ଓଃ..କି..ଡ୍ୟାନ୍ସ – ଏହି ସ୍କୁଲ ଝିଅ ଏମିତି ନାଚିଲେ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମନ ଖୁସି ହୋଇଯାଇଥାଏ । ଆଉ ସେହି ଭଳି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ସ୍କୁଲ ରେ ପଢ଼ୁଥିବା ଝିଅ ମାନଙ୍କର ଡାନ୍ସ ଭିଡିଓ । ଆଉ ଯେଉଁ ଡାନ୍ସ ଭିଡିଓ ଟିରେ ସ୍କୁଲ ରେ ପଢ଼ୁଥିବା ଝିଅ ମାନେ ସ୍କୁଲ ପ୍ରଗ୍ରାମ ରେ କରିବାକୁ ଲାଗିଛନ୍ତି ଡାନ୍ସ, ଆଉ ସମସ୍ତଙ୍କୁ ତାଙ୍କ ଡାନ୍ସ ରେ ଆତ୍ମ ବିଭୋର କରିବାକୁ ଲାଗୁଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ ଟି କେଉଁଠିକାର ତାହା ଏଠାରେ ସ୍ପଷ୍ଟ କରାଯାଇ ନାହିଁ ।ଆଉ ଯେଇଠି ସ୍କୁଲ ପ୍ରଗ୍ରାମ ରେ ୬ ଜଣ ଝିଅ ସ୍କୁଲ ଡ୍ରେସ ପିନ୍ଧି ନାଚିବାକୁ ଲାଗିଛନ୍ତି । ଆଉ ତାଙ୍କର ସେହି ଦମଦାର ଡାନ୍ସ ରେ ଉପସ୍ଥିତ ଥିବା ପିଲାଙ୍କ ସମେତ ସମସ୍ତଙ୍କର ମନକୁ ମଧ୍ୟ ବେଶ ହରଣ କରିବାକୁ ଲାଗିଛନ୍ତି ।
ଆଉ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଖୁସି ହୋଇଯିବେ ବୋଲି କୁହାଯାଉଛି ।ତେବେ ଏହି ଡାନ୍ସ ଟି ହେଉଛି ସିଙ୍ଖମାନ ହାଇ ସ୍କୁଲ ରେ । ଆଉ କୁହାଯାଉଛି କି ସ୍କୁଲ ରେ ଚାଲିବାକୁ ଲାଗିଥିଲା ଗୋଟିଏ ସ୍କୁଲ ପ୍ରଗ୍ରାମ ।ଯାହାକି ପ୍ରୋଗ୍ରାମ୍ ଟି ପରିବେଶ ସୁରକ୍ଷା କୁ ନେଇ ଆୟୋଜିତ ହୋଇଥିଲା।
ଆଉ ଯେଉଁଥିରେ ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଝିଅ ମାନେ। ଆଉ ଯାହା କୁହାଯାଉଛି କି ଏଠାରେ ସ୍ୱଚ୍ଛ ଭାରତ ଗୀତ ରେ ଦର୍ଶକ ମାନ ଙ୍କର ମନକୁ କିଣି ନେଇଛନ୍ତି ଏହି ଝିଅ ମାନେ ।
ଆଉ ଯାହା ପ୍ରଗ୍ରାମ ଦେଖୁଥିବା ପିଲାମାନଙ୍କ ସମେତ ଶିକ୍ଷକ ମାନେ ମଧ୍ୟ ସେହି ଡାନ୍ସ କୁ ଦେଖିବା ପରେ ଖୁସି ହେବା ସହିତ ପ୍ରସଂଶା ମଧ୍ୟ କରିବା ପାଇଁ ଲାଗି ପଡିଥିଲେ ସେହି ୬ ଜଣ ଝିଅ ମାନଙ୍କର । ଆଉ ଯାହା କୁହାଯାଉଛି କି ସେମାନେ ସ୍ୱଛ୍ଛ ଭାରତ ଗୀତ ରେ ନାଚି ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି ।
ଆଉ ଝିଅ ମାନଙ୍କ ସହିତ ସ୍କୁଲ ର ଅନ୍ୟ ପିଲାମାନେ ମଧ୍ୟ ତାଙ୍କର ଗୀତ ରେ ବେଶ ଝୁମୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା ବୋଲି ଦେଖିବାକୁ ମିଳିଛି । ତେବେ ଝିଅ ଟିର ଏହିଭଳି ଡାନ୍ସ କୁ ମଧ୍ୟ ଉପସ୍ଥିତ ଥିବା ଶିକ୍ଷକ ଯେଉଁ ମାନେ କି ଜୋର୍ଜ ଭାବରେ ପ୍ରଗ୍ରାମ କୁ ଚଳାଉଥିଲେ ସେମାନେ ମଧ୍ୟ ଝିଅ ମାନଙ୍କୁ ଉତ୍ସାହିତ କରାଉଥିବାର ଦେଖିବାକୁ ମିଳିଛି ।ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।