shocking ଭିଡ଼ିଓ – ହଠାତ HIGH ସ୍ପୀଡ଼ ଟ୍ରକ ସହ ବୁଢା ଲୋକର ହେଲା ଏମିତି… ଏମିତି ଛାତି ଥରା ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଦେଖିବାକୁ ପାଇଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ବେଳେ ବେଳେ ନିଜର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ଙ୍କର ଜୀଵନ ମଧ୍ୟ ଚାଲି ଯାଏ | ତେବେ ଅନେକ ଦୁର୍ଘଟଣା ସାମ୍ନା କୁ ଆସିଥାଏ କିନ୍ତୁ କିଛି ଦୁର୍ଘଟଣା ଏତେ ଯେ ଭୟଙ୍କର ଥାଏ ଯାହାକୁ କଳ୍ପନା ମଧ୍ୟ କରି ହୁଏ ନାହିଁ |

ଆଗ କାଳରେ ଗାଡ଼ି ମଟର ଏତେ ଟା ନଥିଲା ତେଣୁ ଏତେ ଦୁର୍ଘଟଣା ବି ହେଉ ନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଘରେ ଘରେ ଗାଡ଼ି ମଟର ଆଉ ନିଜର ଅସାବଧାନତା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି |

ଏହି ଦୁର୍ଘଟଣା ରେ ଲୋକ ଙ୍କର ଜୀଵନ ମଧ୍ୟ ଚାଲି ଯିବାର ଅନେକ ସମ୍ଭାବନା ରହି ଥାଏ ଆଉ ସଡ଼କ ଦୁର୍ଘଟଣା ପାଇଁ ଅନେକ ଙ୍କର ଜୀଵନ ମଧ୍ୟ ଯାଇଛି | ତେବେ ସେଭଳି ଏକ ଭୟଙ୍କର ଦୁର୍ଘଟଣା ସାମ୍ନା କୁ ଆସିଛି ଯାହାର ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |


ଏହି ଭାଇରାଲ ହେଉ ଥିବା ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି ଏକ ଯୁବକ ରାସ୍ତା ରୁ ଆର ପଟକୁ ପାର ହେଉ ଥିଲେ ଆଉ ସେହି ସମୟରେ ଏକ ଟ୍ରକ ମଧ୍ୟ ଆସୁ ଥିଲା | ତେବେ ବ୍ୟକ୍ତି ଜଣଙ୍କ ରାସ୍ତା ପାର ହେବା ସମୟରେ ରାସ୍ତା ର ଦୁଇ ପଟକୁ ଦେଖି ନଥିଲେ ଆଉ ମାଡ଼ି ଚାଲି ଯାଇ ଥିଲେ

ଯାହା ଫଳରେ କି ଟ୍ରକ ଟି ବ୍ୟକ୍ତି ଙ୍କ ଉପରକୁ ଚଢି ଯାଇଥାନ୍ତା | କିନ୍ତୁ ବ୍ୟକ୍ତି ଜଣଙ୍କର ଭାଗ୍ୟ ଏତେ ଭଲ ଯେ ଟ୍ରକ ଟି ଯୁବକ ଙ୍କ ଉପରେ ଚଢିବା ପୂର୍ବରୁ ଟିକେ ଟିକେ ରୁ ରହି ଯାଇ ଥିଲା ଆଉ ଯାହା ଫଳରେ ଯୁବକ ଙ୍କର ପ୍ରାଣ ବଞ୍ଚି ଯାଇଥିଲା |

ହଠାତ ଯୁବକ ଙ୍କୁ ସାମ୍ନାରେ ଦେଖି ଡ୍ରାଇଭର ଜଣଙ୍କ ବ୍ରେକ ମାରି ଦେଇ ଥିଲେ ଆଉ ଏତେ ବଡ଼ ଭୟଙ୍କର ଦୁର୍ଘଟଣା ଟଳି ଯାଇଥିଲା | ତେବେ ଏଠାରେ କୁହା ଯାଇଛି କି ଡ୍ରାଇଭର ଜଣଙ୍କ ମଧ୍ୟ ବ୍ୟକ୍ତି ଙ୍କୁ ରାସ୍ତାରେ ଦେଖି ହର୍ନ ମାରି ନଥିଲେ ତେଣୁ ଏଠାରେ ଉଭୟ ଡ୍ରାଇଭର ଓ ବ୍ୟକ୍ତି ଙ୍କର ଭୁଲ ରହିଛି |

ଏଭଳି ଛୋଟ ଛୋଟ ଅସାବଧାନତା ପାଇଁ ଆପଣ ନିଜର ଜୀଵନ ମଧ୍ୟ ହରାଇ ପାରନ୍ତି ତେଣୁ ସବୁବେଳେ ସତର୍କ ରୁହନ୍ତୁ, କାରଣ ରାସ୍ତା ରେ ମଧ୍ୟ ଚାରି ଆଡେ ସରକାର ଙ୍କ ତରଫରୁ ସଡ଼କ ସୁରକ୍ଷା ଜୀଵନ ରକ୍ଷା ଲେଖା ହୋଇଛି |