ସାର ମତେ ଏକୁଟିଆ ଅଫିସକୁ ଡାକିଥିଲେ..ଏକଥା କହିବାକୁ ମନା କରିଥିଲେ ଆଉ ଧମକ ବି ଦେଇଥିଲେ… ଏ ନେଇ କଣ କହୁଛନ୍ତି ଏହି ଯୁବତୀ , ଦେଖନ୍ତୁ Video

ସେସିଆଲ ମିଡ଼ିଆରେ ଏପରି ଏକ ଘରଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ବି ଜାଣିଲେ ଟିକେଇ ଆଶ୍ଚର୍ଯ୍ୟ ହୋଇଯିବେ, ଆଉ କହିବେ ପାଠ ପଢା ଣା ରେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଇ ସବୁ କଣ ଚାଲିଛି | ବହୁତ ପୁରାତନ କାଳରୁ ଗୁରୁ ଆଉ ଶିଷ୍ୟର ସମ୍ପର୍କକୁ ନେଇକି ଅନେକ କଥା ରହିଛି | କିନ୍ତୁ ଏବେ ଯୋଉ ଗୁରୁ ଆଉ ଶିଷ୍ୟାଙ୍କ ମଧ୍ୟରେ ସମ୍ପର୍କ ଦେଖା ଦେଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ | ପାଠ ପଢା ରେ ଏହି ଶିକ୍ଷକ କରୁଛନ୍ତି ଛାତ୍ରୀ ଙ୍କୁ ଯୌନ ନିର୍ଯାତନା | ତେବେ ଆସନ୍ତୁ ଜାଣିବା ସେ ଛାତ୍ରୀ ଜଣଙ୍କ ପାଖରୁ ସମ୍ପୂର୍ଣ୍ଣ ଘଟଣାଟି |

ତେବେ ଏପରି ଗୋଟିଏ ଘଟଣା ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ଅତ୍ୟନ୍ତ ନିନ୍ଦା ଜଣକ କଥା ଅଟେ | ସୂଚନା ଅନୁସାରେ ପାଠ ପଢାଇବାକୁ ଆସୁଥିଲେ କ୍ଲାସ କୁ ଶିକ୍ଷକ ପ୍ରେଫେସର ପ୍ରତାପ କୁମାର ମହାନ୍ତି | କିନ୍ତୁ ତାଙ୍କର ଧ୍ୟାନ ପିଲା ମାନଙ୍କୁ କିଛି ଜ୍ଞାନ ଦେବା ଵା ସେମାନଙ୍କର ଭବିଷ୍ୟତ ଗଢିବା ନଥିଲା | ତାଙ୍କର ଧ୍ୟାନ ଥିଲା ଜଣେ ଛାତ୍ରୀ ଙ୍କ ଉପରେ | ଆଉ ସେ ଘଟାଇ ଥିଲେ କିଛି ଏପରି ଘଟଣା ଯାହା ସାରା ଶିକ୍ଷକ ସମାଜକୁ କଳୁଷିତ କରାଇ ଦେଇଥିଲା |

ତେବେ ସେହି ପ୍ରଫେସର ଜଣଙ୍କ ପାଠ ପଢାଇସାରିଲା ପରେ ଡାକୁଥିଲେ ଛାତ୍ରୀ ଜଣଙ୍କୁ ବହି ଦେବା ପାଇଁ ତକ୍ୱାଙ୍କର ନିଜର କ୍ବାର୍ଟରକୁ ଆଉ ସେଠାରେ ବହି ଦେବା ବଦଳରେ କରୁଥିଲେ ଅଲଗା କାମ | ଝିଅଟିକୁ ମାନସିକ ନିର୍ଯାତନା ଦେବା ସହିତ ସେକ୍ସୱାଲ ହାରାଷମେଣ୍ଟ ମଧ୍ୟ କରିଥିଲେ | ଆଉ ଏହିଭଳି ଭାବରେ ନିର୍ଯାତନା ମଧ୍ୟ ଦେଉଥିଲେ ଶିକ୍ଷକ ଜଣଙ୍କ ଛାତ୍ରୀ ଙ୍କୁ, ଆଉ ଏହି ସବୁ କଥା କାହାକୁ ଜଣାଇବା ପାଇଁ ମଧ୍ୟ ମନା କରିଥିଲେ |

ତେବେ ବାରମ୍ବାର ଏହିଭଳି ଭାବରେ ନିର୍ଯାତନା କୁ ସହି ପାରିନଥିଲେ ଝିଅ ଟି ଆଉ ସେ ଘରକୁ ପଳେଇ ଯାଉଥିଲେ | ତେବେ ଏହି ଭଳି କଥାକୁ ସେ ସାଙ୍ଗ ମାନଙ୍କ ସହିତ ସେୟାର ମଧ୍ୟ କରୁ ନ ଥିଲେ | କିନ୍ତୁ ଶେଷରେ ଶିକ୍ଷକ ଜଣଙ୍କର ନିର୍ଯାତନା ବଢି ଯାଇଥିଲା | ଆଉ ଯୋଉଥି ପାଇଁ ସେ ଏହି କଥା କୁ ସାଙ୍ଗ ମାନଙ୍କୁ ସେୟାର କରିଥିଲେ | ଆଉ ଏହି କଥାକୁ ପୋଲିସ ରେ ମଧ୍ୟ ଜଣାଇଥିଲେ ଏବଂ ଶିକ୍ଷକ ଜଣଙ୍କର କଥା ମଧ୍ୟ ସେ ନିଜ ଫୋନ ରେ ରେକଡ଼ିଙ୍ଗ କରିକ ରଖିଛନ୍ତି | ଆଉ ଏବେ ଛାତ୍ରୀ ଜଣଙ୍କର ନିଜର ନ୍ୟାୟ ପାଇଁ ଲଢ଼ୁଛନ୍ତି |

ତାଙ୍କର କହିବା କଥା କି କଲେଜ କୁ ଆସନ୍ତୁ ପିଲା ମାନେ ପାଠ ପଢ଼ିବେ କିଛି ନୂଆ କଥା ଶିଖିବେ | କିନ୍ତୁ ପାଠ ପଢା ବଦଳରେ ଯଦି ଛାତ୍ରୀ ମାନଙ୍କୁ ଶାରୀରିକ ନିର୍ଯାତନା ହୁଏ, ତାହେଲେ ସମାଜରେ ଗୁରୁ ଆଉ ଶିଷ୍ୟର ସମ୍ପର୍କ ରେ କଳଙ୍କ ଲାଗିଯିବ |
ତେଣୁ ବର୍ତ୍ତମାନ ଝିଅଟି ନ୍ୟାୟ ଚାହିଁଛନ୍ତି ଓ ପ୍ରଫେସର ଙ୍କୁ ଏହି ଘଟଣା ନେଇକି ଦଣ୍ଡ ଦେବା ସହିତ ଏପରି ଯେମିତି ଆଉ କୋଉ ଝିଅ ସହିତ ନ ହୋଉ, ସେ କଥା କହିଛନ୍ତି ଯାହା ଏବେ ଖୁବ ଭାଇରାଲ ହେଉଛି |