ଦେଖନ୍ତୁ Shocking ଭିଡ଼ିଓ କ’ଣ ଚାଲିଥିଲା ସତ କୁହ/ Rupa ପିଣ୍ଚୁ ଙ୍କ କାନଧରି ଏମି୍ତି କହିଲେ ଦର୍ଶକ ଙ୍କୁ… ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି

ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ |

ତେବେ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁ ନୂଆ ଏକ ଆଲବମ ସୁଟିଂ ପାଇଁ ବାହାରକୁ ଯାଉଛନ୍ତି ଆଉ ଗଲା ସମୟରେ ରୂପା ତେନ୍ତୁଳି ଖାଉ ଥିବାର ନଜର ଆସିଛନ୍ତି ଯାହାକି ତାଙ୍କୁ ରାସ୍ତା କଡ଼ରେ ଥିବା ଏକ ଗଛରୁ ମିଳିଛି | ତେବେ ଆଗକୁ ମେଘ ନନ୍ଦିନୀ ଏକ ନୂଆ ଆଲବମ ଆସୁଛି ଆଉ ଏହାର ସୁଟିଂ ପାଇଁ ରୂପା ଓ ପିଣ୍ଟୁ କେନ୍ଦୁଝର ଜିଲ୍ଲା କୁ ଯାଇଛନ୍ତି |

ପିଣ୍ଟୁ ମଧ୍ୟ କହିଛନ୍ତି କି ଆମେ ପାଖାପାଖି 200 ରୁ 300 କିଲୋମିଟର ସୁଟିଂ ପାଇଁ ଆସିଛୁ ତେଣୁ ଆମେ ଖୁସି ମା କୁ ଆଣିଲୁ ନାହିଁ କାରଣ ତା ଦେହ ବହୁତ ଖରାପ ରହୁଛି | ଆଉ ରୂପା ପିଣ୍ଟୁ କହିଛନ୍ତି କି ଆମେ ସିନା ଆସିଛୁ କିନ୍ତୁ ଯେମିତି ଲାଗୁଛି କି ଦେହ ଅଛି କିନ୍ତୁ ଜୀବନ ନାହିଁ |

ତେବେ ରୂପା ଓ ପିଣ୍ଟୁ ସୁଟିଂ ଆରମ୍ଭ କରି ଥିବା ବେଳେ ଖୁସି ମା ଙ୍କୁ ବି ବହୁତ ମିସ କରୁ ଥିବାର ଦେଖିବା ପାଇଁ ମିଳିଛି | ସୁଟିଂ ଯିବା ପୂର୍ବରୁ ରୂପା ପିଣ୍ଟୁ ଙ୍କର ଦାଢ଼ି ମଧ୍ୟ ନିଜେ କ୍ଲିନ କରୁ ଥିବାର ଦେଖିବା ପାଇଁ ମିଳିଛି | ତେବେ ଏହା ପରେ ପରେ ରୂପା ପିଣ୍ଟୁ ସୁଟିଂ ପାଇଁ ବାହାରି ଯାଇ ଥିଲେ ଆଉ ସେଠାରେ ତାଙ୍କ ସୁଟିଂ ର କାମ ମଧ୍ୟ ବହୁତ ସୁନ୍ଦର ଥିଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଖୁସି ଅନୁଭବ କରିବେ | ସୁଟିଂ ସହିତ ରୂପା ଅନେକ ମଜା ମସ୍ତି କରୁ ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା | ଆଗାମୀ ଆଲବମ କେବେ ରିଲିଜ ହେବ ତାହାକୁ ନେଇ ମଧ୍ୟ ଦର୍ଶକ ଚାତକ ଭଳି ଚାହିଁ ରହିଛନ୍ତି, ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଦେଖି ଫ୍ୟାନ ମାନେ ମଧ୍ୟ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |