ଶରୀରର ସମସ୍ତ ଚିହ୍ନି କୁ ସମ୍ପୂର୍ଣ ଭଲ କରନ୍ତୁ, ଏହି ଛୋଟିଆ ଘରୋଇ ଉପାୟ ମାଧ୍ୟମରେ – Ramdev Health Tips

ବର୍ତମାନ ସମସ୍ତେ ଶରୀର ର ଚିହ୍ନି ଭଲ ହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ ଏହି ଚିହ୍ନି ଫରକ ଜଣା ପଡିଥାଏ l ଆପଣ ସେତେବେଳେ ନିଜର ଏହି ଚିହ୍ନି ପାଈଁ ବ୍ୟସ୍ତ ହୋଇଥାନ୍ତି l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନ ସଫା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି l ଆମେ ଆପଣକୁ ଏମିତି ଏକା ଘର ତିଆରି ଫେସିଆଲ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର ସାତ ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଗୋରା ହୋଇଯିବେ l ବିଶେଷ ରୂପେ ମହିଳା ମାନେ ଗୋରା ହେବା ପାଈଁ ଇଛା କରିଥାନ୍ତି l ତେଣୁ ଏହି ସାମଗ୍ରୀ କୁ ଅତି ସହଜରେ ବ୍ୟବହାର କରିବେ l

ପ୍ରଥମେ ଗୋଟିଏ ପିଆଜ ନିୟନ୍ତୁ, ଆଉ ଗୋଟିଏ ପତ୍ର ନିୟନ୍ତୁ l ଏହି ପିଆଜ କୁ ପେଷ୍ଟ କରି ଦିଅନ୍ତୁ ପରେ ଏହି ପେଷ୍ଟ ରୁ ଜୁସ ବାହାର କରନ୍ତୁ l ଏହି ଜୁସ ରେ ଅଳ୍ପ ନଡ଼ିଆ ତେଲ ମିଶାଇ ଦିଅନ୍ତୁ l ଏହି ସବୁ କରି ସରିଲା ପରେ ଏହି ସାମଗ୍ରୀ କୁ ସକାଳ ଓ ରାତିରେ ଏହି ଚିହ୍ନି ବା ଦାଗ ଉପରେ ଘଷି ଘଷି ଦିଅନ୍ତୁ ପରେ ଭଲ ହୋଇ ଯିବ l

ଏବେ ଚାଲନ୍ତୁ ଜାଣିବା ଆଉ ଗୋଟିଏ ଉପାୟ ତିଆରି କରିବେ ଏହି ସାମଗ୍ରୀ କୁ l ପ୍ରଥମେ ଏକ ଛୋଟ କାଚ ପାତ୍ର ନିୟନ୍ତୁ l ତାପରେ ରସୁଣ ଟିକୁ ଛୁରୀରେ କଟି ଦିୟନ୍ତୁ କାଟିଲl ପରେ ଏହାକୁ ପୁରା ପ୍ଲେନ କରନ୍ତୁ ଯାହାକୁ ଆପଣ ଗ୍ରାଇଣ୍ଡର କରିପାରିବେ l ଗ୍ରାଇଣ୍ଡର କରିବା ପରେ ତାହାକୁ ଛକିନି ଦ୍ୱାରା ପୁଣି ଛାଣି ନିୟନ୍ତୁ l ପରେ ଏହି ଜୁସ କୁ ଷ୍ଟିକର ଦ୍ୱାରା ଏହି ଚିହ୍ନି ରେ ଲଗେଇ ଦିଅନ୍ତୁ ଭଲ ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।