ଦେଖନ୍ତୁ ollywoodଭିଡିଓ ! ଅଚାନକ କିଛି ଗରିବ ପିଲା ଆସି ଅଭିନେତା ସିନ୍ଧାନ୍ତ ଙ୍କ ସହ ସେଲଫି ନେଇ ଚାଲିଗଲେ….

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ଆଉ ଏହି କଳାକାର ଙ୍କର କୌଣସି ଫିଲ୍ମ ରିଲିଜ ହେବାକୁ ନେଇ ଆମେ ଖୁବ ଉତ୍ସାହିତ ହୋଇ ରହି ଥାଉ ଆଉ ଫିଲ୍ମ ଗୋଟେ ରିଲିଜ ହେଲା ପରେ ହାଉସ ଫୁଲ ହୋଇ ଯାଇଥାଏ | ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ |

ଓଲିଓଡ଼ ଇଣ୍ଡଷ୍ଟ୍ରି ର ସେତେ ବେଳ ଯୁଗର ନମ୍ବର ୱାନ ହିରୋ ଭାବେ ସିଦ୍ଧାନ୍ତ ମହାପାତ୍ର ପରିଚିତ ଥିଲେ ଯାହାକି ତାଙ୍କର ସ୍ଥାନ ଆଜି ପର୍ଯ୍ୟନ୍ତ ଆଉ କେହି ମଧ୍ୟ ନେଇ ପାରିଲେ ନାହିଁ |

ଓଲିଓଡ଼ ଇଣ୍ଡଷ୍ଟ୍ରି ର ଯେତେ ବି ନାମିଦାମୀ ହିରୋ ଥାଆନ୍ତୁ ନା କାହିଁକି କିନ୍ତୁ ସିଦ୍ଧାନ୍ତ ମହାପାତ୍ର କିଛି ନିଆଁରା ହୋଇ ଥାଆନ୍ତି | ତାଙ୍କ ଅଭିନୟ, ନାଚ ଓ ହ୍ୟାଣ୍ଡସମ ଲୁକ ରେ ଦର୍ଶକ ଆଜି ବି ସେମିତି ପାଗଳ ପ୍ରାୟ ଅଟନ୍ତି |

 ତେବେ ଆଗକୁ ତାଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଆଉ ଯାହାର ସୁଟିଂ କୁ ନେଇ ସେ ଏବେ ପୁରା ବ୍ୟସ୍ତ ରେ ଅଛନ୍ତି | ତେବେ ଏହି ଫିଲ୍ମ ର ନାଁ ରହିଛି ଶଙ୍କର ଯେଉଁ ଫିଲ୍ମ ରେ କାମ କରି ନିଜେ ସିଦ୍ଧାନ୍ତ ମଧ୍ୟ ବେସ ଖୁସି ଅନୁଭବ କରୁଛନ୍ତି ବୋଲି ସେ ମିଡ଼ିଆ ସାମ୍ନା ରେ କହିଛନ୍ତି |

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଦେଖିବା ପାଇଁ ମିଳିଛି କି ସିଦ୍ଧାନ୍ତ ମହାପାତ୍ର ଶଙ୍କର ଫିଲ୍ମ ର ସୁଟିଂ ପାଇଁ ଏକ ଗାଁ ସ୍ଥାନକୁ ଯାଇ ଥିବା ବେଳେ ସେଠାରେ ଥିବା ଛୋଟ ଛୋଟ ପିଲା ତାଙ୍କ ସହ ମିଶି ସେଲ୍ଫି ନେଇଛନ୍ତି |

ଗାଁ ରେ ଯେତେ ବି ଦର୍ଶକ ଅଛନ୍ତି ସିଦ୍ଧାନ୍ତ ଙ୍କ ଭଳି ବଡ଼ ଷ୍ଟାର ଙ୍କୁ ଅଟେ ନିକଟରେ ପାଇ ବହୁତ ଖୁସି ହୋଇ ଯାଇଛନ୍ତି ଆଉ ଖୁସି ରେ ତାଙ୍କ ସହ ମିଶି ସେଲ୍ଫି ନେଇଛନ୍ତି | ତେବେ ଏହି ଭିଡ଼ିଓ ସିଦ୍ଧାନ୍ତ ଙ୍କୁ ମଧ୍ୟ ବେସ ଖୁସି ଅନୁଭବ ହେଉ ଥିବାର ଦେଖିବା ପାଇଁ ମିଳିଛି ଯାହାର ଦୃଶ୍ୟ ଦେଖିଲେ ଆପଣ ନିଜେ ମଧ୍ୟ ଜାଣି ପାରିବେ | ତେବେ ଏଭଳି ଏକ ମନଲୋଭା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।