ସକାଳ ସମୟରେ ସ୍ତ୍ରୀ ଲୋକଙ୍କର ଏହି ଜିନିଷ ଭୁଲରେ ଦେଖନ୍ତୁ ନାହିଁ ନହେଲେ ବର୍ବାଦ ହୋଇଯିବେ ! ଆପଣ ଏମିତି ଭୁଲ କରୁଛନ୍ତି କି ?

ସକାଳୁ ସକାଳୁ ଉଠି କୌଣସି ବ୍ୟକ୍ତିଙ୍କୁ ସ୍ତ୍ରୀର ଏହି ସବୁ ଜିନିଷ ଦେଖିବା ଉଚିତ୍ ନୁହେଁ ।ଏପରି କରିବା ଦ୍ୱାରା ବ୍ୟକ୍ତି ଗରୀବ ହୋଇଯାଇଥାଏ ।ଘରକୁ ନିର୍ଧନତା ଆସିଥାଏ ।ଯଦି ଆମେ ଦିନର ଆରମ୍ଭ ଭଲଭାବରେ କରିବା ତ ତେବେ ସଫଳତା ପାଇବା ପାଇଁ କଠିନତା ଆସିବ ନାହିଁ ।ଗରୁଡ ପୁରାଣରେ ଏହା ବର୍ଣ୍ଣିତ ହୋଇଛି କି ବ୍ୟକ୍ତି ର ଗରୀବି ସେତେବେଳେ ଆସିଥାଏ ଯେତେବେଳେ ବ୍ୟକ୍ତିର ସକାଳର ଆରମ୍ଭ ଭୁଲ୍ ଢଙ୍ଗରେ ହୋଇଥାଏ ।

ଗରୁଡପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ହୋଇଛି କି କିଛି ଜିନିଷ ରହିଛି ଯାହାକୁ ବ୍ୟକ୍ତି ସକାଳୁ ଉଠି ଦେଖିବ ତ ତାର ଗରୀବି ଆସିଥାଏ ।ଆପଣ ଧିରେ ଧିରେ ନିର୍ଧନୀ ହେଇଯିବେ । ପରିବାରରେ ଦୁଃଖଶଙ୍କଟ ଦେଖାଯିବ ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ-

1- ଚରିତ୍ରହୀନ ମହିଳା ଓ ପୁରୁଷଙ୍କୁ ଦେଖିବା ।ଗରୁଡ ପୁରାଣ ଅନୁସାରେ ଚରିତ୍ରହୀନ ମହିଳା ଓ ପୁରୁଷଙ୍କୁ ଦେଖିବା ଦ୍ୱାରା ବହୁତ ଅଶୁଭ ହେଇଥାଏ ।ତେବେ ଯଦି ସମ୍ଭବ ସକାଳୁ ଉଠି ଖାସ୍ କରି ସେହି ମହିଳା କିମ୍ବା ପୁରୁଷଙ୍କୁ ଦେଖନ୍ତୁ ନାହିଁ ।ସକାଳୁ ସର୍ବପ୍ରଥମେ ଭଗବାନଙ୍କ ଦର୍ଶନ କରନ୍ତୁ ।ତା ପରେ ଯାଇ ଅନ୍ୟ କାହାକୁ ଦେଖନ୍ତୁ ।

2- ସକାଳୁ ଉଠି ସର୍ବ ପ୍ରଥମେ ଟିଭି ଦେଖିବା ଅନୁଚିତ୍ । ଆପଣ ଆପଣଙ୍କ ସକାଳ ଆରମ୍ଭ ଟିଭି ଦେଖି କରୁଛନ୍ତି ତ ଏହା ଦ୍ୱାରା ଆପଣଙ୍କ ଦୈନିକ ଜୀବନ ଖରାପ ହେଇପାରେ ।ଟିଭି ଦେଖିଲା ବେଳେ ସର୍ବପ୍ରଥମେ ଟିଭିକୁ ଅନାଇଲା ବେଳେ ଟିଭିରେ ଆପଣଙ୍କ ପ୍ରତିବିମ୍ବ ଦେଖାଯାଇଥାଏ ।ଏହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।ଏହା ବ୍ୟତୀତ ସକାଳୁ ଉଠି ସର୍ବପ୍ରଥମେ ଆପଣ ଆପଣଙ୍କ ମୁହଁ ଆଇନାରେ ଦେଖନ୍ତୁ ନାହିଁ ।

3- ଜୋତା ଓ ଚପଲରେ ଶନିଦେବ ବାସ କରିଥାନ୍ତି ।ସର୍ବପ୍ରଥମେ ଓଲଟି ଯାଇଥିବା ଜୋତା ଦେଖନ୍ତୁ ନାହିଁ ।ଏହା ନକାରାତ୍ମକ ପ୍ରଭାବ ପକାଏ ।ତେଣୁ ଏପରି ଭୁଲ୍ କରନ୍ତୁ ନାହିଁ ।ଏହା ଦ୍ୱାରା ଆପଣଙ୍କ ଉପରେ ଦୋଷ ଲାଗିପାରେ ।ଏହା ଦ୍ୱାରା ଆପଣଙ୍କ କାହା ସହିତ ଶତୃତା ବଢିପାରେ ।

4- ସକାଳୁ ଉଠି ଅଇଁଠା ବାସନ ଦେଖିବା ଦ୍ୱାରା ଆପଣଙ୍କ ଦିନଟି ଖରାପ ହୋଇଥାଏ ।ଏହାକୁ ସକାଳୁ ଦେଖିବା ଦ୍ୱାରା ରାହୁ ଓ କେତୁଙ୍କ ସାମ୍ନା କରିବାକୁ ପଡିଥାଏ ।ବ୍ୟକ୍ତି ଏହା ଦ୍ୱାରା କାଙ୍ଗାଳ ବି ହୋଅଯାଇଥାଏ ।ସେଥିପାଇଁ ରାତିରେ ଅଇଁଠା ବାସନକୁ ଧୋଇଦେବା ଉଚିତ୍ ।

ଏହାଦ୍ୱାରା ମାତା ଅନ୍ନପୂର୍ଣ୍ଣା ପ୍ରସନ୍ନ ହେଇଥାନ୍ତି ।ଏହା ବ୍ୟତୀତ ସକାଳୁ ଉଠି ସର୍ବପ୍ରଥମେ ଝଗଡା,ଧାରୁଆ ଜିନିଷ,ଭୟଙ୍କର ଫୋଟ ଦେଖିବା ଉଚିତ୍ ନୁହଁ ।ଏହି ସବୁ କଥାର ବିଶେଷ ଧ୍ୟନ ଦିଅନ୍ତୁ ।ନଚେତ୍ ଅସୁବିଧାରେ ପଡିବେ ।ଆପଣଙ୍କ ଧନହାନୀ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।