VIRAL ଭିଡ଼ିଓ – ଗୋପାଳର ଦେହ ଭଲ ନାହିଁ ,କାଲି ଓଡ଼ିଶା ଫେରିପାରେ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଅଭିଯୁକ୍ତ ବହିସ୍କୃତ ଏସଆଇ ଗୋପାଳକୃଷ୍ଣ ଦାସ ଙ୍କର ନାର୍କ ଟେଷ୍ଟ କାଲି ହୋଇ ନାହିଁ ଯାହାକି ଏହି ନାର୍କ ଟେଷ୍ଟ ଆଜି ହେବ ବୋଲି ଜଣା ପଡିଛି | କାରଣ ଗତ କାଲି ଗୋପାଳ ର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ଯେଉଁଥି ପାଇଁ ନାର୍କ ଟେଷ୍ଟ ହୋଇ ପାରି ନଥିଲା ଆଉ କୁହାଯାଉଛି କି ଆଜି ହିଁ ନାର୍କ ଟେଷ୍ଟ ହେବ |

ଆଜି ଟେଷ୍ଟ ହୋଇ ସାରିବା ପରେ ଆଜି କିମ୍ବା କାଲି ଅଭିଯୁକ୍ତ ବହିସ୍କୃତ ଏସଆଇ ଗୋପାଳ ଓଡ଼ିଶା ଆସି ପାରେ | ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ରେ ଅଭିଯୁକ୍ତ ବହିସ୍କୃତ ଏସଆଇ ଗୋପାଳ ଦାସ ର ନାର୍କ ଟେଷ୍ଟ ଆଜି ହେବ | ଯାହାକି କାଲି ହେବାର ଥିଲା ଅର୍ଥାତ ଶୁକ୍ରବାର ଦିନ ତାର ନାର୍କ ଟେଷ୍ଟ ହୋଇ ପାରିଲା ନାହିଁ କାରଣ ତାର କିଛି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଲା |

 ଗୋପାଳ ର ଦେହ ଖରାପ ହେଲା ଗୋପାଳ କୁଆଡେ ଅସୁସ୍ଥ ହୋଇ ପଡ଼ିଲା ସେଥିପାଇଁ ଏହି ଟେଷ୍ଟ କୁ ବାତିଲ କରି ଦିଆଗଲା | ଆଉ ଶନିବାର ତାର ଟେଷ୍ଟ କରାଯାଇଛି ଯାହାକି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି |

ବର୍ତ୍ତମାନ ଗୁଜୁରାଟ ର ଅମ୍ଲାବାଦ ରେ ଗୋପାଳ ର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଉଛି ଆଉ ଯଦି କାଲି ଅପେକ୍ଷା ତାର ସ୍ୱାସ୍ଥ୍ୟ ଠିକ ଥାଏ କାଲି ଅପେକ୍ଷା ଆଜି ଯଦି ସେ ସୁସ୍ଥ ଥାଏ ଆଉ ଯଦି ତାର କିଛି ସମସ୍ୟା ନଥାଏ ତେବେ ଗୋପାଳ ର ଆଜି ହିଁ ନାର୍କ ଟେଷ୍ଟ ହେବ |

 ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ ମଧ୍ୟ ହୋଇ ଥିଲା ଆଉ ତାପରେ ହୃଦରୋଗ ସମସ୍ୟା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇ ଥିଲା | ସେଥିରେ କିଛି ସମସ୍ୟା ଥିବାରୁ ଗତ କାଲି ତାର ନାର୍କ ଟେଷ୍ଟ ହୋଇ ପାରି ନାହିଁ ଯାହାକି ଆଜି ନାର୍କ ଟେଷ୍ଟ ହେବ |

ଯଦି ଗୋପାଳ ସୁସ୍ଥ ଥାଏ ଗୋପାଳ ର ସ୍ୱାସ୍ଥ୍ୟ ଗତ ସମସ୍ୟା କିଛି ନଥାଏ ତେବେ ତାର ଆଜି ନାର୍କ ଟେଷ୍ଟ ହେବ ଆଉ ଏହାପରେ ଆଜି କିମ୍ବା ଆସନ୍ତା କାଲି ବା ରବିବାର ଦିନ ଗୋପାଳ କୁ ଓଡ଼ିଶା ଅଣାଯିବ ବୋଲି ଏକ ବିଶେଷ ସୂତ୍ର ରୁ ଖବର ମିଳିଛି |

ଆଉ କୁହା ଯାଇଛି କି ଏହାରି ଭିତରେ ଗୋପାଳ କୁ କିଛି ଇଞ୍ଜେକ୍ସନ ମଧ୍ୟ ଦିଆ ଯାଇଛି ଆଉ ତାହା ଠାରୁ ବଡ଼ କଥା ହେଉଛି ଗୋପାଳ ଶରୀର କୁ ସୁସ୍ଥ କରିବା ପାଇଁ କିଛି ଔଷଧ ମଧ୍ୟ ଦିଆ ଯାଇଛି |

ତେବେ ଦେଖିବା ପାଇଁ ବାକି ରହିଲା କି ଗୋପାଳ ର ନାର୍କ ଟେଷ୍ଟ ଆଜି ସରିବା ପରେ ଆଜି ନା ଆସନ୍ତା କାଲି ଅଭିଯୁକ୍ତ ଗୋପାଳ ଦାସ ଓଡ଼ିଶା ଫେରୁଛି | ଆଉ ତାପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ହତ୍ୟା ଘଟଣାର କେବେ ପ୍ରକୃତ ସତ ସାମ୍ନାକୁ ଆସୁଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।