IPL ପରେ ଏହି ପ୍ରସିଦ୍ଧ ଖେଳାଳି ଶେଷରେ କରିବେ କୁକୁଡ଼ା ଚାଷ, ସେହି ଖେଳାଳି ଙ୍କ ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ……
ଦେଶ ରେ ଜଣା ଶୁଣା ଖୁବ ପରିଚିତ ଖେଳାଳି ଧୋନି l ସେ ବହୁତ ଥର ipl ଖେଳି କ୍ରିକେଟ ରେ ସ୍ବନାମ ଧନ୍ୟ ହୋଇ ଛନ୍ତି l ଧୋନି ଏହି ବର୍ଷ ମଧ୍ୟ ଚେନ୍ନାଇ ରେ କ୍ୟାପଟେନ ହୋଇ ଖେଳି ଥିଲେ l ସେ ବହୁତ ଭଲ ମଧ୍ୟ ଖେଳି ଥିଲେ l ଧୋନି କ୍ରିକେଟ ରୁ ସନ୍ନ୍ୟାସ ନେବା ପରେ ଏବେ ପୁଣି ନୂଆ ନୂଆ ରୁଚିକୁ ଆପଣାଉ ଛନ୍ତି l
ସେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । କ୍ରିକେଟରରୁ -ଯବାନ , ଯବାନରୁ –କିଷାନ୍ ଆଉ ଏବେ କଡ଼କନାଥ୍ କୁକୁଡ଼ା ଚାଷ ପ୍ରେମରେ ଧୋନି ହୋଇ ଛନ୍ତି ପ୍ରବୀଣ ।
ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ପରିଚୟ କଡ଼କନାଥ୍ କୁକୁଡ଼ାକୁ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସ ରେ ପାଳିବା କୁ ଯାଉଛନ୍ତି କଳା କୁକୁଡ଼ା । ଏଥି ପାଇଁ ଧୋନି ବହୁତ ଟଙ୍କା ଦେବା ସହ 2 ହଜାର କଡ଼କନାଥ୍ କୁକୁଡ଼ା ଛୁଆ ର ଅର୍ଡ଼ର ମଧ୍ୟ ଦେଇ ସାରି ଛନ୍ତି ।ରାଞ୍ଚି ରେ ଜୈବିକ ଚାଷ ସହ କଡ଼କନାଥ୍ କୁକୁଡ଼ା ଚାଷ ଓ ବିକ୍ରି କରିବା କୁ ମନ ବଳାଇଥିବା ମାହି ଆଦିବାସୀ କୃଷକ ବିନୋଦ ମେଡ଼ା ଙ୍କୁ ଏହି ଅର୍ଡ଼ର ଦେଇଥିବାର ସୂଚନା ମିଳିଛି ଏବେ ସୋସିଆଲ ମେଡ଼ିଆ ରେ ।
ତାଙ୍କର ଜଣେ ସମ୍ପର୍କୀୟ ଭେଟନାରୀ କଲେଜ ରେ ପ୍ରଫେସର ଥିବା ନିଜ ବନ୍ଧୁ ଙ୍କ ଜରିଆରେ ସେ ବିନୋଦ ଙ୍କୁ ଡ଼ିସେମ୍ବର 15 ସୁଦ୍ଧା ଅର୍ଡ଼ର ଡ଼େଲିଭରି କରିବା ପାଇଁ କହି ଛନ୍ତି ମହେନ୍ଦ୍ର ଧୋନି । ମାହି ଙ୍କ ଠାରୁ ଅର୍ଡ଼ର ପାଇ ଖୁସି ରେ ବିନୋଦ ଙ୍କ ଗୋଡ଼ ଆଉ ତଳେ ଲାଗୁନି ।
କୁକୁଡ଼ା ଚିଆଁ ଅର୍ଡ଼ର ମିଳିବା କୁ ନେଇ ସେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଖୁସି ଅଛନ୍ତି ଧୋନିଙ୍କ ପରି ଜଣେ ସଫଳ କ୍ରିକେଟର ଙ୍କୁ ସାକ୍ଷାତ କରିବା ପାଇଁ । ଆପଣ ମାନଙ୍କୁ କହି ରଖୁଛୁ କି ମଧ୍ୟପ୍ରଦେଶ ର ପରିଚୟ ହେଉଛି କଡ଼କନାଥ୍ କୁକୁଡ଼ା । ଏହି କଳା ରଙ୍ଗ ର କୁକୁଡ଼ା କୁ ଭାରତ ସରକାର ଙ୍କ ପକ୍ଷ ରୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳି ସାରିଛି ।
କଡ଼କନାଥ୍ କୁକୁଡ଼ା ର ରଙ୍ଗ , ରକ୍ତ , ହାଡ଼ ଓ ମାଂସ ସବୁ କଳା । ଏହି କଳା କୁକୁଡ଼ା ର ମାଂସ ଖାଇବା କୁ ଅଧିକ ଟେଷ୍ଟି ଓ ସ୍ୱାଦିଷ୍ଟ ଅଟେ ଏହି କଳା କୁକୁଡ଼ା ର ମାଂସ ଶରୀର ପାଇଁ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ l ଏହା ର ମାଂସ ଶରୀର ର ମୋଟାପଣ ଏବଂ କୋଲେଷ୍ଟ୍ରାଲ୍ ଭଳି ସମସ୍ୟା କୁ ଦୂର କରିଥାଏ l ଏହା କଡ଼କନାଥ୍ କୁକୁଡ଼ା ମାଂସ ତେଣୁ ଏହି କୁକୁଡ଼ା ଚାଷ କରିବା କୁ ଯାଉ ଛନ୍ତି ଧୋନି ।ଏହା ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।