ଦେଖନ୍ତୁ Shocking ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! କଲେଜ ଅଫିସ ରୁମ ଭିତରେ କବାଟ ମାରି ଅଧ୍ୟାପକ ଏବଂ ମ୍ୟାଡ଼ାମ କରୁଛନ୍ତି ରାସଲୀଳା..cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ?

ଆଜି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ | ଶିକ୍ଷାପକ ଓ ଅଧ୍ୟାପକ ଏଭଳି କିଛି କୁକାର୍ଯ୍ୟ କରୁ ଥିବାର ଅନେକ ଭିଡ଼ିଓ ସାମ୍ନା କୁ ଆସିଥାଏ ଆଉ ଏବେ ପୁଣି ସେଭଳି ଏକ ଅଧ୍ୟାପକ ଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | କଟକ ନିଆଳି ର ଏକ ସରକାରୀ କଲେଜ ରେ ଅଫିସ ରୁମ ରେ ବ୍ୟକ୍ତିଗତ ମନରଞ୍ଜନ ପାଇଁ କିଭଳି ବ୍ୟବହାର କରାଯାଏ ତାହା ଏହି ଭିଡ଼ିଓ ଦେଖିଲେ ଆପଣ ନିହାତି ଭାବରେ ଜାଣି ପାରିବେ |

ପିଲା ଙ୍କୁ କ୍ଲାସ ରୁମ ରେ ଛାଡ଼ି ଏହି ଅଧ୍ୟାପକ ଜଣଙ୍କ ଏକ ଅଧ୍ୟାପିକା ଙ୍କ ସହ ଅଶ୍ଳୀଳ ଆଚରଣ କରୁଛନ୍ତି | ପିଲା ଙ୍କର ସ୍ନେହ ଆଗରେ ପାଠପଢ଼ା କୁ ଅଣଦେଖା କରି କିଛି ଏଭଳି ସଂସ୍ଥା ଏବେ ଚାଲିଛି |

କଥାରେ ମଧ୍ୟ ଅଛି କି ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପଡା କାଟ ଯାହାର ଅର୍ଥ ହେଉଛି ପ୍ରତେକ ଦିନ ଗଣ ମାଧ୍ୟମ ରେ ଗୁରୁ ମାନଙ୍କର କଳେଙ୍କାରୀ ର ଛବି ଦେଖିବାକୁ ମିଳିଲାଣି |

କେଉଁଠି ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରି ଛେଚା ଖାଇ ଜେଲ ଗଲେଣି ତ ଆଉ କେଉଁଠି କର୍ମୀ ଙ୍କୁ ପ୍ରେମ କରି ଧରା ପଡିଲେଣି | ଅଫିସ ରେ ସିସି ଟିଭି ଲଗା ଯାଇଛି କିନ୍ତୁ ତଥାପି ଯେମିତି କାହାକୁ ବି ଖାତିର ନାହିଁ |

ଏହି ଫୁଟେଜ ନଜର କୁ ଆସିବା ପରେ ସାଧାରଣ ଲୋକ ଙ୍କ ମୁଣ୍ଡକୁ ରାଗ ଚଢି ଯାଉଛି ଭାବନ୍ତୁ କି ଯେଉଁ ପିଲା ସେଠାରେ ପାଠ ପଢୁଛନ୍ତି ସେମାନଙ୍କ ଅଭିଭାବକ ଉପରେ କଣ ଵିତୁ ଥିବ | କଲେଜ ରାଗିଙ୍ଗ ବନ୍ଦ ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଧ୍ୟାପକ ଙ୍କ ଏଭଳି ଭିଡ଼ିଓ ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଯାହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଛି |

ଏମିତି କି ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଛାତ୍ର ଛାତ୍ରୀ ମାନେ ଧକ୍କା ମାରି କଲେଜ ଅଧ୍ୟକ୍ଷ ଙ୍କୁ ବାହାରକୁ ଚାଲି ଯିବା ପାଇଁ କହୁଛନ୍ତି ଆଉ କିଛି ଛାତ୍ର ଛାତ୍ରୀ ଏସବୁର ଦୃଶ୍ୟ କୁ କ୍ୟାମେରା ରେ କଏଦ କରିଛନ୍ତି | ଘଟଣା ସ୍ଥଳରେ ଏମିତି ଉତ୍ତେଜନା ଦେଖା ଦେଲା ଯେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ର ଛାତ୍ରୀ ଙ୍କୁ ବୁଝାସୁଜା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | ଅଧ୍ୟକ୍ଷ ରମାକାନ୍ତ ରାଉତ ଆଉ ଜଣେ ଅଧ୍ୟାପିକା ଙ୍କ ଭିତରେ ଥିବା ପ୍ରୀତି ସିସି ଟିଭି ରେ କଏଦ ହୋଇଛି ଏବଂ ପରେ ଘଟଣାକୁ ଖୁବ ନିନ୍ଦା କରାଯାଇଛି | ତେବେ ପ୍ରଶ୍ନ ଉଠୁଛି କି ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ କଲେଜ ରେ ଅନ୍ୟ କର୍ମଚାରୀ ଙ୍କ ନଜର ରେ ଏହା କେମିତି ଆସୁ ନଥିଲା |