ଶୁଣନ୍ତୁ ଅଡିଓ – ବ୍ୟାଙ୍କ ସଭାପତି ଓ ବ୍ୟାଙ୍କ ମହିଳା କର୍ମଚାରୀ ଙ୍କ ରାସଲୀଳା ଅଡିଓ ଭାଇରାଲ, ଦୟାକରି ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ…

ପୁଣି ସାମ୍ନାକୁ ଆସିଲା ଏକ ଲଜ୍ୟା ଜନକ ଘଟଣା ର ସ୍ପଷ୍ଟ ଚିତ୍ର। ଯାହା ସୃଷ୍ଟି କରିଛି ଏକ ନିନ୍ଦନୀୟ ଏବଂ ଆପତ୍ତି ଜନକ ସ୍ଥିତି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି କିଛି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ।

ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ ?ତେବେ କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ ?

କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା ? ଯାହା ଏବେର ସମାଜର ବହୁତ ବଡ଼ ପ୍ରଶ୍ନ। ଆଜି ଶିକ୍ଷିତ ଏବଂ ବଡ଼ ବଡ଼ ପଦବୀ ରେ ଥିବା ସରକାରୀ କର୍ମଚାରୀ ମାନେ ଆଜି ଯଦି ଅଶିକ୍ଷିତ ଏବଂ ଅପରିପକ୍ଵ କାର୍ଯ୍ୟ ସବୁ କରିବେ ତେବେ ଆଉ କାହା ଉପରେ ସମାଜ ନିର୍ଭର କରିବ ଅଥବା ନ୍ୟସ୍ତ ଭାର ନ୍ୟସ୍ତ ହେବ।ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଅନିତିକର କାମ ଓ ଦୁର୍ନୀତି ବିଷୟରେ ତ ଆପଣ ମାନେ ଖବର ଶୁଣିବାକୁ ପାଉଥିବେ।

ସେହିପରି ଅନେକ ସମୟରେ ସେମାନଙ୍କ କଳା କାରନାମା ଯଥା କର୍ମଚାରୀ ମାନଙ୍କ ସହିତ ଅନୈତିକ ସମ୍ପର୍କ ବିଷୟରେ ବି ଆପଣ ଜାଣିବାକୁ ପାଉଥିବେ।ତେବେ ଏହି ଭଳି ସବୁ ଘଟଣା ରେ ଏହି ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଏହିଭଳି କଳା କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଯେମିତି ଏବେ ଜଣେ ବ୍ୟାଙ୍କ ଅଫିସର୍ ଙ୍କ ଅଶ୍ଳୀଳ କାର୍ଯ୍ୟ କରିଥିବାର ପ୍ରମାଣ ସ୍ବରୂପ ମହିଳା କର୍ମଚାରୀଙ୍କ ସହ ତାଙ୍କ କଥାବାର୍ତ୍ତା ର ଫୋନ୍ କଲ୍ ରେକର୍ଡ ଭାଇରାଲ୍ ହେବାରେ ଲାଗିଛି। ଏଥିରେ କିଭଳି ଭାବରେ ବ୍ୟାଙ୍କ ର ଅଧିକାରୀ ଜଣଙ୍କ ତାଙ୍କ ବ୍ୟାଙ୍କର ମହିଳା କର୍ମଚାରୀ ଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି, ଯାହା ସାଧାରଣରେ ପ୍ରକଟ ହେବା ପରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି କରିଛି।ତେବେ ଏହି କଲ୍ ରେକର୍ଡ ରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ କିପରି ଭାବରେ ଅଶ୍ଳୀଳ ଏବଂ ଅନୈତିକ କାର୍ଯ୍ୟରେ ନ୍ୟସ୍ତ ଥିଲେ ଅଧିକାରୀ ଜଣଙ୍କ।

ତେବେ ଜଣେ ଶିକ୍ଷିତ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ତାଙ୍କଠାରୁ ସାନ ଜଣେ ମହିଳା କର୍ମଚାରୀଙ୍କ ଉପରେ ଏପରି ଖରାପ୍ ନଜର ପକାଇ, ନିଜର ହୀନ ମନ୍ୟତା କୁ ପ୍ରକାଶ କରୁଥିବା ଏହିଭଳି ଶିକ୍ଷିତ ବ୍ୟକ୍ତି ମାନଙ୍କ ପାଖରୁ ସମାଜ କଣ ଶିଖିବ। ତେବେ ଏହି ଘଟଣା ଯେଉଁ ସ୍ଥାନର ସ୍ପଷ୍ଟ ହୋଇ ନଥିବା ବେଳେ କିନ୍ତୁ କଲ୍ ରେକର୍ଡ ଟି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।