ଦେଖନ୍ତୁ VIDEO – ଯାତ୍ରା ଷ୍ଟେଜ ରେ ଛୁଆ ଙ୍କୁ ଧରି ମାନବିକତା ଦେଖାଇଲେ ଅଭିନେତା ସିଦ୍ଧାନ୍ତ ( SIDHANT ) ଦର୍ଶକ ଖୁସିରେ କାନ୍ଦିପକାଇଲେ , 6 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

ଆପଣ ମାନେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମ ମନକୁ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି । ସାଧାରଣତଃ ଯେତେବେଳେ ଗୀତ ଆଉ ଡାନ୍ସ ର କଥା ଉଠେ ସେତେବେଳେ ସେହି ସବୁ ଭିଡ଼ିଓ କୁ ଦେଖିବା ପାଇଁକି ଅଧିକ ଆଗ୍ରହ ଲୋକ ମାନଙ୍କ ମନରେ ଭରି ଯାଇଥାଏ ବୋଲି କୁହାଯାଉଛି ।ତେବେ ବର୍ତ୍ତମାନ ସେହିଭଳି ଏକ

ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ର ମହା ମଞ୍ଚରେ ସୁନ୍ଦର ଭାବରେ ନିଜର ସୁନ୍ଦର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅଲିଉଡ ର ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ଆପଣ ମାନେ ସମସ୍ତେ ଅଲିଉଡ ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ଆମ ସମସ୍ତଙ୍କ ର ପ୍ରିୟ ର ଓଡ଼ିଆ କଳାକାର ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ।

ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କର ଅଭିନୟ କୁ ଲୋକ ମାନେ ଯେତେ ପରିମାଣରେ ଭଲ ପାଇବା ଦେଇଥାନ୍ତି ସେହି ପରିମାଣରେ ଭଲ ପାଇବା ଦେଇଥାନ୍ତି ତାଙ୍କର ଡାନ୍ସ କୁ । ଆଉ ସମସ୍ତେ ବେଶ ଭଲ ପାଇବା ମଧ୍ୟ ଦେଇଥାନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କୁ ।ଆପଣ ମାନେ ସମସ୍ତେ ଅଲିଉଡ ର ଜଣା ଶୁଣା ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ଥିଲେ ।

ତାହା ସହିତ ଅଲିଉଡ ଜଗତରେ ଅନେକ ଫିଲ୍ମ ରେ କାମ କରିଥିବା ସିଦ୍ଧାନ୍ତ ମହାପାତ୍ର ତାଙ୍କର ଅଭିନୟ ର କିଛି ଝଲକ ଦେଖାଇବାକୁ ଲାଗିଛନ୍ତି ଯାତ୍ରା ମଞ୍ଚ ଉପରେ । ଆଉ ଯାତ୍ରା ମଞ୍ଚରେ ତାଙ୍କର ମନୋଛୁଆଁ ଡାଇଲଗ ମଧ୍ୟ କହିବାକୁ ଲାଗିଥିଲେ ଯାତ୍ରା ମଞ୍ଚ ରେ ବୋଲି କୁହାଯାଉଛି ।

ତେବେ ଏହି ଯାତ୍ରା ମଞ୍ଚ ଉପରେ ଦେଖିବାକୁ ମିଳିଥିଲା କି ସିଦ୍ଧାନ୍ତ ମହାପାତ୍ର ତାଙ୍କର ଫିଲ୍ମ ର କିଛି ଡାଇଲଗ ମଧ୍ୟ କହିବାକୁ ଲାଗିଥିଲେ । ଆଉ ସେ କହିଥିଲେ ମଞ୍ଚ ଉପରେ କି ହିନ୍ଦୁ ମୁସଲମାନ ଓ ସବୁ ଧର୍ମ ର ଲୋକ ମାନେ ସମାନ ଅଟନ୍ତି । ଆଉ ସମସ୍ତଙ୍କୁ ସମାନ ଅଧିକାର ମଧ୍ୟ ରହିଛି ସମାଜରେ ବଂଚିବା ପାଇଁ ଏହି ଭଳି କିଛି ଡାଇଲଗ କହିବାକୁ ଲାଗିଥିଲେ ଯାତ୍ରା ର ମାହା ମଞ୍ଚ ରେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଯାତ୍ରା ମଞ୍ଚରେ ।


ଆଉ ତାହା ସହିତ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ତାଙ୍କର ଫିଲ୍ମ ର କେତେ ଗୁଡିଏ ଗୀତ ମଧ୍ୟ ଗାଇବାକୁ ଲାଗିଥିଲେ ।ତେବେ “ଝୁମି ଝୁମି ତୁମ ସାଥେ ନାଚେ ମୋ ମନ ” ଏହି ଗୀତ ର ଯାଦୁ ଦେଖାଇବାକୁ ଲାଗିଥିଲେ ଯାତ୍ରା ର ମଞ୍ଚ ଉପରେ ସିଦ୍ଧାନ୍ତ ମହାପାତ୍ର ।

ଆଉ ତାହା ସହିତ ଯାତ୍ରା ର ମଞ୍ଚ ଉପରେ ଦର୍ଶକ ମାନଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବା କୁ ଦେଖି ଖୁସି ହୋଇ ଯାଇଥିଲେ ।ଆଉ ତାଙ୍କ ଫିଲ୍ମ ର ଗୀତ ଓ ଡାଇଲଗ ମଧ୍ୟ କହିବାକୁ ଲାଗିଥିଲେ ଯାତ୍ରା ମଞ୍ଚ ରେ ସିଦ୍ଧାନ୍ତ ମହାପାତ୍ର ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।