ଯାତ୍ରା ଷ୍ଟେଜରେ ରୁପା ଓ ପିଣ୍ଟୁ କଲେ ରୋମାଣ୍ଟିକ ଡ୍ୟାନ୍ସ, ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେ
ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ |
ତେବେ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ କି ଖୁବ ନାଁ କମାଇଛନ୍ତି ଆପଣ ଙ୍କର ମଧ୍ୟ ଠିକ ସେହିଭଳି ଭାବରେ ପ୍ରିୟ ଯୋଡ଼ି ନିହାତି ଭାବରେ ରହି ଥିବେ |
ତେବେ ସେଭଳି ଏକ ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ, ଯିଏକି ନିଜ ଜୀଵନ ଶୈଳୀର ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ କରି ବର୍ତ୍ତମାନ ସମୟରେ ଖୁବ ନାଁ କମାଇଛନ୍ତି | ତାଙ୍କ ଭିଡ଼ିଓ ଓ ଆଲବମ କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଭାବେ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଖୁବ ନିଆଁରା ରହିଛି |
ଆପଣ ତ ଜାଣିଛନ୍ତି ଯାତ୍ରା ପ୍ରେମୀ ମାନେ ଅନେକ ରହିଛନ୍ତି ଯେଉଁ ମାନେ କି ରାତି ଅନିଦ୍ରା ହୋଇ ଯାତ୍ରା କୁ ଉପଭୋଗ କରି ଥାଆନ୍ତି | ତେବେ ପ୍ରାୟ ଦର୍ଶକ ଏଭଳି ଅଛନ୍ତି ଯେଉଁ ମାନେ ନାଟକ ଅପେକ୍ଷା ଅଧିକ ମେଲୋଡି ଦେଖିବା ପାଇଁ ପସନ୍ଦ କରି ଥାଆନ୍ତି |
ଆଉ ଏହି ମେଲୋଡି ରେ ଅନେକ ସେକିବ୍ରେଟି ମାନେ ଯୋଗ ଦେଇ ମାହଲ ଟିକୁ ଜବରଦସ୍ତ କରାଇ ଥାଆନ୍ତି | ସେଭଳି ଭାବରେ ଏକ ଯାତ୍ରା ମଞ୍ଚରେ ରୂପା ଓ ପିଣ୍ଟୁ ଦେଖିବା ପାଇଁ ମିଳିଛନ୍ତି | ଉଭୟ ଯୋଡ଼ି ଏହି ଷ୍ଟେଜ ରେ ଡ୍ୟାନ୍ସ କରି ଦେଖାଇ ଥିଲେ ଆଉ ସେ ଡ୍ୟାନ୍ସ କରିଥିବା ଗୀତ ଟି ହେଉଛି “ସାତ ମେଘରେ ତୁ ଲୋ ସଜେଇ ହୋଇ ଆସିବୁ ଯେବେ ସାଜି ମୋ ରାଣି” |
ଦୁହେଁ ଖୁବ ସୁନ୍ଦର ଭାବରେ ପଫମାନ୍ସ କରି ଦେଖାଇ ଥିଲେ ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ଖୁବ ଖୁସି ଅନୁଭବ କରି ଥିଲେ ଏବଂ ପ୍ରଶଂସା ରେ ଓ ତାଳି ରେ ମାହଲ ଟିକୁ କମ୍ପାଇ ଦେଇ ଥିଲେ |
ତେବେ ଏଭଳି ଏକ ଯାତ୍ରା ଷ୍ଟେଜ ରେ ରୂପା ଓ ପିଣ୍ଟୁ ଙ୍କର ଡ୍ୟାନ୍ସ ପଫମାନ୍ସ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ମଧ୍ୟ ଖୁବ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।