ଓଃ..କି..ଡ୍ୟାନ୍ସ – ଏହି Cute ଝିଅ Alekar HRX ” ପାପା ମେରେ ପାପା ” ଗୀତରେ କଲା ଜବରଦସ୍ତ ଡ୍ୟାନ୍ସ….ଦେଖନ୍ତୁ Video
ବର୍ତ୍ତମାନ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ସାଜିଛି ଯାହା ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।
ଏଠାରେ ଜଣେ କୁନି ଝିଅର ଏକ କ୍ୟୁଟ ଡ୍ୟାନ୍ସ ଷ୍ଟାଇଲ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଏହି ଭିଡିଓ ରେ ଯେଉଁ ପିଲାଟି ଡ୍ୟାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡ୍ୟାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ।
ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।
ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କାର୍ଯ୍ୟ କଲାପ ଦେଖି ବହୁତ୍ ଖୁସି ହୋଇଥାଉ। କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଯାହାବି ହେଉ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।
ଏହା ମଧ୍ଯ ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।ସେହିପରି ଏଠାରେ ଏହି କୁନି ପିଲାଟି ଯେଉଁଭଳି ନାଚୁଚି ଯେଉଁଭଳି ଷ୍ଟେପ ପକାଉଛି। ହାତରେ ଏବଂ ଗୋଡ଼ରେ ସେ ତାଳ ପକାଉଛି ତାହା ଦେଖିଲେ ଆପଣ ବି ଖୁସି ହୋଇଯିବେ।
ଏକ ଭିନ୍ନ ଧରଣର ଖୁସି କରାଇବା ଭଳି ଡ୍ୟାନ୍ସ ଏହି ପିଲାଟି ପାଖରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ପିଲାଟିର ଏଭଳି ଡ୍ୟାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି। ତେବେ ଏହି ପିଲାଟି ଏକ ସୁନ୍ଦର୍ ଭାବପୂର୍ଣ୍ଣ ହିନ୍ଦୀ ଗୀତ ପାପା ମେରୀ ପାପା ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଆପଣ ବି କୁନି ଝିଅର ଏହି ଡ୍ୟାନ୍ସ କୁ ଉପଭୋଗ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।