ଦେଖନ୍ତୁ Shocking ଭିଡ଼ିଓ – ଆମ ସାର୍ ମୋ ଶରୀର ସମସ୍ତ ଅଙ୍ଗକୁ ଭଲ ଭାବରେ touch କରନ୍ତି ଏବଂ …ମୋତେ କହିବାକୁ ଘୃଣା ଲାଗୁଛି …ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ…

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ବହୁତ ଲଜ୍ଜାଜନକ ବୋଲି କୁହାଯାଇଛି ।

ତେବେ ଯୁବତୀ ଜଣକ ନାମ ହେଉଛି ରୂପାଲିନ ଧଳ।ଯିଏକି ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜି ରେ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଅଭିଯୋଗ ଏହା କି ତାଙ୍କର ସିନିୟର ଯିଏକି ତାଙ୍କ ସହ ହାରାସମେଣ୍ଟ କରିଛନ୍ତି। ଆଉ ସେହି ଯୁବତୀ ଜଣକ ସହିତ ବହୁତ ଖରାପ ଭାଷାରେ କଥାବାର୍ତ୍ତା କରନ୍ତି।

ତାଙ୍କ ଦେହକୁ ବହୁତ ଛୁଇଁବା ପାଇଁ ଚେଷ୍ଟା କରିଛନ୍ତି। ଏହା ବ୍ୟତୀତ ତାଙ୍କର ପ୍ରାଇଭେଟ ପାର୍ଟ କୁ ବି ଛୁଇଁଛନ୍ତି ବୋଲି କହିଛନ୍ତି ଯୁବତୀ ଜଣକ। ଆଉ ତାଙ୍କ ଦେହକୁ ନେଇ ବହୁତ ଖରାପ କଥା କୁହନ୍ତି କାହିଁକି ବାହା ହେଉନ, ବୟଫ୍ରେଣ୍ଡ୍ ଅଛି କି ନାହିଁ କୁହନ୍ତି। ଆଉ ତାଙ୍କ ଘରକୁ ମଧ୍ୟ ବହୁତ ଥର ଡାକିଛନ୍ତି ସେହି ଯୁବତୀଙ୍କୁ।

ଏହି ସବୁ ଘଟିବା ପରେ ତାଙ୍କର ସିନିୟରକୁ ଜଣେଇଥିଲେ ହେଲେ କିଛି ଆକ୍ସନ ନେଇ ନଥିଲେ। ତାପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।

ଆଉ ଏବେ ସେ ତିନି ଜଣ ଲୋକଙ୍କୁ ଡାକି ସେ ଯୁବତୀଙ୍କୁ ଧମକ ଦେଇଥିଲେ ବୋଲି କୁହାଯାଉଛି। ତାଙ୍କୁ ଏସିଡ଼ ପକେଇ ମାରିଦେବେ, ଗାଡ଼ିରେ ନେଇ ମାରିଦେବେ ଏମିତି ବହୁତ ଖରାପ ଭାଷା ରେ ଗାଳି ମଧ୍ୟ କରିଥିଲେ। ଧମକ ଦେଲା ପରେ ଯୁବତୀ ଜଣକ ୨୯ ଡିସେମ୍ବର ରେ ଥାନାରେ ଅଭିଯୋଗ କରିଥିଲେ, ହେଲେ ଏ ପର୍ଯ୍ୟନ୍ତ କୌଣସି ଆକ୍ସନ ନେଇ ନାହାନ୍ତି ବୋଲି କହିଛନ୍ତି। ସେଥିପାଇଁ ଯୁବତୀ ଜଣକ ଡିସିପି ଙ୍କୁ ଦେଖା କରିବା ପାଇଁ ଯାଇଥିଲେ ହେଲେ ତାଙ୍କୁ ଦେଖା କରେଇ ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।