ଶୀତ ଦିନେ ରୁପି ସମସ୍ୟା ଦୂର କରିବାର ଘରୋଇ ଉପାୟ। ଥରେ କରି ଦେଖନ୍ତୁ ଜୀବନସାରା ରୁପି ସମସ୍ୟା ରହିବ ନାହିଁ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା ଶୀତ ଦିନେ ରୁପି ସମସ୍ୟା ର ଘରୋଇ ଉପଚାର ବିଷୟ ରେ । ତେବେ ଯଦି ଆପଣ ଙ୍କ ର ଏହି ରୁପି ସମସ୍ୟା ରହିଛି ତେବେ ଏହାକୁ ଭଲ କରିବା ର ଉପାୟ ଜାଣିବା ପାଇଁ ଆମ ଆଟିକିଲ କୁ ଶେଷ ଯାଏଁ ପଢନ୍ତୁ। କାରଣ ଆଜି ଆମେ ଆପଣ ଙ୍କୁ ରୂପୀ ର ସମସ୍ୟା ର କାରଣ , ଲକ୍ଷଣ ,ଆଉ ଏହାର ସମାଧାନ ବିଷୟ ରେ । ତେବେ ଆସନ୍ତୁ ଜାଣିବା ;

ଶୀତ ଦିନେ ରୁପି ର କାରଣ ;-

ଶୀତ ଦିନେ ଆମ ଜଳବାୟୁ ଶୁଷ୍କ ରହିଥାଏ । ଆଉ ଏହି ସମୟ ରେ ଯଦି ଆମେ ପାଣି ବହୁତ୍ କମ୍ ମାତ୍ରା ପିଇ ଥାଉ ତେବେ ଆମର ରୁପି ସମସ୍ୟା ଦେଖାଯାଏ । ତେବେ ଶୀତ ଦିନେ ଏହି ସମସ୍ୟା ଅଧିକ ଦେଖାଯାଏ କିନ୍ତୁ ଯଦି ଆପଣ ଏହାର ଚିକିତ୍ସା କରୁ ନାହାନ୍ତି ତେବେ ଏହି ସମସ୍ୟା ସବୁଦିନ ପାଇଁ ରହିଯିବ । ଯଦି ଆପଣ ଏଥିପାଇଁ ଅଧିକ କେମିକାଲ ଶାମ୍ପୁ ବ୍ୟବହାର କରୁଥିବେ ତେବେ ଏହା ବେଳେ ବେଳେ ଭଲ ହେବା ବଦଳ ରେ ଅଧିକ ଖରାପ ହୋଇଯାଏ ।

ଏହା ସହିତ ଯଦି ଶୀତ ଦିନେ ଆପଣ ପନିପରିବା ବହୁତ୍ କମ୍ ଖାଇ ଥାଆନ୍ତି ତେବେ ମଧ୍ୟ ଆପଣ ଙ୍କ ର ଏହି ସମସ୍ୟା ଦେଖାଯାଏ ।ତେବେ ଯଦି ଆପଣ ଙ୍କ ରୁପି ହୋଇଥାଏ ମୁଣ୍ଡ ବହୁତ୍ କୁଣ୍ଡେଇ ହୋଇଥାଏ ଓ ଚୁଟି ବି ଝଡ଼ିବା ଆରମ୍ଭ ହୋଇଥାଏ ।ବେଳେ ବେଳେ ଯଦି ଏହି ସମସ୍ୟା ଅଧିକ ହୁଏ ତେବେ କୁଣ୍ଡେଇ ହୋଇ ସେହି ସ୍ଥାନ ରେ ଘା ମଧ୍ୟ ହୋଇ ଯାଏ । ତେବେ ଏହି ସମସ୍ୟା ବହୁତ୍ ସାଧାରଣ ସମସ୍ୟା ଅଟେ ଓ ପ୍ରାୟ ସମସ୍ତଙ୍କ ର ଏହି ସମସ୍ୟା ଦେଖାଯାଏ ।

ତେବେ ଏହି ସମସ୍ୟା ଭଲ କରିବା ଓ ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ;

ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଲେମ୍ବୁ। ଗୋଟିଏ ବାଉଲ୍ ରେ ଚାରି ପାଞ୍ଚ ଚାମଚ୍ ଲେମ୍ବୁ ରସ ନିଅନ୍ତୁ । ଲେମ୍ବୁ ରସ ରୁପି ସମସ୍ୟା କୁ ଦୂର କରିବାରେ ବହୁତ୍ ସାହାର୍ଯ୍ୟ କରିଥାଏ । ଏଥିରେ ଏକ ଚାମଚ୍ ଗୁଡ଼ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ। ଏହା ପରେ ଏହି ଏହି ପେଷ୍ଟ କୁ କେଶ ର ମୂଳ ରେ ହାଲୁକା ଭାବେ ମସାଚ କରନ୍ତୁ ।

ଏହାକୁ ସବୁ କେଶ ର ମୂଳ ରେ ଭଲ ଭାବରେ ମସାଚ କରନ୍ତୁ । ଏହାକୁ କେଶ ରେ ଲଗାଇ ଏକ ଘଣ୍ଟା ରଖନ୍ତୁ। ଏହା ପରେ କେଶ କୁ ଥଣ୍ଡା ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ଆପଣ ଙ୍କ ରୁପି ସମସ୍ୟା ସବୁଦିନ ପାଇଁ ଦୁର ହୋଇଯିବ। ଆପଣ ଏହି ଉପାୟ ଟିକୁ ସପ୍ତାହ ରେ ଦୁଇ ଥର କରନ୍ତୁ। ଏହା ରୁପି ସମସ୍ୟା ଦୂର କରିବା ପାଇଁ ବହୁ ପରୀକ୍ଷିତ ଉପଚାର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।