ଓଡ଼ିଆ ଅଭିନେତା ତଥା ସୁପରଷ୍ଟାର Sidhant Mohapatra ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…ଜାଣନ୍ତୁ ତାଙ୍କ ବାପା ମା ଏବଂ ସ୍ତ୍ରୀ …ସମ୍ପର୍କରେ

ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ ।ତେବେ କୁହାଯାଏ କି ଯେତେବେଳେ ଆପଣ ମାନଙ୍କ ସାମ୍ନା ରେ ଆପଣ ଙ୍କର ଫେଭରାଇଟ ଏକ୍ଟର ମାନଙ୍କ ବିଷୟରେ କୌଣସି କଥା ଭାଇରାଲ ହେଉଥିବାର ଦେଖିବାକୁ ଆପଣ ମାନେ ପାଇଥାନ୍ତି ତାହାଲେ ସେହି ଭଳି ଭିଡ଼ିଓ ପ୍ରତି ଆପଣ ମାନଙ୍କର ଭଲ ପାଇବା ମଧ୍ୟ ଦେଇଥାନ୍ତି ବୋଲି କୁହାଯାଉଛି ।

ଆଉ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣେ ବେଶ ଜଣା ଶୁଣ ଏକ୍ଟର ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ । ତେବେ ସିଦ୍ଧାନଙ୍କର ଲାଇଫ ଷ୍ଟାଇଲ ସହିତ ସମସ୍ତ କଥା ଉପରେ ନଜର ପକାଇବା ।

ଆପଣ ମାନେ ଅଲିଉଡ ର ଅନେକ ଜଣା ଶୁଣ ଏକ୍ଟର ମାନଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଆଉ ସେହିଁ ଭଳି ଜଣେ ମୋଲ୍ଟି ଟେଲେଣ୍ଟେଡ ଏକ୍ଟର ତଥା ୯୦ ଦଶକର ହ୍ୟାଣ୍ଡ ସମ ହିରୋ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଆଉ ଯିଏ କି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁକି ଅନେକ ଫିଲ୍ମ କରିଛନ୍ତି ଆଉ ସୁନ୍ଦର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ସେହି ବେଶ ଜଣା ଶୁଣ ଅଭିନେତା ସିଦ୍ଧାନ୍ତ ଙ୍କ ବିଷୟରେ ଜାଣିବା ।

ତେବେ ସିଦ୍ଧାନ୍ତ ମହାପାତ୍ର ୯୦ ଦଶକର ଜଣେ ଜଣାଶୁଣା ଚେହେରା। ତାଙ୍କ ବ୍ୟତୀତ ଫିଲ୍ମ ପ୍ରଡ୍ୟୁସର ଏବଂ ଡିରେକ୍ଟର କାହାକୁ ବି ଖୋଜୁ ନଥିଲେ। ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କର ଜୀବନୀ ଅର୍ଥାତ୍ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆଜି ଆମେ ଆପଣଙ୍କୁ ଜଣେଇବୁ।

ତେବେ ସିଦ୍ଧାନ୍ତ ଙ୍କ ବାପା ମା ତାଙ୍କୁ ଯେତେ ପାଠପଢ଼ା ପ୍ରତି ଆଗ୍ରହ ଦେଲେ ମଧ୍ୟ ସେ ଛୋଟ ବେଳରୁ ଅଭିନୟ କରିବେ ବୋଲି ମନସ୍ଥ କରି ସାରିଥିଲେ। ଆଉ କଲେଜ କ୍ୟାରିୟର ରୁ ଫିଲ୍ମ ରେ ଯୋଗ ଦେଇଥିଲେ ସିଦ୍ଧାନ୍ତ ମହାପାତ୍ର।


ସେ ଜଣେ ବ୍ରାହ୍ମଣ ପରିବାରର। ଓଡ଼ିଆ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ ପରେ ଦୁଇ ସନ୍ତାନର ବାପା ଏବେ ସିଦ୍ଧାନ୍ତ ମହାପାତ୍ର। ସେ ଅନେକ ପାର୍ଟି, ନାଇଟ୍ କ୍ଲବ ଆଦି ପାଖରୁ ଦୂରେଇ ରୁହନ୍ତି। ସବୁବେଳେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଆଉ ଏବେବି ଦର୍ଶକ ତାଙ୍କୁ ମୁନ୍ନା ଭାଇ ନାମରେ ଜାଣନ୍ତି। ଆଉ ତାଙ୍କର ବାପା ମା ଙ୍କୁ ଏହି ଭିଡିଓ ରେ ଦେଖିବାକୁ ପାଇବେ। ଆଜିବି ସମସ୍ତେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବହୁତ ଭଲ ପାଆନ୍ତି।