ଦେଖନ୍ତୁ ଭିଡ଼ିଓ – ଶାଶୁ ଘରେ କେମିତି ଅଛନ୍ତି ନୂଆ ବାହା ହୋଇଥିବା ଅଭିନେତ୍ରୀ Archita Sahoo, ପ୍ରଥମ ଦିନରେ କଲେ ଏମିତି କାମ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ଅଲିଉଡ ଇଣ୍ଡଷ୍ଟ୍ରି ର ସବୁଠୁ ଲୋକପ୍ରିୟ ଯୋଡ଼ି ସବ୍ୟ ଅର୍ଚ୍ଚିତା ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ଗତ କାଲି ବିବାହ ସାରି ସବ୍ୟ ଅର୍ଚ୍ଚିତା ରାଜସ୍ଥାନ ରୁ ଓଡ଼ିଶା ଫେରି ଆସିଛନ୍ତି । ତେବେ ଅର୍ଚ୍ଚିତା ସାହୁ ଓଡ଼ିଶା ଫେରି ସାରିବା ପରେ ବର୍ତ୍ତମାନ ଶାଶୁଘରେ ଅଛନ୍ତି । ତେବେ ଅର୍ଚ୍ଚିତା ଶାଶୁଘରେ କେମିତି ଅଛନ୍ତି ଓ ତାଙ୍କ ଶାଶୁଘରେ କିଏ କିଏ ଅଛନ୍ତି ଅର୍ଥାତ୍ ସବ୍ୟ ଙ୍କ ପରିବାର ରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ସବ୍ୟ ଅର୍ଚ୍ଚିତା ଙ୍କ ବାହାଘର। ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏହି ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ବର୍ତ୍ତମାନ ମିଡ଼ିଆ ର ଲାଇମ ଲାଇଟ୍ ପାଲଟି ଯାଇଛନ୍ତି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଆଉ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚା ର ବିଷୟ ପାଲଟି ଅଛି ଯେ ଅର୍ଚ୍ଚିତା ସାହୁ ବିବାହ ପରେ ନିଜ ଶାଶୁଘରେ କିପରି ଅଛନ୍ତି । ଆଉ ବର୍ତ୍ତମାନ ଯଦି ଆପଣ ଦେଖିବେ ତେବେ ଅର୍ଚ୍ଚିତା ଙ୍କ ଶାଶୁଘର ର ଦୁଇ ଟି ତିନୋଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଏହି ସବୁ ଫଟୋ ରେ ଆପଣ ଅର୍ଚ୍ଚିତା ଙ୍କ ଶାଶୁଘର ପରିବାର ରେ କିଏ କିଏ ଅଛନ୍ତି ଆପଣ ଦେଖିବାକୁ ପାଇବେ ।

ଏହା ସହିତ ଏହି ସବୁ ଫଟୋ ରୁ ଜଣା ପଡିଛି ଯେ ଶାଶୁଘରେ ଅର୍ଚ୍ଚିତା ଖୁବ୍ ଭଲ ରେ ଅଛନ୍ତି। ତେବେ ସବ୍ୟ ଅର୍ଚ୍ଚିତା ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା ।
ଆଉ ବିବାହ ପରେ ସେ ନିଜ ଅଭିନୟ କ୍ୟାରିୟର କୁ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଯଦି ଆମେ ସବ୍ୟ ଅର୍ଚ୍ଚିତା ଙ୍କ ଫିଲ୍ମ୍ କ୍ୟାରିୟର ବିଷୟ ରେ କହିବା ସେମାନେ ଦୁହେଁ ଅନେକ ଫିଲ୍ମ୍ ରେ ସେଥିରେ ନଜର ଆସିଛନ୍ତି । ଅନେକ ହିଟ୍ ଫିଲ୍ମ୍ ସେ ଅଲିଉଡ କୁ ଭେଟି ଭାବରେ ଦେଇଛନ୍ତି । ଲୋକ ମାନେ ସବ୍ୟ ଅର୍ଚ୍ଚିତା ଙ୍କ ଯୋଡ଼ି କୁ ଖୁବ୍ ପସନ୍ଦ କରନ୍ତି ସେଥିପାଇଁ ତାଙ୍କର ସବୁ ଫିଲ୍ମ୍ ପ୍ରାୟ ସୁପର୍ ହିଟ୍ ହୋଇଥାଏ।

ବର୍ତ୍ତମାନ ସବ୍ୟସାଚୀ ନିଜ ବୈବାହିକ ଜୀବନ ଆଉ ଥରେ ନୂଆ କରି ଆରମ୍ଭ କରିଛନ୍ତି ଅଲିଉଡ ନାୟିକା ଅର୍ଚ୍ଚିତା ଙ୍କ ସହିତ । ଆଶା କରୁଛୁ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।