ଆଶ୍ଚର୍ଯ୍ୟ ! ଅଦ୍ଭୁତ ଶିବଲିଙ୍ଗ ରୂପେ ଏଠାରେ ୫ହଜାର ବର୍ଷରୁ ବିରାଜମାନ କରିଛନ୍ତି ଭଗବାନ ଶଙ୍କର, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ଭାରତ ହେଉଛି ଏକ ମହାନ ଦେଶ ଏଠାରେ ସମସ୍ତ ପ୍ରକାରର ଦେବା ଦେବୀ ମାନେ ବାସ କରିଥାନ୍ତି । ଏହା ସହିତ ଏଠାରେ ସମସ୍ତ ଦେବାଦେବୀଙ୍କର ଅନେକ ମନ୍ଦିର ମଧ୍ୟ ରହିଛି , ଯାହାର ଦର୍ଶନ ମନ୍ଦିରରେ ସର୍ବଦା ଭକ୍ତ ମାନଙ୍କର ଭିଡ ଲାଗି ରହିଥାଏ । ଆପଣ ମାନେ ତ ଜାଣିଛନ୍ତି କି ଭଗବାନ ହେଉଛନ୍ତି ସର୍ବଜ୍ଞା , ସର୍ବବ୍ୟାପୀ ଏବଂ ସର୍ବ ଶକ୍ତିମାନ ସେ ପ୍ରତ୍ୟେକ ସ୍ଥାନରେ ବିରାଜ ମାନ କରିଥାନ୍ତି । ତାଙ୍କର କୃପା ପାଇବା ପାଇଁ ଅନେକ ଲୋକମାନେ କେତେ କେତେ କଷ୍ଟ କାମ କରିଥାନ୍ତି । ଯାହା ଦ୍ୱାରା କି ଭଗବାନଙ୍କର ଅଲୌକିକତା ସର୍ବଦା ଚାରିଆଡେ ବିରାଜ ମାନ ହୋଇଥାଏ ।

ଆମ ଦେଶରେ ଅନେକ ଧର୍ମର ଲୋକମାନେ ବାସ କରନ୍ତି ଏବଂ ଅନେକ ଧର୍ମର ମନ୍ଦିର ମଧ୍ୟ ରହିଛି । ଦୁନିଆକରେ ଯେତେ ଧର୍ମ ରହିଛି ସେହି ସମସ୍ତ ଧର୍ମ ମଧ୍ୟରୁ ହିନ୍ଦୁ ଧର୍ମ ହେଉଛି ଅନ୍ୟତମ ଏବଂ ଏହି ଧର୍ମରେ ଅନେକ ଦେବାଦେବୀ ରହିଥାନ୍ତି । କୁହାଯାଏ କି ଆମ ଧର୍ମରେ 33 କୋଟି ଦେବାଦେବୀ ବାସ କରିଥାନ୍ତି ।

ଆପଣ ମାନେ ତ ଅନେକ ଭଗବାନଙ୍କୁ ପୂଜା କରୁଥିବେ ଏବଂ ସେମାନଙ୍କର ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିବେ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଭୋଳାନାଥ ଙ୍କର ଏପରି ଏକ ମନ୍ଦିର ବିଷୟରେ କହିବୁ ଯାହାକ ଚମକ୍ତାରିତା ବିଷୟରେ ହୁଏତ ଆପଣ ମାନେ ଅବଗତ ନଥିବେ ।

ଭଗବାନ ଶିବ ହେଉଛନ୍ତି ଭୋଳାଶଙ୍କର ତାଙ୍କୁ ଭୋଳା ନାମରେ ମଧ୍ୟ ଜଣାଯାଇଥାଏ କାରଣ ସେ ତାଙ୍କର ଭୋଳା ପ୍ରକୃତି କାରଣରୁ ସମସ୍ତଙ୍କୁ ଅଜି ସହଜରେ ବର ପ୍ରଦାନ କରିଥାନ୍ତି । କେଉଁ ଭକ୍ତ ତା ମନରୁ ଥରେ ତାଙ୍କୁ ସ୍ମରଣ କରିଦେଲେ ସେ ନିଜର ଭକ୍ତର ଦୁଃଖ ଦୂର କରିବା ପାଇଁ ସର୍ବଦା ଲାଗି ପଡନ୍ତି ।

ବିଶ୍ୱ ମଧ୍ୟରେ ତ ଅନେକ ପ୍ରକାର ଶିବ ମନ୍ଦିର ରହିଛି ଏବଂ ସେମାନଙ୍କର ଅନେକ ଚମକ୍ତାରିତା ମଧ୍ୟ ରହିଛି , ଯେଉଁଥିପାଇଁ ଅନେକ ଲୋକମାନେ ଭଗବାନ ଶିବଙ୍କୁ ଆରାଧନା କରିଥାନ୍ତି । ଏବଂ ତାଙ୍କର ମନ୍ଦିରର ଦର୍ସନ କରିବା ପାଇଁ ମଧ୍ୟ ଯାଇଥାନ୍ତି । ତେବେ ଆଜି ଆମେ ମଧ୍ୟ ଶିବଙ୍କର ସେହିପରି ଏକ ଅଲୌକିକ ମନ୍ଦିର ବିଷୟରେ କହିବୁ ।

ଆପଣ ମାନେ ଗୁଜୁରାଟର ନର୍ମାଦ ଜିଲ୍ଲାର ଅବସ୍ଥିତ ଏକ ଶିବ ମନ୍ଦିର ବିଷୟରେ ଜାଣିଛନ୍ତି କି କେବେ ଯାଇଛନ୍ତି କି । ଏହି ମନ୍ଦିରର ବହୁତ ମାନ୍ୟତା ରହିଛି କାରଣ ଏହି ମନ୍ଦିରର ଶିବ ଲିଙ୍ଗ ଗୋଟିଏ କିମ୍ବା 2 ବର୍ଷ ନୁହେଁ ବରଂ 5 ହଜାର ବର୍ଷ ତଳର ଅଟେ ।

1940 ମସିହାରେ ପୁରାତତ୍ତ୍ୱ ବିତ ମାନଙ୍କ ଦ୍ୱାରା ଏହି ମନ୍ଦିରର ଖନନ କରାଯାଇଥିଲା । ଏହି ମନ୍ଦିରକୁ ଜଳେଶ୍ୱର ନାମରେ ଜଣାଯାଉଥିଲା , ଏଠାକାର ଅନେକ ମହିମା ରହିଛି । ଏହି ପୁରାତନ ମନ୍ଦିରକୁ ଦର୍ଶନ କରିବା ପାଇଁ ଶ୍ରାବଣ ମାସରେ ଶିବଙ୍କର ବାର ସମୟରେ ଅନେକ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।