ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଶାଳୀକୁ ଗଛରେ ବାନ୍ଧି ପିଟିଲେ ଭିଣୋଇ, ଶେଷରେ ଭିଡ଼ିଓ କରି ସୋସିଆଲ ମିଡିଆରେ କଲେ ଭାଇରାଲ…….

ଏବେ ସମାଜରେ ଲୋକ ମାନେ ଏତେ କଳୁଷିତ ହେଲେଣି ଯାହାକି ଧନ ସମ୍ପତି ପାଇଁ ସମସ୍ତ ପ୍ରକାର ସମ୍ପର୍କ କୁ ଭୁଲି ସେମାନେ ଗଣ୍ଡଗୋଳ କରୁ ଛନ୍ତି l ସମସ୍ତ ଲୋକ ଧନ ଟଙ୍କା ପଇସା ପାଇଁ ସମସ୍ତ ସମ୍ପର୍କ କୁ ତୁଟି ଦେଉ ଛନ୍ତି l ସେହି ପରି ଘଟଣା ଏବେ ନୀଳ ଗିରି ରେ ଘଟିଛି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ l
ସଂସାର ରେ ଲୋକ ମାନ ଙ୍କର ବସ ବାସ ପାଇଁ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭର ଶିଳ ହୋଇ ଥାନ୍ତି l

ସମାଜରେ ମାଆ ଝିଅ, ସ୍ୱାମୀ ସ୍ତ୍ରୀ , ଭାଇ ଭଉଣୀ, ଭାଇ ଭାଇ, ଭଉଣୀ ଭଉଣୀ ମଧ୍ୟରେ ସୁନ୍ଦର ସମ୍ପର୍କ ରହି ଥାଏ l ସଂସାର ରେ ସମସ୍ତେ ସମାନ l ବାପ ମାଆ ପାଖ ରୁ ଜନ୍ମ ହୋଇ ଥିବା ସମସ୍ତ ପିଲା ଙ୍କର ସମାନ ଭାଗ ରହିଛି ତାଙ୍କର ଧନ ସମ୍ପତି ଉପରେ l

ଏହି ନୀଳଗିରି ରେ ଏକ ଏମିତି ଘଟଣା ଘଟିଛି l ତାଙ୍କର ନାମ ସୁଧୀର ତାଙ୍କର ଦୁଇ ଝିଅ ଥିଲେ l ତାଙ୍କର ବଡ଼ ଝିଅ ସେ ନିଜର ଗ୍ରାମ ର ଗୋଟିଏ ପୁଅ କୁ ଭଲ ପାଇଁ ବିବାହ କରି ଥିଲେ l କିନ୍ତୁ ସେ ବିବାହ କରି ଥିବା ପୁଅ କୁ ତାଙ୍କରକିଛି ଧନ ସମ୍ପତି ନ ଥିଲା l ଝିଅ ଟି ଭଲ ପାଇଁ ବିବାହ କରିବା ଦ୍ୱାରା ତାଙ୍କର ବାପ ମାଆ ତାଙ୍କୁ ଭଲ ପାଉ ନଥିଲେ l

ସେଥି ପାଇଁ ଝିଅ ତାର ବାପ ଘର କୁ କେବେ ଆସେ ନାହିଁ l ଏହି ସମୟ ମଧ୍ୟରେ ଝିଅ ର ବାପ ର ମୃତୁ ହୋଇ ଗଲା l ସେତେ ବେଳ କୁ ଝିଅ ର ଗୋଟିଏ ପୁଅ ହୋଇ ଯାଇ ଥିଲା l କିନ୍ତୁ ତାର ବାପ ଘରେ କେବଳ ତାର ମାଆ ଓ ସାନ ଭଉଣୀ ରହି ଥିଲେ l କିଛି ବର୍ଷ ପରେ ବିବାହିତ ଝିଅ ର ପୁଅ ଟି ବାଦ ହୋଇ ଗଲା l

ତାର ବାପ ଘରେ ଦିନେ ତାର ମାଆ ନିଜର କାମ ପାଇଁ ଘରୁ ବାହାର କୁ ଯାଇ ଥିଲେ l ଏହି ସମୟ ରେ ସେ ଝିଅ ର ଭିଣୋଇ , ଭଉଣୀ , ଓ ପୁତୁରା ଆସି ତାର ଶାଳୀ କୁ ଘର ଆଗରେ ଥିବା ନଡ଼ିଆ ଗଛ ରେ ବାନ୍ଧି ଦେଇ ଥିଲେ l ପରେ ଶାଳୀ କୁ ଭିଣୋଇ ଆସି ତାକୁ ଅଶ୍ଳୀଳ ଭାବରେ ମାଡ ମରି ଛନ୍ତି l ତାଙ୍କ ପରେ ନିଜର ଭଉଣୀ ଓ ପୁତୁରା ମଧ୍ୟ ମାଡ ମରି ସମ୍ପତି କୁ ହଡପ କରିଛନ୍ତି l

ଏହା ପରେ ପୋଲିସ ଆସି ଏହି ଘଟଣା ର ତଦନ୍ତ କରି ଛନ୍ତି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।