Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ

ତେବେ ବିବାହ ଯେ କେତେ ବଡ଼ ପବିତ୍ର ସମ୍ପର୍କ ତାହା ତ ଆପଣ ମାନେ ଜାଣିଛନ୍ତି ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ | ତେବେ ଏହି ବିବାହ ପରେ ସିନ୍ଦୂର ଓ ମଙ୍ଗଳସୂତ୍ର ର ଅନେକ ମହତ୍ୱ ରହିଥାଏ, ଯାହାକି ଶାସ୍ତ୍ର ଅନୁସାରେ ନାରୀର ସିନ୍ଦୂର ସ୍ୱାମୀ ର ଦୀର୍ଘାୟୁ ଆୟୁଷ କାମନା କରିଥାଏ | ତେବେ ଯଦି ଗୋଟେ ନାରୀ ଏହି ସିନ୍ଦୂର କୁ ଭୁଲ ସ୍ଥାନରେ କିମ୍ବା ଭୁଲ ଢଙ୍ଗୀ ରେ ପିନ୍ଧି ଥାଏ ତେବେ ତା ସ୍ୱାମୀ ଉପରକୁ ଅନେକ ବିପଦ ମାଡ଼ି ଆସି ଥାଏ ଯାହାକି ଦୁର୍ଭାଗ୍ୟ ର କାରଣ ହୋଇ ଥାଏ | ତେବେ ଆଜି ସିନ୍ଦୂର ପିନ୍ଧିବାର ଵିଧି ବିଧାନ ସମ୍ପର୍କ ରେ ଜାଣିବା |

1. ଯେଉଁ ସ୍ତ୍ରୀ ମାନେ ସିନ୍ଦୁର କୁ ନିଜ ଚୁଟି ଭିତରେ ଲୁଚାଇ ଲଗାନ୍ତି ସେମାନଙ୍କର ସ୍ୱାମୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ସମାଜରେ ମାନ ସମ୍ମାନ ହାନି ହୋଇଥାଏ |
2. ସିନ୍ଦୁର ଲଗାଇବା ବେଳେ ଅନାମିକା ଆଙ୍ଗୁଳି ଲଗାନ୍ତୁ ଏବଂ ଓଢୋଣି ଢାଙ୍କି ଲଗାନ୍ତୁ |

3. ପିରିୟଡ଼ସ ସମୟରେ ଆଦୌ ବି ସିନ୍ଦୁର ପିନ୍ଧିବା ଉଚିତ୍ ନୁହେଁ ଏହା ବହୁତ ଖରାପ ହୋଇ ଥାଏ ଆଉ ଯଦି ଅତି ଆବଶ୍ୟକ ପଡେ ତେେବ ସିନ୍ଦୁରକୁ ଅଲଗା ରଖନ୍ତୁ |
4. ଯେଉଁ ସ୍ତ୍ରୀ ମାନେ ସିନ୍ଥିରେ ମଝିରେ ସିନ୍ଦୁର ନ ଲଗାଇ ଟିକିଓ ସାଇଡ୍ ରେ ସିନ୍ଦୁର ଲଗାଇ ଥାଆନ୍ତି , ତେବେ ତାଙ୍କ ସ୍ୱାମୀ ଠାରୁ ଦୂରତା ସୃଷ୍ଟି ହୋଇଥାଏ ଓ ଦୁହିଁଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ହୋଇଥାଏ |

5. ପ୍ରତ୍ୟେକ ସ୍ତ୍ରୀ ମାନଙ୍କୁ ସିନ୍ଦୁର ସିନ୍ଥି ର ମଝିରେ ଲଗାଇବା ଉଚିତ୍ ଏହା ଦ୍ୱାରା ତାର ସ୍ୱାମୀ କୁ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ ଅକାଳ ମୃତ୍ୟୁ ରୁ ରକ୍ଷା କରିଥାଏ |
6. ଆଉ ଗୋଟିଏ ଦିନରେ ସୁନ୍ଦର କୁ ସିନ୍ଥିରେ 3 ଥର ଲଗାଇବା ଉଚିତ |
7. କେବଳ ବିବାହ ଦିନ ସ୍ୱାମୀ ଙ୍କ ଠାରୁ ସିନ୍ଦୂର ପିନ୍ଧିବା ଉଚିତ ଆଉ ପ୍ରତେକ ଦିନ ସିନ୍ଦୁର ନିଜେ ପିନ୍ଧିବା ଉଚିତ |

8. ସିନ୍ଦୁର କୁ ସର୍ବଦା ଯତ୍ନ ସହକାରେ ରଖିବା ଉଚିତ୍ ଯଦି ସିନ୍ଦୁର ପଡିଯାଇଥାଏ , ତେବେ ତାକୁ କାଗଜ କିମ୍ବା କପଡାରେ ଭଲ ଭାବରେ ପରିଷ୍କାର କରିନେବା ଉଚିତ୍ |
9. ଗାଧୋଇ ସାରି ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇବା ଉଚିତ୍ କିମ୍ବା ଠାକୁର ଘରେ ଅଲଗା ରଖିଯାଇଥିବା ସିନ୍ଦୁରକୁ ଲଗାନ୍ତୁ, ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ସିନ୍ଦୁରକୁ ଲଗାନ୍ତୁ ନାହିଁ |
10. ସିନ୍ଦୁରକୁ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଲଗାଇବା ଉଚିତ୍ ଏବଂ ଦକ୍ଷିଣ ଦିଗକୁ ମୁହଁ କରି ସିନ୍ଦୁର ପିନ୍ଧିବା ଅନୁଚିତ୍ |
11. ସିନ୍ଦୁର କୁ ରୂପା ଗିନା ରେ ନ ରଖି ତାକୁ କୌଣସି କାଠ କତିମ୍ବା ତମ୍ବା ନଚେତ୍ ପ୍ଲାଷ୍ଟିକ୍ ତିଆରି ପାତ୍ରରେ ରଖିବା ଉଚିତ୍ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।