ଶିବ ମନ୍ଦିର କୁ ଯିବା ପୂର୍ବରୁ କରନ୍ତୁ ଏହି କାମ, ସଚ୍ଚା ଶିବ ଭକ୍ତ ନିଶ୍ଚୟ ଦେଖନ୍ତୁ….

ବର୍ତମାନ ପ୍ରାୟ ସମସ୍ତ ଲୋକ ମାନେ ଶିବ ମନ୍ଦିର କୁ ଯାଉ ଛନ୍ତି l ସୋମବାର ଦିନ ଯେଉଁ ମାନେ ଶିବ ଙ୍କର ର ବ୍ରତ କରନ୍ତି ସେମାନଙ୍କ ଉପରେ ଶିବ ସନ୍ତୋଷ ହୋଇଥାନ୍ତି l ଏହି ମାନଙ୍କର ସମସ୍ତ ମନସ୍କାମନା ପୁରଣ କରିବେ l l ଜାଣିଥିବେ ଯେ ଭଗବାନ ଶିବ ଙ୍କୁ ପାଇବା ପାଈଁ ଯେମିତି ନିଷ୍ଠାର ସହିତ ପୂଜା ତପସ୍ୟା କରାଯାଏ l

ଯଦି ଏହି ଭଳି ନିଷ୍ଠାର ସହିତ କେହି ଶିବ ଙ୍କର ଧ୍ୟାନ କରେ ତାହାଲେ ଶିବ ତାଙ୍କ ଉପରେ ସନ୍ତୋଷ ହୋଇ ବର ପ୍ରଦାନ କରିଥାନ୍ତି l

କିନ୍ତୁ ଏହି ଶିବ ମନ୍ଦିର କୁ ଯଦି କେହି ନିଶିଧ କର୍ମ କରେ ତାହାଲେ ସେହି ମାନେ ଭଗବାନ ଶିବ ଙ୍କର କୋପ ଦୃଷ୍ଟି ରେ ପଡ଼ିଥାନ୍ତି l ଭଗବାନ ଶିବ ସମସ୍ତଙ୍କୁ ନିଜର ସନ୍ତାନ ରୂପେ ପାଳନ କରନ୍ତି କିନ୍ତୁ ଯେଉଁ ମାନେ ଏହି ନିଷିଧ୍ୟ କାର୍ଯ୍ୟ କରେ ଶିବ ତାଙ୍କୁ ଅଭିଶାପ ପାଇଁ ନର୍କ ଗାମୀ ତଥା ନାନାଦି କଷ୍ଟ ପାଇ ଥାନ୍ତି l ତେଣୁ ଭୁଲରେ ବି ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ l

ଶିବ ମନ୍ଦିର ଯିବା ପୂର୍ବରୁ ପ୍ରଥମେ ଗଣେଶ ଙ୍କ ପାଖ କୁ ଯାଆନ୍ତୁ l ଗଣେଶ ଙ୍କ ପାଖରେ ପ୍ରଥମେ ଫୁଲ ଆଦି ଦେଇ ପୂଜା ଅର୍ଚନା କରନ୍ତୁ ଓ ଭୂମିଷ୍ଠ ପ୍ରଣାମ କରନ୍ତୁ l ତା ପରେ ପାଖ ରେ ଥିବା କାର୍ତ୍ତିକ ପାଖକୁ ଯାଆନ୍ତୁ ସେଠାରେ ଧୂପ ଆଦି ଦେଇ ପୂଜା କରନ୍ତୁ ପ୍ରଣାମ କରନ୍ତୁ l ଓ ପରେ ପାଖରେ ଥିବା ମାତା ପାର୍ବତୀ ଙ୍କ ପାଖକୁ ଯାଇ ପୂଜା କରନ୍ତୁ l

ତାପରେ ଶିବ ମନ୍ଦିର ଆଗରେ ଥିବା ବୃଷ ଙ୍କୁ ଆରାଧନା କରନ୍ତୁ l ବୃଷ ପାଖରେ ତାଙ୍କର ମନ୍ତ୍ର ଆଦି କରି ପୂଜା କରି ସାରି ଶିବ ମନ୍ଦିର କୁ ଯାଆନ୍ତୁ l କିନ୍ତୁ ଧ୍ୟାନରସହ ଶିବ ମନ୍ଦିର ର ଶିବ ଙ୍କର କୁଣ୍ଡଳ ର ନାଳ କୁ ଦିଅନ୍ତୁ ନାହିଁ ଏହି ନେତ୍ର ନାଳ ରେ ମାତା ପାର୍ବତୀ ରହି ଥାନ୍ତି l ଏହା କୁ ଡେଇଁ ଦେଲେ ଶିବ ଆଶୀର୍ବାଦ ଦେବା ପୂର୍ବରୁ ଅଭିଶାପ ମିଳିବ ଏହି କଥା କୁ ଧ୍ୟାନ ଦିଅନ୍ତୁ l

ଶିବ ଙ୍କୁ ଦର୍ଶନ କରିବା ପରେ ପାର୍ଶ୍ୱରେ ଥିବା ନବ ଗ୍ରହ କୁ ପ୍ରଣାମ କରି ଶିବ ମନ୍ଦିର ରେ ଚାରି ପାଖରେ ପ୍ରଣାମ କରି ଘରକୁ ଆସନ୍ତୁ ଶିବ ଙ୍କର ବର ପ୍ରାପ୍ତ ହେବେ l ଧ୍ୟାନ ର ସହିତ ଏହି କାର୍ଯ୍ୟ କୁ କରିବେ ନାହିଁ l ଏହି କାର୍ଯ୍ୟ କଲେ ମହାଦେବ ଙ୍କର କୋପ ଦୃଷ୍ଟି ପଡିବ l ତେଣୁ ନିୟମ ସହିତ ଶିବ ମନ୍ଦିର ଯାଆନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।