Health Tips – ଶୀତଦିନେ ଯେକୋଣସି ରୋଗର ମାତ୍ର ଗୋଟିଏ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି କାମ କରିବ

ଆମେ ମାନେ ଶୀତ ଦିନରେ ବେଶୀ କରି ଗରମ ରହିବା ପାଇଁ ଆମେ ଚାହା ପିଇଥାଉ l ସକାଳେ ଆମେ ଯେତେବେଳେ ଉଠିଥାନ୍ତି, ଚାହା ପିଇଥାନ୍ତି l ଆମେ ଶୀତ ଦିନ ଚାରି ମାସରେ ବାତର ପ୍ରକୋପ ରହିଥାଏ l ଶୀତ ଦିନରେ ବହୁତ ସମସ୍ୟା ଦେଖା ଯାଇଥାଏ l ଆମ ଶରୀର ଶୁଷ୍କ ଦେଖା ଯାଇଥାଏ l ଆପଣମାନେ ଜାଣିଛନ୍ତି ବାତ,ପିତ, କଫ ଏହି ତିନୋଟି ଆମ ଶରୀରରେ ରହିଥାଏ l

ଯେତେବେଳେ ବାତ, ପିତ, କଫ ଇନବାଲାନ୍ସ ହୋଇଥାଏ, ସେତେବେଳେ ଆମେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାନ୍ତି l ସାଧାରଣତଃ ଆପଣମାନେ ଜାଣି ଥିବେ l ଯେଉଁ ବାତ ରୋଗ ହୋଇଥାଏ l ଏହାର ମାନେ ହେଉଛି l

ଆମର ଯେତେ ସବୁ ଗଣ୍ଠି ଅଛି,ସେସବୁ ଯନ୍ତ୍ରଣା କରିବା ଓ ଦେହ ହାତ ବିନ୍ଧା କରିବା ଓ ଏହା ବୟସ୍କ ମାନଙ୍କ ଠାରେ ବହୁତ ଅଧିକ ଦେଖା ଯାଇଥାଏ l ଆମର ଏଇ ଯେଉଁ ଶୀତ ଚାରି ମାସ ଶୀତ ପଡିଥାଏ l ଶୀତ ଦିନରେ ଆମେ ମାନେ ଅଧିକ ଚାହା ପିଇଥାଉ l ଆମେ ଚାହା ପିଇବା ଦ୍ୱାରା ଆମ ଦେହରେ ବହୁତ ରୋଗ ହେଉଛି, ଆସନ୍ତୁ ସେସବୁ ବିଷୟରେ ଜାଣିବା l

ଆମେ ଯଦି ସବୁଦିନ ଚାହା ପିଉଛନ୍ତି, ତେବେ ଆମେ ବହୁତ ରୋଗର ସମ୍ମୁଖୀନ ହେବାକୁ ପଡିବ l ଆପଣ ଯଦି ଅନ୍ୟ କୌଣସି ରୋଗର ଚିକିତ୍ସା କରୁଛନ୍ତି, ତାହେଲେ ଚାହା ପିଇଲେ କିଛି ବି ଭଲ ଫଳ ମିଳିବ ନାହିଁ l ଯେତେବେଳେ ଆମେ ଚାହା ପିଇଉଛନ୍ତି l ଚାହାର ଏମିତି କିଛି ଚେମିକାଲ ଅଛି, ଯେଉଁଟାକି ଆପଣଙ୍କ ଶରୀରର ବାତ ହିତକ କଫକୁ ଇନବାଲାନ୍ସ କରିଦେବ l ଯାହା ଫଳରେ ଆପଣଙ୍କର କୌଣସି ରୋଗ ବି ଠିକ ହେବନି l ଯେତେବେଳେ ଔଷଧ ସାରି ଯାଏ l

ଆପଣ ଯେମିତି ରୋଗରେ ଆକ୍ରାନ୍ତ ଥିଲେ ପୁଣି ସେମିତି ରହି ଯିବେ l ଯେତେ ସମ୍ଭବ ହେବ ଆପଣ ଚାହା ଠାରୁ ଦୂରେଇ ରୁହନ୍ତି l  ଆମେ ଚାହା ବଦଳରେ ଆମେ ଏହି ସବୁ ପିଇବା ଉଚିତ l ବାତର ପ୍ରକୋପ ଏହି ଶୀତ ଦିନରେ ବେଶୀ ହୋଇଥାଏ l ବାତ ଦ୍ୱାରା ଆମକୁ ହୃଦରୋଗ ଏବଂ ମଧୁମେହ ରୋଗ ହୋଇଥାଏ l

ଯଦି ଆପଣ ମାନେ ଏହି ଦୁଇଟି ରୋଗରେ ଆକ୍ରାନ୍ତ ଥାନ୍ତି, ତେବେ ଏହି ସମୟରେ ଆପଣଙ୍କ ରକ୍ତରେ ଏସିଡ଼ିଟି ବଢ଼ି ଥାଏ l ଏଥି ପାଇଁ ଆପଣ ଗୋଟିଏ ଗ୍ଲାସ ଉଷୁମ ପାଣି ନେବେ, ସେଥିରେ ଅର୍ଜୁନର ଛଲୀ ନେବେ ଓ ତାର ଛାଲିକୁ ବାହାର କରି ତାକୁ ପାଉଡର କରନ୍ତୁ l ସେହି ପାଉଡରକୁ ପାଣିରେ ମିଶାନ୍ତୁ ଓ ତାସହିତ ଗୁଡ଼କୁ ମିଶାଇ l ଚାହା ପିଇଲାଭଳି ଭଳି ପିଇଦିଅନ୍ତୁ l ଆପଣ ଏହାକୁ ସବୁଦିନ ପିଅନ୍ତୁ, ଭଲ ଫଳ ମିଳିବ ଓ ରୋଗରୁ ମଧ୍ୟ ମୁକ୍ତି ପାଇପାରିଵା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।