ଏହି ୬ ରାଶି ଯାହାର ବି ହେଇଥାଉ, ମାଡ଼ି ଆସୁଛି ବଡ଼ ଧନ , ଆଜି ମହାଦେବ ଏହି ରାଶି ଗୁଡିକ ଉପରେ ହେବାକୁ ଯାଉଛନ୍ତି ପ୍ରସନ୍ନ….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱାମୀ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି କୁହାଯାଇଥାଏ ।ମହାଦେବଙ୍କୁ ସୃଷ୍ଟିର ପାଳନହାର ବୋଲି କୁହାଯାଇଥାଏ ।ଭୋଳାନାଥ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ତ ତାଙ୍କ ଉପରେ ଅପାର କୃପା ବର୍ଷାଇ ଥାଆନ୍ତି ।ପ୍ରଭୁ ଭୋଳାନାଥ ବି ସ୍ୱଭାବରେ ଭୋଳା ଅଟନ୍ତି ।ତେଣୁ ତାଙ୍କୁ ପ୍ରସନ୍ନ କରିବା ସହଜ ହୋଇଥାଏ ।ତେବେ ଜାଣିରଖନ୍ତୁ ଯେ ମହାଦେବ ଏହି ରାଶିମାନଙ୍କ ଉପରେ ପ୍ରସନ୍ନ ଅଛନ୍ତି । ତାଙ୍କ ଭକ୍ତିରେ ଖୁସି ହେଇଛନ୍ତି ।ଯାହାଫଳରେ ଏହିରାଶିର ବ୍ୟକ୍ତିମାନେ ମାଲାମାଲ ହେବାର ଆଶଙ୍କା ଅଛି ।

ସେମାନଙ୍କ ଦୁଃଖ କଷ୍ଟ ଦୂର ହେବ ଏବଂ ଆପଣଙ୍କ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି ।ଆପଣଙ୍କ ଟଙ୍କା ପଇସାର ଅଭାବ ରହିବ ନାହିଁ ।ଭୋଳାନାଥଙ୍କ କୃପାରୁ ଆପଣଙ୍କ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ପୂରଣ ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ଅସୁବିଧା ଦୂର ହେବ ।ଆପଣଙ୍କୁ ଏବେ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ ।ଆପଣଙ୍କ ଶତୃ ଏବେ ଆପଣଙ୍କଠୁ ଦୂରେଇ ଯିବେ । ସମାଜରେ ଲୋକମାନେ ଆପଣଙ୍କୁ ଏବେ ମାନସମ୍ମାନ ଦେବେ ।

ମହାଦେବଙ୍କ କୃପାରୁ ବେପାର ବଣିଜ ମଧ୍ୟ ଆଗକୁ ଯିବ । ବେରୋଜଗାର ଥିବା ବ୍ୟକ୍ତି ଚାକିରି ପାଇବେ ।ଭୋଳାନାଥଙ୍କ କୃପାରୁ ଆପଣଙ୍କ କାର୍ଯ୍ୟ ରେ ସଫଳତା ମିଳିବ । ଲୋକମାନେ ଆପଣଙ୍କୁ ପଚାରି କାର୍ଯ୍ୟ କରିବେ ।ଆପଣଙ୍କ ଘରେ ଖର୍ଚ କମ୍ ହେବ । ପ୍ରଭୁଙ୍କ କୃପାରୁ ରୋଜଗାର ବଢିବ ।ଘରେ ସୁଖଶାନ୍ତି ବଜାୟ ରହିବ । ପରିବାରର ଲୋକମାଙ୍କମଧ୍ୟରେ ଉତ୍ସାହ ଏବଂ ସୌହାର୍ଯ୍ୟ ପୂର୍ଣ୍ଣ ଭାବ ରହିବ ।ପ୍ରେମ ସମ୍ୱନ୍ଧ ଆପଣଙ୍କ ମଧୁର ରହିବ ।ସମାଜରେ ଭଲ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ ।

ତେବେ ପ୍ରଭୁଙ୍କ କୃପାରୁ ଯେଉଁ ରାଶିଗୁଡିକରେ ଶୁଖଶାନ୍ତି ବଜାୟ ରହିବ ଏବଂ ଜୀବନ ମଧୁର ହେବ ,ସେହି ରାଶିଗୁଡିକ ହେଉଛି -ବୃଷ,କୁମ୍ଭ,କର୍କଟ,ମିଥୁନ ତୁଳା ଏବଂ ସିଂହ ।

ବୃଷ ରାଶି-ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମନ ପ୍ରସନ୍ନ ରହିବ ।ଆୟ ଉତ୍ତମ ହେବ ।ଚାକିରିରେ ସମ୍ମାନ ମି୍ଳିବ ।ବ୍ୟବସାୟରେ ସଫଳତା ମିଳିବ ।
କୁମ୍ଭ ରାଶି-ଏହି ରାଶିର ବ୍ୟକ୍ତିମାନେ ଚାକିରିରେ ଦୃଢ ରହିବେ ।ବ୍ୟବସାୟରେ ଆଗେଇବେ ।ପ୍ରଭୁଙ୍କ କୃପାରୁ ରୋଜଗାର ବଢିବ ।
କର୍କଟ ରାଶି -ଏହି ରାଶିରେ ଧନ ପ୍ରାପ୍ତିର ଯୋଗ ରହିଛି ।ସୁଖସମ୍ମାନ ମିଳିବ ।କାର୍ଯ୍ୟରେ ସପଳତା ମିଳିବ ।

ମିଥୁନ ରାଶି – ସମସ୍ତ ଅସୁବିଧା ଦୂର ହେବ ।କାର୍ଯ୍ୟରେ ଆଗେଇବେ ।ସ୍ୱାସ୍ଥ୍ୟ ଭଲ ରହିବ ।ଧନପ୍ରାପ୍ତି ହେବ ।ମନ ଦୃଢ ରହିବ ।
ତୁଳା ରାଶି -ନିଜ ବୁଦ୍ଧି ବିଚାରେ କାର୍ଯ୍ୟରେ ସଫଳ ହେବ ।ଦେହ ଓ ମନ ଭଲ ରହିବ ।ଆୟ ବଢିବ । ମାନସମ୍ମାନ ବଢିବ ।
ସିଂହ ରାଶି-ଦେହ ଭଲ ରହିବ ।ଆପଣଙ୍କ ଦୁଃଖ କଷ୍ଟ ଦୂର ହେବ ।ଧନ ପ୍ରାପ୍ତିର ଯୋଗ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।