ଗୌର ଦାସଙ୍କ ଅଭିନୟରେ || କମ୍ପିଲା ଧଉଳି ଗଣନାଟ୍ୟ || ବାଙ୍ଗାଲୋର ଦର୍ଶକ ମାରିଲେ ତାଳି… ମାତ୍ର 4 ଘଣ୍ଟାରେ 265k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର ସୋସିଆଲ ମିଡ଼ିଆରେ ।ତେବେ ଆଜି କାଲି ଅନେକ ସମୟରେ ଦେଖିବାକୁ ମିଳିଥାଏ ଯାତ୍ରା କଳାକାର ମାନଙ୍କର ଜବରଦସ୍ତ ଅଭିନୟ ର ଯାଦୁ । ଆଉ ଯେଉଁଠି ଯାତ୍ରା କଳାକାର ମାନେ ତାଙ୍କର ଅଭିନୟ ଦେଖାଇ ସାରା ଓଡ଼ିଶାରେ ଆଜି ନିଜର ପ୍ରସଂଶା ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି ।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବାଙ୍ଗାଲୋର ରେ ଧଉଳି ଗଣନାଟ୍ୟ ର ଅଭିନୟ ର ଯାଦୁ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା କଳାକାର ମାନେ ତାଙ୍କର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇବାକୁ ଲାଗୁଥିବା ବେଳେ ଏବେ ଯାତ୍ରା ର ଅଭିନୟ ସହିତ ଜବରଦସ୍ତ ପୋରଫୋମେନ୍ସ ବେଙ୍ଗଲୋର ରେ ମଧ୍ୟ ଦେଖିବାକୁ ମିଳିଛି ।
ଆଉ ଯେଉଁଠି କୁହାଯାଉଛି କି ଧଉଳି ଗଣ ନାଟ୍ୟ ର ଧମାଲ ଦେଖିବାକୁ ମିଳିଛି ସେଠାରେ । ଆଉ ଯାହା କୁ ଦେଖିବା ପାଇଁକି ହଜାର ହଜାର ଲୋକ ମାନେ ରୁଣ୍ଡ ହୋଇଛନ୍ତି ବୋଲି କୁହାଯାଉଛି ।ଆଉ ତାହା ସହିତ ଯାତ୍ରା ର ଝଲକ ସହିତ ମେଲୋଡି ମଧ୍ୟ ଦେଖିବା କଥା ମଧ୍ୟ କହିଛନ୍ତି ।
ଯାହା କୁହାଯାଉଛି କି ଗୌର ଦାସ ତାଙ୍କର ଜବରଦସ୍ତ ପୋରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ଧଉଳି ଗଣନାଟ୍ୟ ର ଯାତ୍ରା ମଞ୍ଚରେ । ଆଉ କୁହାଯାଉଛି କି ଏହିଭଳି ଏକ ଭିଡ଼ିଓ ଟିରେ ଜବରଦସ୍ତ ଏକ ଓଡ଼ିଆ ଗୀତ ରେ ଅଭିନୟ କରିବାକୁ ଲାଗିଛନ୍ତି ଯାତ୍ରା ମଞ୍ଚରେ ବୋଲି କୁହାଯାଉଛି । ଆଉ ତାହା ସହିତ ଦେଖୁବାକୁ ମିଳିଛି କି କେଉଁ ଭଳି ଭାବରେ ଯାତ୍ରା ମଞ୍ଚରେ ତାଙ୍କର ପୋରଫୋମେନ୍ସ କୁ ଦେଖିବା ପରେ ଦର୍ଶକ ମାନେ ବେଶ ଖୁସି ହେବାରେ ଲାଗିଛନ୍ତି ଆଉ ତାହା ସହିତ ବେଶ ଖୁସି ହେବାକୁ ମଧ୍ୟ ଲାଗିଛନ୍ତି ଦର୍ଶକ ମାନେ ବୋଲି କୁହାଯାଉଛି ।
ଆଉ ତାହା ସହିତ ଯାହା କୁହାଯାଉଛି କି ଗୌର ଦାସଙ୍କୁ ଯାତ୍ରା ର ମଞ୍ଚ ଉପରେ ଦେଖିବା ପରେ ଦର୍ଶକ ମାନେ ଖୁସି ହେବାକୁ ଲାଗିଥିଲେ ଆଉ ତାହା ସହିତ କୁହାଯାଉଛି କି ଯାତ୍ରା ମଞ୍ଚରେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖି ଦର୍ଶକ ମାନଙ୍କ ଆଖିରୁ ଲୁହ ଜୋକେଇ ଆସିଥିଲା। ପ୍ରାୟ 1 ମିଲିୟନ ରୁ ଅଧିକ ହେବ ଦର୍ଶକ ମାନେ ଏହି ଧଉଳି ଗଣନାଟ୍ୟ ର ସିନ୍ କୁ ଦେଖି ସାରିଲେଣି ବୋଲି କୁହାଯାଉଛି ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଘଟଣା ଟି ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।