( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ଦିନରେ ଶେଷ ହେବ |
ଆପଣ ତ ଜାଣିଛନ୍ତି ମନୁଷ୍ୟ ର ବଡ଼ ଶତ୍ରୁ ଯଦି କିଏ ହୋଇ ଥାଏ ତେବେ ତାହା ହେଉଛି ରୋଗ ଯାହାକି ମନୁଷ୍ୟ କୁ ଖୁବ ଦୁର୍ବଳ କରି ଦେଇ ଥାଏ | ଆଉ ମଣିଷ ମଧ୍ୟ ଥରେ ରୋଗଗ୍ରସ୍ତ ହେଲେ ସେ ଦୁର୍ବଳ ହୋଇ ଆଉ କୌଣସି କାମ ଠିକ ଭାବରେ କରି ପାରେ ନାହିଁ | ତେବେ ଏହି ସବୁ ରୋଗ ଠାରୁ ମଧୁମେହ ରୋଗ ହେଉଛି ଅନ୍ୟତମ ଯାହାକି ପ୍ରାୟ ଲୋକ ଙ୍କ ଠାରେ ଦେଖିବା ପାଇଁ ମିଳୁଛି |
ତେବେ ଏହି ମଧୁମେହ ରୋଗ ବର୍ତ୍ତମାନ ସମୟରେ ଗମ୍ଭୀର ହୋଇ ଯାଇଛି ଯାହାକି ଏହି ରୋଗ ହେଲେ ଶରୀର କୁ ଧୀରେ ଧୀରେ ଫମ୍ପା କରି ଦେଇଥାଏ | ଏହି ଡାଇବେଟିସ ରୋଗ ହେଲେ କିଡ଼ନୀ ଖରାପ ହେବା, ଆଖି ରୋଗ, ସ୍କିନ ଖରାପ ହେବା ଏବଂ କେଶ ଝଡ଼ିବା ଭଳି ଅନେକ ସମସ୍ୟା ଦେଖା ଯାଇଥାଏ |
ତେବେ ଆଜିଆମେ ଏକ କାଢ଼ା ସମ୍ପର୍କ ରେ କହିବୁ ଯାହାକୁ ସେବନ କରିବା ଦ୍ୱାରା ସୁଗାର 380 ହେଉ ବା 480 ହେଉ ମାତ୍ର 7 ଦିନରେ ନିୟନ୍ତ୍ରଣ କୁ ଆସିଯିବ | ତେବେ ଆସନ୍ତୁ ଜାଣିବା ଏହି କାଢ଼ା ଟିକୁ କିପରି ପ୍ରସ୍ତୁତ କରାଯାଏ |
ଆବଶ୍ୟକ ସାମଗ୍ରୀ :-
1. ମେଥି, 2. ଭୃସଙ୍ଗ ପତ୍ର, 3. ଅଦା ଏବଂ 4. ଡାଲଚିନି ଗୁଣ୍ଡ |
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଏହି ଘରୋଇ କାଢ଼ା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ତାହାକୁ ଗ୍ୟାସ ରେ ବସାଇ ସେଥିରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ମେଥି ଦାନା ପକାନ୍ତୁ |
ମେଥି ଦାନା ରେ ଦୁଇ ପ୍ରକାର ର ଫାଇଭର ରହି ଥିବାରୁ ଏହା ମେଥି ଦାନା ଇନ୍ସୁଲେସନ ର ସେନ୍ସିଟିଭି କୁ ବଢ଼ାଇ ଥାଏ | ଯାହା ଦ୍ୱାରା ଡାଇବେଟିସ ରୋଗ ରେ ପୀଡିତ ହୋଇ ଥିବା ବ୍ୟକ୍ତି ଙ୍କର ସୁଗାର ଲେବୁଲ ନିୟନ୍ତ୍ରଣ ରେ ରହିଥାଏ |
ତେବେ ସେହି ଦୁଇ ଗ୍ଲାସ ପାଣିରେ 15 ରୁ 20ଟି ଭୃସଙ୍ଗ ପତ୍ର ନେଇ ସେହି ପାଣିରେ ମିଶାନ୍ତୁ | ଏହାପରେ ଆବଶ୍ୟକ ପଡ଼ିବ ଅଦା ଯାହା ନେଚୁରାଲ ପେନକିଲର ଭଳି କାମ କରି ଥାଏ ଏବଂ ଏହା ଆମ ସୁଗାର ଲେବୁଲ କୁ ନିୟନ୍ତ୍ରଣ ରେ ରଖି ଥାଏ |
ଅଦା ପକାଇ ସାରିବା ପରେ ଏଥିରେ ଡାଲଚିନି ପ୍ରୟୋଗ କରନ୍ତୁ | ଏହି ଆୟୁର୍ବେଦିକ ଡାଲଚିନି ଡାଇବେଟିସ ସମସ୍ୟା କୁ ଦୂର କରିବା ପାଇଁ ଏକ ଭଲ ଉପଚାର ଅଟେ | ତେବେ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଅଧା ନ ହୋଇ ଯାଇଛି | ଏହା 5ରୁ 6 ମିନିଟ ଫୁଟି ସାରିଲା ପରେ ତାହାକୁ ଏକ ଗ୍ଲାସ ରେ ଛାଣି ନିଅନ୍ତୁ ଯାହା ଦ୍ୱାରା କାଢ଼ା ଟି ପ୍ରସ୍ତୁତ ହୋଇ ଯିବ |
ସେବନ ପ୍ରଣାଳୀ :-
ଏହାକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ ଏବଂ ସେବନ କରି ସାରିବା ର ଅଧ ଘଣ୍ଟା ପରେ ବ୍ରେକଫାଷ୍ଟ କରି ପାରିବେ | ଏହାକୁ ସେବନ କରିବା ଦ୍ୱାରା ଶରୀର ରେ ଇମ୍ୟୁନିଟି ଶକ୍ତି ବଢ଼ି ଥାଏ ଏବଂ ପାଚନକ୍ରିୟା, କଲେଷ୍ଟ୍ରୋଲ, ମୋଟାପଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ତେବେ ଏହାକୁ ଆପଣ 7 କି 8 ଦିନ ନିହାତି ସେବନ କରନ୍ତୁ ଦେଖିବେ ଡାଇବେଟିସ ସମସ୍ୟା ଦୂର ହୋଇ ଯିବ |