( ଶନିବାର ଦିନ ) – ଏହି ୮ଟି କାମ କଲେ | ଆପଣ ହୋଇଜିବେ ଭିକାରୀ
ଶାସ୍ତ୍ର ରେ ବର୍ଣ୍ଣିତ ଅଛି ଯେ ସମସ୍ତ ଦେବତା ମାନଙ୍କର ଗୋଟିଏ ପ୍ରିୟ ଦିବସ ଟି ଥାଏ l ସେହି ଦିବସ ଅନୁସାରେ ସେହି ଦେବତା ମାନଙ୍କୁ ଅତି ଆଡମ୍ବର ର ସହିତ ପୂଜା ଅର୍ଚନା କରାଯାଏ l ସାଧାରଣତଃ କୁହାଯାଏ ଯେ ଶନିବାର ସନିଦେବ ଙ୍କର ପ୍ରିୟ ଦିବସ l ଏହି ଦିବସରେ ତାଙ୍କୁ ମନ ଓ ଭକ୍ତି ରେ ପୂଜା ଅର୍ଚନା କଲେ ସମସ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହୁଏ l ତେଣୁ ସନିଦେବ ଙ୍କୁ ସମସ୍ତେ ନିୟମ ଆଦି ଦ୍ୱାରl ପୂଜା ପାଠ କରାଯାଏ l
ଶନି ଦେବ ଙ୍କୁ କର୍ମ ଫଳ ଦାତା ବୋଲି କୁହାଯାଏ l ଶନି ଦେବ ସମସ୍ତ ଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି l ଯେ ଯେମିତି କର୍ମ କରେ ସେ ସେମିତି ଫଳ ପାଇ ଥାଏ l ତେଣୁ ଶନିବାର ଦିନ କିଛି ଜିନିଷ ଆଣିବା ପାଈଁ ମନା କରାଯାଏ l ସେ ଜିନିଷ ଗୁଡିକ ହେଉଛି :-
1, ଲୁହା. ଲୁହା ଘରକୁ ଶନିବାର ଦିନ ଆଣିଲେ ସନିଦେବ ଙ୍କର କୋପ ଦୃଷ୍ଟି ପରିବାର ଉପରେ ପଡି ଥାଏ l କିନ୍ତୁ ଏହି ଦିନ ଲୁହା ଦାନ କଲେ ସନିଦେବ ଙ୍କ ଆଶୀର୍ବାଦ ମିଳିଥାଏ l
2, ଚମଡା ର ପ୍ରସ୍ତୁତ ଜିନିଷ. ଏହି ଚମଡା ଜିନିଷ ଘରକୁ ଆଣିଲେ ଗୃହ ରେ ଦରିଦ୍ରତା ସୃଷ୍ଟି ହୋଇ ଥାଏ l
3, ତେଲ. ଶନିବାର ଦିନ କୌଣସି ପ୍ରକାର ତେଲ ଘର କୁ ଆଣିବା ନାହିଁ ଯଦି ଆଣିବା ଅଜାଣତ ରେ ବିଭିନ୍ନ ପ୍ରକlର ରୋଗ ହୋଇଥାଏ l କିନ୍ତୁ ଶନିବାର ଦିନ ସୋରିଷ ତେଲ ଶନି ଦେବ ଉପରେ ଢ଼ାଳିଲେ ସବୁ ଦୁଃଖ ଦୂର ହୋଇଥାଏ l
4, କୋଇଲା. କୋଇଲା କୁ ଭୁଲ ରେ ବି ଶନିବାର ଦିନ ଘର କୁ ଆଣନ୍ତୁ ନାହିଁ ଏହି କୋଇଲା ରେ ସନିଦେବ ଘରକୁ ଆସିପାରନ୍ତି l ଯାହା ଦ୍ୱାରା ଦୁଃଖ ଘରକୁ ଆସିଥାଏ l
5, ଝାଡୁ. ଝାଡୁ ଶନିବାର ଦିନ ଘରକୁ ଆଣିଲେ ଦରିଦ୍ରତା ବୃଦ୍ଧି ହୋଇ ଥାଏ l
6, ରାଶି. ଶନିବାର ଦିନ ରାଶି ଘରକୁ ଆଣିଲେ ଘରକୁ ବିପଦ ମାଡି ଆସିଥାଏ l କିନ୍ତୁ ସେହି ବାର ଦିନ ରାଶି ଦାନ କଲେ କଷ୍ଟ ଦୂର ହୋଇ ଥାଏ l
7, ଲୁଣ. ଲୁଣ କୁ ଶନିବାର ଦିନ ଘରକୁ ଆଣିଲେ ଘରେ ଋଣ ବଢ଼ି ଥାଏ l
8, କଳି ବା କଳା ଜିନିଷ. ଶନିବାର ଦିନ କଳା ଜିନିଷ ଘରକୁ ଆଣିଲେ ବିଭିନ୍ନ ପ୍ରକାର କଳଙ୍କ ଦେହରେ ଲାଗି ଥାଏ l
ତେଣୁ ଶନିବାର ଦିନ ଏହି ଆଠ ଟି ଜିନିଷ ଭୁଲ ରେ ବି ଘରକୁ ଆଣନ୍ତୁ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।