ଶେଷକିସାନ ଙ୍କ ବାହାଘର ପରେ ପ୍ରଥମ ଥର ପାଇଁ ଜୟଶ୍ରୀ ହେଲେ ଅମାନିଆ…ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..

ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିଦ୍ୟା ଓ ବୁଦ୍ଧି ରେ ସଫଳତା ହାସଲ କରି ପାରି ଥାଆନ୍ତି ଏମିତି କି କୃଷି ଟିଏ ମଧ୍ୟ ଯଦି ପରିଶ୍ରମ କରିବ ତେବେ ସେ ବି ଦିନେ ନା ଦିନେ ତା ଲକ୍ଷ୍ୟ ରେ ପହଞ୍ଚି ପାରିବ | ତେବେ ସୋସିଆଲ ମିଡ଼ିଆ ରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ତାଙ୍କ ନିଜ କାର୍ଯ୍ୟ ଦ୍ୱାରା ସବୁବେଳେ ପ୍ରଶଂସା ର ପାତ୍ର ହୋଇ ଥାଆନ୍ତି | ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେଷ କିସାନ ଯିଏ କି ନିଜ ଟ୍ୟାଲେଣ୍ଟ ଓ ଅଧବସାୟ ବଳରେ କଠିନ ରୁ କଠିନ ପରିଶ୍ରମ କରି ବେସ ଉପରକୁ ଉଠି ପାରିଛନ୍ତି |

ଆଉ ଯେଉଁଥିରେ ଆମ ଓଡିଶାରୁ ଯାଇଥିଲା ଲୋକ ଜଣଙ୍କ ଜର୍ମାନୀ ରେ ତାଙ୍କର ପ୍ରଭୁତ ବିସ୍ତାର କରିବାକୁ ଲାଗିଛନ୍ତି | ଯାହା ଦ୍ୱାରା ସମସ୍ତ ଓଡ଼ିଶା ବାସୀ ତାଙ୍କର କାର୍ଯ୍ୟ ରେ ଏହି କିସାନ ଙ୍କ ପ୍ରତି ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି |

ତେବେ କିସାନ ଏକ ଲାଇଭ ରେ ଆସିଛନ୍ତି ଯେଉଁଥିରେ କି ଲୋକ ମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି ଆଉ ତାହାର ସେ ଉତ୍ତର ମଧ୍ୟ ରଖିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁସି ଭାଇରାଲ ହେବାରେ ଲାଗିଛି | ତେବେ ଆସନ୍ତୁ ସେ କଣ କହିଛନ୍ତି ସେହି ସମ୍ପର୍କ ରେ ଜାଣିବା |

ସେ କିଛି କଥା ସେୟାର କରି ଥିଲେ ଆଉ କହି ଥିଲେ କି ସେ ପ୍ରଥମେ ଏକ କଫି ସପ କୁ ଯାଇ ଥିଲେ ଯେଉଁଠି କି ତାଙ୍କ ସହ ଏକ ଚିହ୍ନା ବ୍ୟକ୍ତି ଜଣେ ଦେଖା ହୋଇ ଥିଲେ, ଏହାପରେ ସେ ବେସ ଖୁସି ମନରେ କଫି ସପ ରୁ କଫି ପିଇକି ବାହାରି ଥିଲେ |

ଆଉ ସେପଟେ କିସାନ ଙ୍କ ସ୍ତ୍ରୀ ଜୟଶ୍ରୀ ତାଙ୍କର ଶାଶୂ ଘରର ଲୋକ ଙ୍କ ପାଇଁ ଚିଙ୍ଗୁଡ଼ି ଆଣିବା ପାଇଁ ଯାଇଛି ଚିଙ୍ଗୁଡ଼ି ଝିଲ କୁ ଆଉ ସେଠାରେ ଚିଙ୍ଗୁଡ଼ି ଚାଷ କରାଯାଉଥିବା ଜମି ଗୁଡିକୁ ମଧ୍ୟ ଦେଖାଇବାକୁ ଲାଗିଛନ୍ତି | ଆଉ ଯେମିତି ଛୋଟ ଛୋଟ ପୋଖରୀ ତିଆରି କରିକି ସେଠାରେ ଚିଙ୍ଗୁଡ଼ି ଚାଷ କରାଯାଉଛି ତାହା ମଧ୍ୟ ଜୟଶ୍ରୀ ଦେଖାଇଛନ୍ତି | ଆଉ ଆସିବା ଲେଟ ହୋଇ ଯିବାରୁ ଚିଙ୍ଗୁଡ଼ି ନ ପାଇ ସେଠାରୁ ଘରକୁ ଚାଲି ଆସି ଥିଲେ | ଆଉ ପରେ ପରେ ଜୁନିୟର ବୈଜ୍ଞାନିକ ଶେଷ କିସାନ ଙ୍କ ପାଖକୁ ଆସି ପ୍ରଶ୍ନ ର ଉତ୍ତର ଦେବା ପାଇଁ ଲାଗି ଥିଲେ |

ଏହାପରେ ଶେଷ କିସାନ ଙ୍କୁ ପଚରା ହୋଇ ଥିଲା କି ସେ ଓଡ଼ିଶା ରେ ଏମଏସି ପରେ ଜର୍ମାନୀ ରେ ପିଏଚଡି କରି ପାରିବେ କି ନାହିଁ | ଏହା ସହିତ ସେ ଜର୍ମାନୀ ରେ ରହି ଏତେ ଭଲ ଇଂରାଜୀ କେମିତି କହି ପାରୁଛନ୍ତି ବୋଲି ମଧ୍ୟ ପଚରା ହୋଇ ଥିଲା | ଯାହାର ଉତ୍ତର ରେ ସେ କହି ଥିଲେ କି କେହି ବି ମା ପେଟରୁ କିଛି ଶିଖି ନଥାନ୍ତି କିନ୍ତୁ ପରେ ପରେ ସମୟ କ୍ରମେ ଧୀରେ ଧୀରେ ସବୁ ଶିଖିବା ପାଇଁ ପଡ଼େ |