ଶାନଦାର ଅଫର ! ମାତ୍ର ୧ ଟଙ୍କା ଦେଲେ ମିଳିବ ବାଇକ ଏବଂ ସ୍କୁଟି, ଶୀଘ୍ର କରନ୍ତୁ ଏହି କାମ

ଆଗକୁ ଆସୁଛି ପୂଜା ଏବଂ ପର୍ବ ପର୍ବାଣୀ ର ମାହଲ। ଆଉ ଏହି ସମୟରେ ନୂଆ ଗାଡି ଆଣିବା ପାଇଁ କିଏ ବା ନ ଚାହିଁବ। ସମସ୍ତେ ନିଜ ନିଜ ପସନ୍ଦର ଦୁଇ ଚକିଆ ଯାନ ଆଣିବା ପାଇଁ ମନ ବଳେଇ ଥାଆନ୍ତି।ଆଉ ଠିକ୍ ଏହି ସମୟରେ ଆପଣଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଯାଉଛି ଫେଡେରାଲ୍ ବ୍ୟାଙ୍କ୍।ଯଦି ଆପଣ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖୁସି ଖବର।

ଆଗକୁ ପର୍ବ ପର୍ବାଣୀ ର ମାହଲ ଜମିବାକୁ ଯାଉଛି।ତେଣୁ ଆଦୌ ଡେରି ନକରି ଆପଣଙ୍କ ସ୍ବପ୍ନକୁ କରନ୍ତୁ ସାକାର।ତେବେ ଆସନ୍ତୁ ଜାଣିବା କେମିତି ଏହି ଅଫର୍ ର ଲାଭ ଆପଣ ଉଠାଇବେ।

କେବଳ ଗୋଟିଏ ଟଙ୍କା ଦେଇ ଆପଣ ନିଜ ପସନ୍ଦର ସ୍କୁଟି କିମ୍ବା ବାଇକ୍ କୁ ଘରକୁ ଆଣି ପାରିବେ।ଏହି ପର୍ବାଣୀ ର ଶିଯିନ ରେ ଫେଡେରାଲ୍ ବ୍ୟାଙ୍କ୍ ଏମିତି ଏକ ସୁଯୋଗ ର ସୁବିଧା ସୃଷ୍ଟି କରିଛି ଯେଉଁଥିରେ ଆପଣ ମାତ୍ର ଏକ ଟଙ୍କା ଦେଇ କିଣି ପାରିବେ ଦୁଇ ଚକିଆ ଯାନ।ଫେଡେରାଲ୍ ବ୍ୟାଙ୍କ୍ ର ଗ୍ରାହକ ମାନେ ସେମାନଙ୍କର ଫେଡେରାଲ୍ ବ୍ୟାଙ୍କ୍ ଡେବିଟ କାର୍ଡ ଇଏମଆଇ ମାଧ୍ୟମରେ ଏହି ସୁବିଧାର ଲାଭ ଉଠାଇ ପାରିବେ।

ଏଥିପାଇଁ ଆପଣଙ୍କ ନିକଟରେ ଫେଡେରାଲ୍ ବ୍ୟାଙ୍କ୍ ର ଡେବିଟ କାର୍ଡ ଥିବା ଦରକାର୍।ତେବେ ଫେଡେରାଲ୍ ବ୍ୟାଙ୍କ୍ ର ଡେବିଟ କାର୍ଡ ବ୍ୟବହାର କରି ଆପଣ ସବୁ କମ୍ପାନୀ ର ଗାଡ଼ି କିଣି ପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ କେବଳ ୩ ଟି କମ୍ପାନୀର ଗାଡ଼ି କିଣିବାକୁ ସୁଯୋଗ ମିଳିବ।

ଏହି ତିନି ଟି ଗାଡ଼ି କମ୍ପାନୀ ଗୁଡ଼ିକ ହେଲେ ହୋଣ୍ଡା, ହିରୋ ଏବଂ ଟିଭିଏସ। ଏହି କମ୍ପାନୀ ର ଗାଡ଼ି ଗୁଡ଼ିକୁ ଆପଣ ବିନା ପ୍ରୋଷେଶୀଙ୍ଗ ଫି ଦେଇ ଆଣି ପାରିବେ। ଏଥିପାଇଁ ଥିବା ସମସ୍ତ ପ୍ରକ୍ରିୟା ମଧ୍ୟ ଅନ୍ ଲାଇନ୍ ରେ ଉପଲବ୍ଧ ହେବ। ସବୁଠାରୁ ବଡ଼ କଥା ହେଲା ଗାଡ଼ି କିଣିବା ପାଇଁ ଏବଂ ପରେ ଆପଣଙ୍କୁ ଯେଉଁ କାଗଜ ପତ୍ର କାମ କରିବାକୁ ପଡ଼ିଥାଏ ସେଥିପାଇଁ ବାରମ୍ବାର ଶୋ ରୁମ୍ କୁ ଯିବାର ଆବଶ୍ୟକ ନାହିଁ।

ଆପଣ ଅନ୍ ଲାଇନ୍ ରେ ଏସବୁ କୁ ପୂରଣ କରି ଏହାର ପ୍ରକ୍ରିୟା କୁ ଶେଷ କରି ପାରିବେ। ଏଥିପାଇଁ ଆପଣଙ୍କୁ ଆଦୌ ପ୍ରକ୍ରିୟା କରଣ ବାବଦକୁ ଟଙ୍କା ଦେବାକୁ ପଡିବ ନାହିଁ । ତେବେ ଆପଣ ଏହି ଅଫର୍ ପାଇବା ପାଇଁ ଉପଲବ୍ଧ ଥିବା EMI ର ଅବଧି ୩ ମାସ ଠାରୁ ୯ ମାସ ପର୍ଯ୍ୟନ୍ତ ର ବିକଳ୍ପ କୁ ବାଛିବାକୁ ପଡ଼ିବ।

ତେବେ ଏହି ଅଫର୍ ପାଇଁ ଆପଣ ଯୋଗ୍ୟ କି ନାହିଁ ଜାଣିବା ପାଇଁ ଆପଣଙ୍କୁ DC<space>EMI ଲେଖି ଏହାକୁ ,5676762 ନମ୍ୱର୍ କୁ ମେସେଜ ପଠାଇବାକୁ ପଡ଼ିବ ଅଥବା 7812900900 ନମ୍ୱର୍ ରେ ମିସ୍ କଲ୍ ଦେବାକୁ ପଡ଼ିବ।ଏହା ବ୍ୟତୀତ ହୋଣ୍ଡା କମ୍ପାନୀ ର ସ୍କୁଟି କିମ୍ବା ବାଇକ୍ କିଣିବା ଉପରେ 5% ପର୍ଯ୍ୟନ୍ତ କେଶ୍ ବ୍ୟାକ୍ ଅଫର୍ ମଧ୍ୟ ରହିଛି।ଏଥିପାଇଁ ଗ୍ରାହକଙ୍କୁ ସର୍ବନିମ୍ନ 30,000 ଟଙ୍କାର ସାମଗ୍ରୀ କିଣିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।