ଶେଷରେ ମୁହଁ ଖୋଲିଲେ ରାନୀ ! ମୁଁ ଆଇଟମ ଗାର୍ଲ ଭଜନ କରିବାକୁ ଆସିନି… ଏ ନେଇ କଣ କହିଲେ ରାନୀ, ଦେଖନ୍ତୁ ଭିଡ଼ିଓ

ତେବେ ଆମ କଳାକାର ଜଗତ ରେ ଅନେକ କଳାକାର ରହିଛନ୍ତି ସେ ଫିଲ୍ମ ହେଉ କି ସିରିଏଲ ଅବା ଯାତ୍ରା ଏହି କଳାକାର ଙ୍କୁ ଆମେ ସମ୍ମାନ ମଧ୍ୟ ଦେଇ ଥାଉ | କାରଣ ସେମାନେ ଅଭିନୟ ଜଗତ ରେ ଅନେକ ପରିଶ୍ରମ କରି ଆମ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି | ତେବେ ଯାତ୍ରା ଦେଖିବା ପାଇଁ ପ୍ରାୟ ଲୋକ ପସନ୍ଦ କରି ଥାଆନ୍ତି, ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଯାତ୍ରା ଅପେକ୍ଷା ମେଲୋଡି ଦେଖିବା ପାଇଁ ପସନ୍ଦ କରିଥାନ୍ତି |

ଯାତ୍ରା ଷ୍ଟେଜ ରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଯାତ୍ରା ଦୁନିଆଁ ରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଆଉ ଆଜି ଆମେ ଏକ ଯାତ୍ରା କଳାକାର ସମ୍ପର୍କ ରେ କହିବୁ ଯାହାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |

କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକ ଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ, କିନ୍ତୁ ଜଣେ କଳାକାର କିଛି ଏମିତି କଳା ପଦର୍ଶନ କରିଛନ୍ତି ଯାହା ଦ୍ୱାରା ଦର୍ଶକ ମାନେ ବିରକ୍ତ ହୋଇ ଚପଲ ଫିଙ୍ଗିଛନ୍ତି |

ଆମେ କହୁଛୁ ରାଣୀ ପ୍ରିୟଦର୍ଶନି ଙ୍କ କଥା ଯିଏ କି ରାଜନନ୍ଦିନୀ ଷ୍ଟେଜ ରେ କିଛି ଏମିତି ଭାବେ ଡ୍ୟାନ୍ସ କରିଛନ୍ତି ଶେଷ ରେ ଜଣେ ମହିଳା ତାଙ୍କୁ ଚପଲ ମାଡ଼ କରି ଥିଲେ | ସେ ଭଦ୍ରକ ଜିଲ୍ଲାରେ ଚରମ୍ପା ଠାରେ ଏହି ଅପେରାରେ ଡ୍ୟାନ୍ସ କରୁଥିଲେ ମାତ୍ର ତାଙ୍କର ଏହି ଡ୍ୟାନ୍ସ ଏମିତି ଥିଲାଯେ ଯାହା ଦର୍ଶକ ସେପରି ଉଦଣ୍ଡି ଡ୍ୟାନ୍ସ ତାଙ୍କ ପାଖରୁ ଆଶା କରୁନଥିଲେ

 

ରାଣୀ ପ୍ରିୟଦର୍ଶିନୀଙ୍କ ଏପରି ଡ୍ୟାନ୍ସକୁ ଆଗରୁ ମଧ୍ୟ ଆକ୍ଷେପ କରାଯାଇଛି ଏବଂ ତାଙ୍କୁ ଏପରି ବାଜ୍ୟ ଡ୍ୟାନ୍ସ କରିବା ପାଇଁ କମିଟି ତରଫରୁ ମଧ୍ୟ ମନା କରା ଯାଇଥିଲା | ମାତ୍ର ସେ ଛୋଟ କଷ୍ଟ୍ୟୁମ ପିନ୍ଧି ଅତି ସୁନ୍ଦର ଭାବରେ ମେକପ ନେଇ ଦର୍ଶକମାନଙ୍କ ମନରଞ୍ଜନ କରିବାପାଇଁ ଷ୍ଟେଜରେ ନାଚୁଥିଲେ |

ତେବେ ଏହି ଘଟଣା କୁ ନେଇ ବର୍ଷା ପ୍ରିୟଦର୍ଶନି କହିଛନ୍ତି କି ଯେ ତାଂକୟ ନେଇ ଏହା ଏକ ଷଡଯନ୍ତ୍ର,ତାଙ୍କର ବିରୋଧୀ ପାଟି ମାନେ ତାଙ୍କୁ ବିରୋଧରେ ଏ ନେଇ ଏକ ଷଡଯନ୍ତ୍ର କରି ତାଙ୍କୁ ଫସିବା ପାଇଁ ଚେଷ୍ଟା କରୁଛନ୍ତି |

ରାଣୀ ପ୍ରିୟଦର୍ଶିନୀ ଏକ ଆଇଟମ ଡେନ୍ସର ଥିଲେ ତ ସେ ତାଙ୍କର ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଛୋଟ ଡ୍ରେସ ପିନ୍ଧି ଡ୍ୟାନ୍ସ କରିଥିଲେ ମାତ୍ର ସେ ତାଙ୍କର ସୀମାରେଖା ଭିତରେ ଥିଲେ ଆଉ ଦର୍ଶକ ମାନଙ୍କୁ ନିଜର ବେଷ୍ଟ ଦେବାପାଇଁ ଚାହୁଁଥିଲେ | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଅନେକ ଆଲବମ ଓ ସିରିଏଲ ରେ ମଧ୍ୟ କାମ କରିଛନ୍ତି ଆଉ ସେ ଯେତେବେଳେ ଜଣେ ଆଇଟମ ଡ୍ୟାନ୍ସର ସେ ନିହାତି ସେଭଳି ଡ୍ୟାନ୍ସ କରି ଦେଖେଇବେ ନୁହେଁ କି ସେ ଭଜନ ନାଚିବେ | ଅନ୍ୟ ଦର୍ଶକ ମାନେ ବି ତ ବିରୋଧ କରି ପାରିଥାନ୍ତେ ସେ ମହିଳା ଜଣଙ୍କ ଏକୁଟିଆ କଣ ପାଇଁ କଲେ ଏହା ତାଙ୍କ ବିରୋଧ ରେ ଏକ ଷଡଯନ୍ତ୍ର ଅଟେ |