନିହାତି ଭାବରେ ଶୁଣି ଥିବ | ମଧୁର ଗୀତ ଶୁଣିଲେ ମନକୁ ଖୁବ ଶାନ୍ତି ଓ ଖୁସି ମିଳି ଥାଏ, ଆଉ ଯଦି ସୁନ୍ଦର ଭଜନ ଆମେ ଶୁଣି ଥାଉ ତେବେ ଆମର ଭକ୍ତି ଆହୁରି ବଢ଼ି ଯାଇଥାଏ |

ତେବେ ଏହି ମହା ଶିବରାତ୍ରି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏକ ସୁନ୍ଦର ଶିବ ଭଜନ ନେଇ ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

 ଏହି ସୁନ୍ଦର ଭଜନ ଟି ହେଉଛି, “ଆଜି ସକାଳୁ ସକାଳୁ ସଜନୀ ପବନ ଗାଉଛି ପଞ୍ଚାକ୍ଷର, ଆଜି ସକାଳୁ ସକାଳୁ ମିତଣି ଆଖି ଖୋଜେ ଶିବ ଶଙ୍କର | ଜାଣେନା କାହିଁକି ଲାଗୁଛି ଏମିତି ଏ ଆଖି ଦେଖିବ ସତେ ମହାଦୀପ ଶିବ ଙ୍କର” | ତେବେ ଏହି ଭଜନ ଟିକୁ ପଞ୍ଚାନନ ନାୟକ ଲେଖି ଥିବା ବେଳେ ମ୍ୟୁଜିକ ବିପିନ ବାରିକ ଦେଇଛନ୍ତି |

ଆଉ ନମିତା ଅଗ୍ରୱାଲ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ସୁନ୍ଦର ସୁନ୍ଦର ଭଜନ ଦେଇ ଆସିଛନ୍ତି ଆଉ ତାଙ୍କ କଣ୍ଠ ଏତେ ସୁନ୍ଦର ଯେ ଯିଏ ବି ଶୁଣିବ ସେ ମୁଗ୍ଧ ହୋଇ ଯିବ | ସେଭଳି ଭାବେ ଏହି ଶିବ ଭଜନ ଟିକୁ ମଧ୍ୟ ସେ ଅତି ସୁନ୍ଦର ଭାବରେ ଗାଇଛନ୍ତି ଆଉ ନିଜ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି |

ଶିବ ଙ୍କର ଭଜନ ଏତେ ସୁନ୍ଦର ହୋଇଛି କି ଶୁଣିଲେ ଆପଣ ଙ୍କର ଭକ୍ତି ଚାଲି ଆସିବ | ବର୍ତ୍ତମାନ ସମୟ ରେ ଏହି ଭଜନ ଖୁବ ହିଟ ହୋଇଛି, ଦର୍ଶକ ଏହାକୁ ପସନ୍ଦ କରିଥିବା ବେଳେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।