ସାଧାରଣ ପ୍ରଶ୍ନ— 1984 ମସିହାରେ ବ୍ଲୁ ଷ୍ଟାର ଅପରେସନ ସମୟରେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ? ଉତ୍ତର ଶିଘ୍ର କମେଣ୍ଟ ବକ୍ସରେ ଜଣାନ୍ତୁ …..
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।
ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।
ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ । ଏହି ସାଧାରଣ ପ୍ରଶ୍ନରେ ଆଜି ଆମେ ଆପଣ ମାନଙ୍କୁ ଭାରତର ରାଜନୈତିକ କ୍ଷେତ୍ରରେ କିଛି ସାଧାରଣ ପ୍ରଶ୍ନ ବିଷୟରେ କହିବୁ ।
1–ଜଣେ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଦରକାର ?
ଉତ୍ତର–35
2–ଭାରତର ସମ୍ବିଧାନ ପ୍ରାରମ୍ଭର କେଉଁ ତାରିଖ ଉଲ୍ଲେଖ କରାଯାଇଛି ?
ଉତ୍ତର–26/11/1949
3–1959 ରେ ପ୍ରଥମ ପଞ୍ଚାୟତ ରାଜ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ରାଜ୍ୟର ନାମ କଣ ?
ଉତ୍ତର–ରାଜସ୍ଥାନ
4–କିଏ ଇନ୍ଦିରା ଗାନ୍ଧୀଙ୍କର ହତ୍ୟା ପରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ?
ଉତ୍ତର–ରାଜୀବ ଗାନ୍ଧୀ
5–1984 ମସିହାରେ ବ୍ଲୁ ଷ୍ଟାର ଅପରେସନ ସମୟରେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
ଉତ୍ତର–ଇନ୍ଦିରା ଗାନ୍ଧୀ
6–କେଉଁ ବର୍ଷ ଭାରତ ସଂସଦରେ ପ୍ରଥମ ଲୋକପାଳ ବିଲ ଆଗତ କରାଯାଇଥିଲା ?
ଉତ୍ତର–1968
7–ପଦ୍ମ ଚିହ୍ନ କେଉଁ ଦଳର ପ୍ରତୀକ ?
ଉତ୍ତର–ବିଜେପି
8–ରାହୁଲ ଗାନ୍ଧିଙ୍କର ପିତାଙ୍କର ନାମ କଣ ଅଟେ ?
ଉତ୍ତର–ରାଜୀବ ଗାନ୍ଧି
9–ଆମ ଆଦମୀ ପାର୍ଟିର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର–ନୂଆ ଦିଲ୍ଲୀ
10–କିଏ ଭାରତର ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ ?
ଉତ୍ତର–ମୋରାଜୀ ଦୋସାଇ
11–କିଏ ବହୁଜନ ସମାଜ ପାର୍ଟିର ସଭାପତି ଅଟନ୍ତି ?
ଉତ୍ତର–ମାୟାବତୀ
12–କେଉଁ ମୁଖ୍ୟମନ୍ତ୍ରୀଙ୍କର ମାଧ୍ୟମ ନାମ ଗଙ୍ଗାଧର ରାଓ ଅଛି ?
ଉତ୍ତର–ଦେବେନ୍ଦ୍ର ଫଡନାଭିସ