ଆଖିରୁ ଲୁହ ପୋଛିଦିଅ , କାଲି ଠାରୁ ଏହି ସବୁ ରାଶିରେ ହେବାକୁ ଯାଉଛି ମହା ପରିବର୍ତ୍ତନ ! ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି ସିଂହ, ବୃଷ, ବିଛା, ଧନୁ, କୁମ୍ଭ ରାଶିର ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କାଲି ହେଉଛି ପବିତ୍ର ସୋମବାର। ମହାଦେବ ଶିବ ଙ୍କ ର କୃପା ଦୃଷ୍ଟି ପାଇବାକୁ ଅନେକ ଭକ୍ତ ଭଗବାନ ଶିବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ବ୍ରତ କୁ ନିଷ୍ଠାର ସହ କରିଥାନ୍ତି।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଉଚିତ୍ ଭାବରେ ଚଳ ପ୍ରଚଳ ଏବଂ ସେମାନଙ୍କ ପ୍ରବାହ କାରଣରୁ ବହୁତ୍ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ।
ସେମାନଙ୍କ ଭିତରେ ପରିବର୍ତ୍ତନ କାରଣରୁ କୌଣସି ସମସ୍ୟା ପରିଲକ୍ଷିତ ହେଲେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କ ମଧ୍ୟରୁ ଶନି ଓ ରାହୁ ଅନେକ ପ୍ରଭାବ ପକାଇ ଥାଆନ୍ତି।
ତେବେ ରାହୁ ଏକ ଏଭଳି ଗ୍ରହ ଯାହାର ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବା ମାତ୍ରେ ଉକ୍ତ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସି ଥାଏ। ଯେପରି କି ଶରୀର ଅସୁସ୍ଥ ରୁହେ, ଦୁର୍ଘଟଣା ଘଟେ, ଆର୍ଥିକ ସମସ୍ୟା ଲାଗି ରୁହେ,ପାରିବାରିକ ଅଶାନ୍ତି ଦେଖା ଦିଏ।ତେବେ କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଶିବଙ୍କ କୃପାଦୃଷ୍ଟି କାରଣରୁ ଭଲ ପ୍ରଭାବ କାଲିଠାରୁ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ।
ସିଂହ – ଏହି ରାଶିର ବ୍ୟକ୍ତି ମାନେ ଯଦି ନିଜ କାମରେ ଆଗକୁ ଯିବାକୁ କିମ୍ବା ପ୍ରଶଂସା ପାଇବାକୁ ଆଶା କରୁଛନ୍ତି ତେବେ ଏହା ସମ୍ଭବପର ହେବ।ଆପଣ ଅନେକ ସମସ୍ୟା ରୁ ମୁକ୍ତ ରହିବେ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ।
ବୃଷ- ଆପଣଙ୍କ ପାଇଁ ବି ଶିବଙ୍କର ବହୁତ୍ ଭଲ ପ୍ରଭାବ ରହିଛି। ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ଖେଳିଯିବ ଏବଂ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।
ବିଛା- ଆପଣ ସବୁ କାମକୁ ସଠିକ୍ ଭାବରେ କରିବାରେ ସଫଳ ହେବେ। ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଉଚିତ୍ ମାର୍ଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଡିବା ପାଇଁ ସକାରାତ୍ମକ ପ୍ରଭାବ ରହିବ। ଆପଣ ଙ୍କ ମନସ୍କାମନା ପୂର୍ଣ୍ଣ ହେବ।
ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଖୁବ ମଜାଳିଆ ସ୍ୱଭାବର ହୋଇଥାନ୍ତି ଓ ଏମାନେ ସବୁବେଳେ ମଜା କରିଥାନ୍ତି। ଏମାନେ ସାହସିକ କାର୍ଯ୍ୟ ଏବଂ ଆତ୍ମ-ସନ୍ଧାନକୁ ଭଲ ପାଇଥାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଏମାନେ ନିଜ କାମକୁ ଅତ୍ୟନ୍ତ ଗୁରତ୍ୱ ଦେଇଥାନ୍ତି। ଏହା ସହିତ ଏମାନଙ୍କ ମୁଣ୍ଡରେ ଅନେକ ଇନୋଭେଟିଭ ଆଇଡିଆ ରହିଛି। ଯାହା ଆଗକୁ ଘଟିବା ପାଇଁ ଯାଉଅଛି।
କୁମ୍ଭ- ଏହି ରାଶି ମାନଙ୍କ ଉପରେ ମଧ୍ୟ ପ୍ରଭୁ ଶିବଙ୍କର ଉତ୍ତମ ପ୍ରଭାବ ରହିବ। ଆପଣଙ୍କ ପ୍ରତିଟି କାର୍ଯ୍ୟ ଓ ଯୋଜନା ସଫଳ ହେବ ଏବଂ ଆପଣ ବିଜୟ ହାସଲ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।