ସୀମା ଭିତରେ ଯବାନ ମାନେ ସହ୍ୟ କରିଥାନ୍ତି ଏପରି କଷ୍ଟ ,ଏହି କଷ୍ଟ ବିଷୟରେ ଜାଣିଲେ ଆଖିରୁ ଲୁହ ଆସିଯିବ ! ଦୟାକରି ଆମ ସେନାଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲେଖନ୍ତୁ ବନ୍ଦେ ମାତରଂମ୍..

ଆଜି ଆମେ ଆପଣ ମାନଙ୍କୁ ଆମର ଭାରତୀୟ ମାନଙ୍କର ସାହସ ତଥା ଭାରତ ମାଟିର ବୀର ପୁତ୍ର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ କି ନିଜର ମାଟି ମାକୁ ସୁରକ୍ଷା ଦେବା ପାଇଁ ସର୍ବଦା ଆଗରେ ରହିଥାନ୍ତି । ଏହା ସହିତ ନିଜ ଦେଶକୁ ଶତ୍ରୁ କବଳରୁ ମୁକ୍ତ କରିବା ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଆମେ ଆପଣ ମାନଙ୍କୁ ଆମ ଦେଶର ସୈନ୍ୟ ମାନଙ୍କ କଥା କହୁଛୁ , ଯେଉଁ ମାନଙ୍କ ସାହସ ଏବଂ କଷ୍ଟ ପାଇଁ ଆଜି ଆମେ ନିଜ ଘରେ ରାତିରେ ଶାନ୍ତିରେ ଶୋଇପାରୁଛି ।

ଆମର ଯବାନ ମାନେ ସୀମା ଉପରେ ସମସ୍ତ ପରିସ୍ଥିତିର ସାମ୍ନା କରି ନିଜର ମାକୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ତାହାକୁ ଖାତିର ନକରି ନିଜ ମାକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଘର ପରିବାର ଠାରୁ ଦୂରରେ ରହିକରି ଭାରତ ମାକୁ ସୁରକ୍ଷା ଦେବା ପାଇଁ ଲାଗି ରହିଥାନ୍ତି । ନିଜର ଜୀବନକୁ ମଧ୍ୟ ସେମାନଙ୍କର ଲୋଭ ନଥାଏ ଦେଶ ପାଇଁ ଜୀବନ ମଧ୍ୟ ଖୁସି ଖୁସିରେ ଦେଇଥାନ୍ତି ।

ଭାରତ ଚୀନ ସୀମା ବିବାଦ ସମୟରେ ଆମ ଯବାନ ମାନେ ସୀମା ମଧ୍ୟରେ ରହି ଶତ୍ରୁ କବଳରୁ ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଏହା ସହିତ ଯେ କୌଣସି ସ୍ଥନରେ ରହିବାକୁ ମିଳିଲେ ମଧ୍ୟ ସେହିଠାରେ ରହିଥାନ୍ତି , ମାତ୍ର କଣ ଆପଣ ମାନେ ଜାଣନ୍ତି କି ସେମାନେ କେତେ ଦୁଃଖ , ଯନ୍ତ୍ରଣାରେ ଲଢେଇ କରିଥାନ୍ତି ତେବେ ଆସନ୍ତୁ ଜାଣିବା ।ଭାରତ ପାଇଁ ଯବାନ ମାନେ ତ ମୃତ୍ୟୁବରଣ କରିଥାନ୍ତି ମାତ୍ର ବେଳେ ବେଳେ ଶତ୍ରୁର ଗୁଳିରେ ନୁହେଁ ବରଂ ସେମାନେ ଅତ୍ୟଧିକ ଥଣ୍ଡାରୁ ମଧ୍ୟ ମୃତ୍ୟୁବରଣ କରିଥାନ୍ତି ।

ଭାରତର ଏକ ସ୍ଥାନ ରହିଛି ସିଆଚୀନ ଯେଉଁଠାରେ ବହୁତ ଥଣ୍ଡା ପଡିଥାଏ କହିବାକୁ ଗଲେ ସେଠାରେ ଦିନର ତାପମାତ୍ରା ମାଇନସ 30 ଡିଗ୍ରୀ ରହିଥିବା ବେଲେ ରାତିର ତାପମାତ୍ରା ମାଇନସ 70 ଡିଗ୍ରୀ ରହିଥାଏ । ତେବେ ଏପରି ପରିସ୍ଥିତିରେ ମଧ୍ୟ ସେମାନେ ନିଜକୁ ଖାତିର ନକରି ଦେଶକୁ ସର୍ବଦା ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଏହି ଥଣ୍ଟାରେ ମଧ୍ୟ ସେହି ସ୍ଥାନରେ ରହିଥାନ୍ତି ।

ଏହି ସ୍ଥାନର ପାଣିପାଗ ଏତେ ଥଣ୍ଡା କି ଯଦି ଯବାନ ମାନେ ଏହି ସ୍ଥାନରେ ରହୁଥିବା ସମୟରେ ଯଦି ନିଜ ଦେହରୁ ଜାକେଟ କାଢିବେ ତେବେ ସେମାନଙ୍କର ଦେହରେ ରକ୍ତ ଜମାଟ ହୋଇଯିବ ଯାହା ଦ୍ୱାରା ସେହି ଅଂଗକୁ କାଟିବାକୁ ପଡିଥାଏ ।

ଏହି ସିଆଚୀନ ଠାରେ ସର୍ବଦା ପବନର ବେଗ 160 କିମି ରହିଥାଏ । ତେଣୁ କରି ଏଠାରେ ଯେଉଁ ଯବାନ ମାନେ ରହିଥାନ୍ତି ସେମାନଙ୍କୁ ପୂର୍ବରୁ ହିଁ ଥଣ୍ଡା ଜାଗାରେ ତାମିଲ ଦିଆଯାଇଥାଏ । ତେଣୁ ଆମ ଯବାନ ମାନେ କେତେ କଷ୍ଟ କରି ଆମକୁ ସୁରକ୍ଷା ପ୍ରଦାନ କରିଛଥାନ୍ତି ତେଣୁ ସେମାନଙ୍କ ପାଇଁ ଏକ ସେଲ୍ୟୁଟ ନିହାତି ଦେବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।